Daily Archives

December 7, 2018

ଗଞ୍ଜାମ: ବ୍ରହ୍ମପୁରରେ ରୋଷେଇ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୪ ଗୁରୁତର

ବ୍ରହ୍ମପୁର: ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ଶୁକ୍ରବାର ସନ୍ଧ୍ୟାରେ ୪ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଫାଷ୍ଟଗେଟ୍‌ ଗାୟତ୍ରୀ ନଗରରେ ବିସ୍ଫୋରଣ ଘଟିବାରୁ ମା’ ଓ ୨ ଝିଅ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣରେ ପଡ଼ୋଶୀ ଜଣେ ମଧ୍ୟ ଆହତ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୪ ଭାରତୀୟଙ୍କୁ ସାମିଲ୍‌ କଲା ଫୋର୍ବସ୍‌ ପତ୍ରିକା

ନୂଆଦିଲ୍ଲୀ: ବାଇକନ୍‌ ଅଧ୍ୟକ୍ଷ କିରଣ ମଜୁମ୍‌ଦାର-ସ, ଏଚ୍‌ସିଏଲ୍‌ ଟେକ୍‌ ଉପାଧ୍ୟକ୍ଷ ରୋଶନି ନଦାର ମାଲହୋତ୍ରା, ଏଚ୍‌ଡି ମିଡିଆ ପରିଚାଳନା ନିର୍ଦ୍ଦେଶିକା ଶୋଭନା ଭାରତିଆ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ନାମ ମଧ୍ୟରେ ଫୋର୍ବସ୍‌ ପତ୍ରିକା…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ବିଜାତଳା ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡ଼ିର ବିଜୟ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡ଼ିକୁ ବିଜୟ ମିଳିଛି। ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ ବିଜେପିର କୁତୁଲ ହାଁସଦାକୁ ହରାଇଛନ୍ତି। ଜିଲ୍ଲା ପରିଷଦର ୩୨ ନମ୍ବର ଜୋନ୍‌ ପାଇଁ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳକୁ ୮୮୭୫ ଖଣ୍ଡ ଭୋଟ୍‌ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ଭିମସାର ଜେଡିଏସ୍‌ ଆନ୍ଦୋଳନ ପ୍ରସଙ୍ଗ: ଅପରେସନ୍‌ କରିବେନି ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀ

ସମ୍ବଲପୁର: ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଶୁକ୍ରବାର କହିଛନ୍ତି, ସେ  ଆଉ ଅପରେସନ୍‌ କରିବେ ନାହିଁ। ଲୁଣ ଚିକିତ୍ସା ମାମଲାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ସେ ନିଜ ଆଡୁ  ସର୍ଜରୀ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥି ସହିତ ଅଶ୍ୱିନୀ…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲ : ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର, ତେଲେଙ୍ଗାନାରେ ଟିଆରଏସ

ଭୁବନେଶ୍ୱର : ଦେଶର ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଆଜି ବୁଥ ଫେରନ୍ତା ମତ ବା ଏକଜିଟ ପୋଲ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁସାରେ ବିଜେପି ଶାସିତ ୩ଟି ପ୍ରମୁଖ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା…
ଅଧିକ ଖବର ଦେଖନ୍ତୁ...

ଟାଇମ୍ସ ନାଓ- ସିଏନ୍‌ଏକ୍ସ ଏକ୍‌ଜିଟ୍‌ ପୋଲ୍‌: ମଧ୍ୟପ୍ରଦେଶରେ ବିଜେପି, ଛତିଶଗଡ ଓ ରାଜସ୍ତାନରେ କଂଗ୍ରେସ୍‌ ଓ…

ନୂଆଦିଲ୍ଲୀ:୫ଟି ରାଜ୍ୟର ବିଧାନସଭା ଲାଗି ମତଦାନ ଶେଷ ହେବା ପରେ ଏକ୍‌ଜିଟ୍‌ ପୋଲ୍‌ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଶୁକ୍ରବାର ବାହାରି ସାରିଛି। ଟାଇମ୍ସ ନାଓ- ସିଏନ୍‌ଏକ୍ସ ଏକ୍‌ଜିଟ୍‌ ପୋଲ ମୁତାବକ, ବିଜେପି ହୁଏତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଅଷ୍ଟ୍ରେଲିଆ ୧୧-୦ରେ ଚୀନକୁ ହରାଇ କଲା ବିଶାଳ ରେକର୍ଡ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଶୁକ୍ରବାର ଅଷ୍ଟ୍ରେଲିଆ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ଫଙ୍କ ମାଡରେ ପାକ୍‌ ସେନା ଘାଇଲା! ଭାରତ ସହ ଶାନ୍ତି ବାଧ୍ୟବାଧକତା ପାଲଟିଛି

ଇସ୍‌ଲାମାବାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଅର୍ଥନୈତିକ କଟକଣା ମାଡରେ ଘାଇଲା ହୋଇଛି ପାକିସ୍ତାନ ସେନା। ବର୍ତ୍ତମାନ ପାକ୍‌-ସେନା ଭାରତ ସହ ସଂପର୍କରେ ଉନ୍ନତି ଚାହାନ୍ତି ବୋଲି ସୂଚନା ମିଳିଛି। ସୂତ୍ର ଅନୁସାରେ ଆମେରିକା ପାକିସ୍ତାନକୁ ଦେଉଥିବା ୨ ବିଲିୟନ୍‌ ଡଲାରର…
ଅଧିକ ଖବର ଦେଖନ୍ତୁ...

ଏହା ହେଉଛି ଦୁନିଆର ସବୁଠାରୁ ଉପକାରୀ ଫଳ, ଏଇ ଗୋଟିଏ ଫଳର ଏତେ ଗୁଣ!

ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା କି ଉପକାରୀ। ଦୈନଦିନ…
ଅଧିକ ଖବର ଦେଖନ୍ତୁ...

ଏକ୍‌ଜିଟ୍‌ ପୋଲ୍ : ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା, ଫାଇଦାରେ କଂଗ୍ରେସ୍‌

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ଲାଗି ମତଦାନ ଶେଷ ହେବା ପରେ ଏକ୍‌ଜିଟ୍‌ ପୋଲ୍‌ ଆରମ୍ଭ ହୋଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ସୂଚନା ଦେଇଛି। ଏଥିସହ କଂଗ୍ରେସ ଫାଇଦାରେ ରହିବ ବୋଲି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...