Daily Archives

June 10, 2018

ବାଲେଶ୍ୱର: ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ ନା, ପେଟ୍ରୋଲ୍‌ରେ ପୋଡ଼ି; ପ୍ରକୃତ ଘଟଣା କ’ଣ

ବାଲେଶ୍ୱର: ରବିବାର ସକାଳେ ପୋଡ଼ି ହୋଇ ଆହତ ହୋଇଥିବା ଜଣେ ଯୁବତୀ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କହିବାନୁସାରେ କେହି ଜଣେ ଏସିଡ୍‌ ପକାଇ ତାଙ୍କର ଏ ଭଳି ପରିସ୍ଥିତି କରିଛନ୍ତି। ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜ୍‌ରୁ ଅଲଗା…
ଅଧିକ ଖବର ଦେଖନ୍ତୁ...

‘ଭାରତ୍‌’ରେ ସଲମାନ୍‌ଙ୍କ ପ୍ରେମିକା ନୁହେଁ , ଏହି ଭୂମିକାରେ ନଜର ଆସିବେ ଦିଶା ପଟାନି

ମୁମ୍ବାଇ: ‘ବାଗୀ-୨’ର ସଫଳତା ପରେ  ସିନେ ନାୟିକା ଦିଶା ପଟାନିଙ୍କର ଭାଗ୍ୟ ଖୋଲିଯାଇଛି। ତାଙ୍କୁ ଏବେ ଭଲ ଭଲ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ମିଳୁଛି। ‘ବାଗୀ-୨’ରେ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ନାୟିକା ବନିଥିଲେ ଦିଶା ପଟାନି। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ବି…
ଅଧିକ ଖବର ଦେଖନ୍ତୁ...

ଜିଭରେ ଚାମଚ ଲଗାଇ ୧ ମିନିଟ୍‌ରେ ଜାଣନ୍ତୁ ଆପଣଙ୍କୁ କେଉଁ ରୋଗ ହୋଇଛି!

ସାଧାରଣତଃ ଚାମଚକୁ ଆମେ ଖାଦ୍ୟ ଖାଇବା କିମ୍ବା ରାନ୍ଧିବା କାମରେ ବ୍ୟବହାର କରିଥାଉ, କିନ୍ତୁ ଏହାର ଦ୍ୱାରା ଏକ ସ୍ୱତନ୍ତ୍ର କୌଶଳ ବ୍ୟବହାର କରି ଅନେକ ପ୍ରକାର ରୋଗକୁ ଚିହ୍ନଟ କରାଯାଇ ପାରିବ। ୟୁନିଭର୍ସିଟି ଅଫ୍‌ ଟୋରୋଣ୍ଟୋର ପ୍ରଫେସର ଓ ବ୍ରଡ୍‌କାଷ୍ଟ୍‍ ମେଡିକାଲ୍‌ ଜର୍ନାଲିଷ୍ଟ୍‍…
ଅଧିକ ଖବର ଦେଖନ୍ତୁ...

ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଫଳାଫଳ ଘୋଷିତ: ଶୀର୍ଷ ସ୍ଥାନରେ ପଞ୍ଚକୁଳାର ପ୍ରଣବ ଗୋୟାଲ୍‌

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି (ଆଇଆଇଟି) ଜଏଣ୍ଟ୍‌ ଏଣ୍ଟ୍ରାନ୍‌ସ୍‌ ଏକ୍‌ଜାମିନେସନ୍‌ (ଜେଇଇ) ଆଡ୍‌ଭାନ୍‌ସ୍‌ଡ୍‌ର ରେଜଲ୍‌ଟ୍‌ ଘୋଷଣା କରାଯାଇଛି। ୩୬୦ ନମ୍ବରରୁ ୩୩୭ ନମ୍ବର ରଖି ପଞ୍ଚକୁଳାର ପ୍ରଣବ ଗୋୟାଲ୍‌ ଶୀର୍ଷସ୍ଥାନ ଅଧିକାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁଗ୍ଧ ପ୍ରସ୍ତୁତ ସାମଗ୍ରୀ କିଣିବା ପୂର୍ବରୁ ଏସବୁ ତନଖି କରନ୍ତୁ

ଦୁଗ୍ଧରୁ ପ୍ରସ୍ତୁତ ସାମଗ୍ରୀରେ ପ୍ରୋଟିନ୍‌, କାଲସିଅମ୍‌, ଫସଫରସ, ଭିଟାମିନ୍‌ ବି ଟୁ ଓ ଭିଟାମିନ୍‌ ବି ୧୨ ଖୁବ୍‌ ଭଲ ମାତ୍ରାରେ ରହିଥାଏ । ତେବେ ଏହି ସାମଗ୍ରୀ କିଣିବା ସମୟରେ ନିମ୍ନୋକ୍ତ କଥା ପ୍ରତି ଧ୍ୟାନ ଦିଅନ୍ତୁ । - ପାଶ୍ଚାଇଜଡ ମିଲ୍ଲକ ଓ ମିଲକ୍‌ ପ୍ରଡକ୍ଟ କିଣିବା ଭଲ ।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: କୁପ୍‌ଓ୍ଵାରାରେ ନିରାପତ୍ତା ବଳଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର; ୬ ଆତଙ୍କବାଦୀ ନିହତ

