Daily Archives

November 1, 2019

ସମବାୟ ବ୍ୟାଙ୍କ ଭିତରେ ଚୋର: ବିଶ୍ୱାସ ହରାଉଛି ବ୍ୟାଙ୍କ, ଅଡୁଆରେ ଗ୍ରାହକ

ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଟାମ୍ପରିଂ ଓ ଏଟିଏମ ଚୋରୀ କରି ଟଙ୍କା ହଡପ ମାମଲାର ଚୋର ଧରାପଡୁନି। ଚୋର ଏଟିଏମ ଚୋରୀ କରି ଟଙ୍କା ଉଠାଇଛି। ଜାଲ ଦସ୍ତଖତ କରି ଆକାଉଣ୍ଟକୁ ଟାମ୍ପରିଂ କରି ଟଙ୍କା ଉଠାଇଛି। ହେଲେ ଧରାପଡିନି ବ୍ୟାଙ୍କ ଭିତରର ଚୋର, ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ମିଛ ଫଟୋ ରହସ୍ୟ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ୱିଟରରେ ପୋଷ୍ଟ କରିଥିବା ଏକ କୁକୁରର ଫଟୋକୁ ନେଇ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି | ଟ୍ରମ୍ପ ଟ୍ୱିଟ କରିଥିବା ଫଟୋଟି ସହ ବାଗଦାଦି ମୃତ୍ୟୁ ଘଟଣାର କୌଣସି ସମ୍ପୃକ୍ତି ନଥିବା ଆମେରିକାର ଗଣମାଧ୍ୟମ ସଂସ୍ଥା ଡେଲି ୱେୟର ପକ୍ଷରୁ ଦାବି…
ଅଧିକ ଖବର ଦେଖନ୍ତୁ...

ସେକ୍ସ ସର୍ଭେ- ୨୦୧୯: ଯୌନ ଉପକରଣ ବ୍ୟବହାରରେ ଭୁବନେଶ୍ବର ଦେଶରେ ଦ୍ବିତୀୟ, ’କୁମାରୀତ୍ବ’କୁ ଗୁରୁତ୍ବ ଦିଅନ୍ତି ୫୩%…

ଭୁବନେଶ୍ବର/ ନୂଆଦିଲ୍ଲୀ: ଯୌନ ଜୀବନକୁ ନେଇ ଭାରତୀୟ ସମାଜରେ ଚିନ୍ତାଧାରା, ମାନସିକତା ଓ ଦୃଷ୍ଟଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟିଥିଲେ ସୁଦ୍ଧା ଏବେ ବି ଯୌନ ଜୀବନକୁ ନେଇ ବହୁ ମାତ୍ରାରେ ରକ୍ଷଣଶୀଳ ହୋଇ ରହିଛି ଭାରତୀୟ ସମାଜ। ଏବେ ବି ୫୩ ପ୍ରତିଶତ ଭାରତୀୟଙ୍କ ପାଇଁ ସେମାନଙ୍କ ସାଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସମାଧି

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବ। ସ୍ୱର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧି ଉଠାଯାଇ, ଏଠାରେ କେବଳ ଏକ ସ୍ମୁତି ଫଳକଟିଏ ରଖାଯିବ। ସ୍ୱର୍ଗଦ୍ୱାର ସଂପୂର୍ଣ୍ଣ ଭାବେ ସାଧାରଣ ଲୋକଙ୍କ ସେବା ପାଇଁ ସମର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ ମୂଳକ କାମ କରାଯିବ। ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଖରାପ ରାସ୍ତା ସହ ସେଲ୍ଫି ଉଠାଇ ଆରମ୍ଭ ହେଲା ନୂଆ ଅଭିଯାନ

ମାଙ୍ଗଲୋର: ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ରାସ୍ତା ପଡିରହିଥିଲେ ବି କେହି ଦୃଷ୍ଟି ଦେଉନଥିଲେ | ଶେଷରେ ଏହାକୁ ଦେଖି କିଛି ସ୍ବେଛାସେବୀ ଏବେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି | କର୍ଣ୍ଣାଟକର ମାଙ୍ଗଲୋରରେ ଏବେ ଏହା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ମାଙ୍ଗଲୋର ସହରରେ…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଖେଳ ଓ ଖେଳାଳିଙ୍କ ପାଇଁ ବିକାଶମୂଳକ କାମ କରୁଛନ୍ତି। ଖେଳକୁ ରାଜ୍ୟ ସରକାର ସମର୍ଥନ ଜଣାଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସମର୍ଥନ ବିନା ଖେଳରେ ସଫଳତା ମିଳିବା ସମ୍ଭବ ନୁହେଁ। ରାଜ୍ୟର ଖେଳାଳିମାନେ…
ଅଧିକ ଖବର ଦେଖନ୍ତୁ...

ବନିଶୀ କଣ୍ଟାରେ ପଡ଼ିଲା ବିରଳ ପ୍ରଜାତିର କଇଁଛ; ଶରୀରରେ କ୍ଷତ ହେତୁ ଓୟୁଏଟିରେ ହେବ ଅସ୍ତ୍ରୋପଚାର

ଭୁବନେଶ୍ବର: ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ । ଚୌଦ୍ୱାର ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ହାଟୁଆ ପୋଖରୀରୁ ଏକ ବିରଳ ପ୍ରଜାତିର କଇଁଛକୁ ଉଦ୍ଧାର କରିଛି ବନବିଭାଗ। ଏହାର ଓଜନ ୫୦ରୁ ୬୦ କିଲୋ ହୋଇଥିବା ବେଳେ ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଉଛି। ଏହି ବିରଳ ପ୍ରଜାତିର କଇଁଛର ଏକ…
ଅଧିକ ଖବର ଦେଖନ୍ତୁ...