Daily Archives

May 19, 2019

ଦୂତିଙ୍କ ଖୁଲାସା ପରେ ମୁହଁ ଖୋଲିଲେ ମା’ କହିଲେ, ତା’ ସହ କୌଣସି ସମ୍ପର୍କ ନାହିଁ

ଭୁବନେଶ୍ୱର: ରବିବାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ପରେ ଏହାକୁ ନେଇ ତାଙ୍କ ମା ମୁହଁ ଖୋଲିଛନ୍ତି । ଦୂତିଙ୍କ ମା’ କହିଛନ୍ତି ଯେ ଦୂତି ଯାହାକୁ ବାହା ହେବାକୁ ଚାହୁଛି ସେ ତାଙ୍କର ନାତୁଣୀ ଆଉ ନାତୁଣୀ ସହ ସମ୍ପର୍କ ସମ୍ଭବ ନୁହେଁ । ସମଲିଙ୍ଗୀ ସମ୍ପର୍କକୁ ବିରୋଧ…
ଅଧିକ ଖବର ଦେଖନ୍ତୁ...

ବୁଥ୍‌ ଭିତରେ ମହିଳାଙ୍କ ଦାଦାଗିରି, ଟିଏମ୍‌ସିକୁ ଭୋଟ ଦେବାକୁ ଭୋଟରଙ୍କୁ ବାଧ୍ୟ କରୁଥିଲେ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଅଞ୍ଚଳରୁ ବୁଥ୍‌ ରିଗିଙ୍ଗର ଖବର ଆସିଛି । ଯାଦବପୁର ଅଞ୍ଚଳରେ ବୁଥ୍‌ ନମ୍ବର ୧୮୯ରେ ବିଜେପି ସମର୍ଥକ କିଛି ଗଡବଡ ଆଶଙ୍କା କରିଥିଲେ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା ! ମୃତ୍ୟୁ ସନ୍ଦେହ ଘେରରେ

ସୁବର୍ଣ୍ଣପୁର: ଜିଲ୍ଲା ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକ ହେଉଛନ୍ତି ଟିକୁ ଅଜଗର। ମିଳିଥିବା ସୂଚନା ମୁତାବକ ଏପ୍ରିଲ ୨୪ ତାରିଖରେ ବିନିକାର ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଟିକୁ ଅଜଗର ହତ୍ୟା କରିଥିଲେ । ଏହି ଅଭିଯୋଗରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶୋଇବାଘର-ଶୌଚାଳୟ-ଟେଲିଫୋନ, ଦିନକୁ ଭଡ଼ା ୯୯୦ଟଙ୍କା,  ଜାଣନ୍ତୁ ମୋଦୀଜୀ ଧ୍ୟାନ କରୁଥିବା ଗୁମ୍ଫାରେ ଉପଲବ୍ଧ ଥିବା ଅନ୍ୟ…

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ଏହାପରେ ନରେନ୍ଦ୍ର ମୋଦୀ ପାଦରେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ସହ ମେଣ୍ଟ ଲାଗି ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ କମଳନାଥଙ୍କୁ ଦାୟିତ୍ବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଭୋଟ ଗଣତି ପୂର୍ବରୁ ଅନ୍ୟ ଦଳ ନେତାମାନଙ୍କ ସହ ଯୋଗାଯୋଗ କରିବାଲାଗି ପାଂଚ ଜଣିଆ ବରିଷ୍ଠ ନେତାଙ୍କ ଏକ ଟିମ୍ ତିଆରି କରିଥିବା ଜଣଯାଇଛି । ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ବନ୍ଦ୍ରବାବୁ ନଇଡୁଙ୍କ ସହ ଆଲୋଚନା ପରେ କଂଗ୍ରେସ ଅନ୍ୟ ଦଳମାନଙ୍କ ସହ ବାର୍ତାଳାପ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରବିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିର ବେଢ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେ କହିଲେ କି, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପୁରୀ ସହର ଓ ଶ୍ରୀମନ୍ଦିର ଅଂଶବିଶେଷକୁ…
ଅଧିକ ଖବର ଦେଖନ୍ତୁ...

ସୋର: ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲାର ସୋର ଅଂଚଳର ଅଡଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନକରେ ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ଯୁବତୀଙ୍କ ନାଆଁ ହେଉଛି  ସସ୍ମିତା ଦାସ। ସେ ହେଉଛନ୍ତି ବାଗୁଡି ଗାଆଁର ଗୌରାଙ୍ଗ ଦାସଙ୍କ ଝିଅ। ଅଭିଯୋଗ ଅନୁଯାୟୀ ମୃତ…
ଅଧିକ ଖବର ଦେଖନ୍ତୁ...

ସାକ୍ଷାତ୍‌କାରରେ ଜାତୀୟ ଗଣମାଧ୍ୟମକୁ କହିଲେ ଧାବିକା ଦୂତୀ ଚାନ୍ଦ : ବାନ୍ଧବୀ ସହ ମୋର ସମଲିଙ୍ଗୀ ସମ୍ପର୍କ ଅଛି

ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଭାରତର ଦ୍ରୁତତ୍ତମ ଧାବିକା ଦୂତୀ ଚାନ୍ଦ କହିଛନ୍ତି। ତାଙ୍କର ଘନିଷ୍ଠ ବାନ୍ଧବୀ ସେ ଝିଅଟି ହେଉଛି ତାଙ୍କ ଜନ୍ମିତ ସହର ଚକ ଗୋପାଳପୁରର। ଅକାରଣରେ ଧ୍ୟାନର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁ ନ ଥିବାରୁ ଦୂତୀ ତାଙ୍କ ସଙ୍ଗିନୀର ପରିଚୟ ପ୍ରକାଶ କରିବାକୁ ମନା କରି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କ ଘର ପାଖରେ ବିସ୍ଫୋରଣ; ଜଣେ ମୃତ

ବେଙ୍ଗାଲୁରୁ: ରବିବାର ଦିନ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ମୁନିରତ୍ନଙ୍କ ଘର ନିକଟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବିଧାୟକଙ୍କ ଘର ରାଜରାଜେଶ୍ୱରୀ ନଗର ନିକଟରେ ଥିବା ବିଧାୟକଙ୍କ ଘର ପାଖରେ ସକାଳ ପ୍ରାୟ ୯: ୧୫ରେ ବିସ୍ଫୋରଣ ଘଟିଥିଲା। ବେଙ୍ଗାଲୁରୁ ସିଟି ପୁଲିସ…
ଅଧିକ ଖବର ଦେଖନ୍ତୁ...

ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା ପାଇଁ ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା ପାଇଁ ମୋଦୀ ସେଠାରେ ପହଂଚିଥିଲେ ।…
ଅଧିକ ଖବର ଦେଖନ୍ତୁ...