କେରାନ୍‌: ରବିବାର ଦିନ ଜମ୍ମୁ ଓ କଶ୍ମୀରର କୁପ୍‌ଓ୍ଵାର୍‌ ଅନ୍ତର୍ଗତ କେରାନ୍‌ ସେକ୍ଟର୍‌ରେ ଏକ ଅନୁପ୍ରବେଶ ଉଦ୍ୟମ ନିରାପତ୍ତା ବଳଙ୍କ ଦ୍ୱାରା ଭଣ୍ଡୁର କରାଯିବା ସହ ଛଅ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ପ୍ରଥମେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଖବର ମିଳିଥିଲେ ହେଁ ଜଣେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ବାଇକ୍‌ ପଛରେ ବାଇକ୍‌ ଧକ୍କା: ଜଣେ ମୃତ, ଜଣେ ଆହତ

ବଲାଙ୍ଗୀର: ରବିବାର ସକାଳ ପ୍ରାୟ ୧୦ଟା ବେଳେ ସଦର ଥାନା ଅନ୍ତର୍ଗତ ତୁଷରାବାହାଲ ଗାଁ ରାସ୍ତାରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ଲାଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଶିବତଲା ଗାଁ’ର ୪୦ ବର୍ଷିୟ ପର୍ଶୁରାମ ମେହେର। ତାଙ୍କ ବାଇକ୍‌…
ଅଧିକ ଖବର ଦେଖନ୍ତୁ...

ଏମି ଜାକସନ୍‌ କ’ଣ ଲେସବିଆନ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ଏହି ନାୟିକା

ମୁମ୍ବାଇ: ଅଳ୍ପ କେତୋଟି ହିନ୍ଦୀ ସିନେମା ଓ ଦକ୍ଷିଣ ସିନେମାରେ ନାୟିକା ଭୂମିକା ନିଭାଇ ସାରିଛନ୍ତି ଏମି ଜାକସନ୍‌। ଏବେ ସେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ସିନେମା ‘ରୋବୋ-୨.୦’ରେ କାମ କରୁଛନ୍ତି। ନିକଟରେ ଏମି ଜାକସନ୍‌ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ନରିମ୍ୟାନ୍‌ ପଏଣ୍ଟ୍‌ରେ ନିର୍ଲ୍ଲଜ ପ୍ରେମ; ଶହ ଶହ ପଥଚାରୀ ଉଠାଇଲେ ଫଟୋ ଏବଂ ଭିଡିଓ

ମୁମ୍ବାଇ: ଗୁରୁବାର ଦିନ ଦକ୍ଷିଣ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ଅଞ୍ଚଳରେ ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକା ମିଶି ଏମତି ପ୍ରେମ କଲେ ଶହ ଶହ ଦେଖଣାହାରୀ ସେହି ଦୃଶ୍ୟାବଳୀର ଫଟୋ ଓ ଭିଡିଓ ଉତ୍ତୋଳନ କଲେ। ତରୁଣ ପ୍ରେମିକ ପ୍ରେମିକା ଦୁହେଁ ରାଜ୍ୟ ସରକାରଙ୍କ ମୁଖ୍ୟାଳୟ ମନ୍ତ୍ରାଳୟ ଠାରୁ…
ଅଧିକ ଖବର ଦେଖନ୍ତୁ...

ଆଗେ ଦାନ୍ତ ନା ଆଗେ ଜିଭ ? ଜାଣନ୍ତୁ ଏହାର ରହସ୍ୟ କ’ଣ

ଆଜିକୁ ପ୍ରାୟ ଶହେ ବର୍ଷ ପୂର୍ବେ କନ୍‌ଫ୍ୟୁସିୟସ ନାମକ ଜଣେ ବିଖ୍ୟାତ ଦାର୍ଶନିକ ଥିଲେ। ସେ ଅନେକ କଥାର ସହଜ ସମାଧାନ କରି ପାରୁଥିଲେ। କନ୍‌ଫ୍ୟୁସିୟସଙ୍କର ମୃତ୍ୟୁ ସନ୍ନିକଟ ହେବାବେଳେ ସେ ନିଜର ଶିଷ୍ୟମାନଙ୍କୁ ଡ଼କାଇଥିଲେ । ସେ ସେମାନଙ୍କୁ ଧୀରେ ଧୀରେ କହିଲେ,‘ଶିଷ୍ୟଗଣ! ମୋ’ ପାଟି ଭିତରକୁ…
ଅଧିକ ଖବର ଦେଖନ୍ତୁ...