Daily Archives

May 26, 2020

କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ଫାନ ବାତ୍ୟା ସମୟରେ କାମ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ବର : କରୋନା ମୁକାବିଲା ଓ ତତସହିତ ଅମ୍ଫାନ ବାତ୍ୟା ମୁକାବିଲା ସମୟରେ ସାହସିକତାର ସହ କାମ କରିଥିବା ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ଓ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଓ ଜନପ୍ରତିନିଧିଙ୍କୁ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ସଂଗରୋଧ କେନ୍ଦ୍ରରେ ପତ୍ନୀଙ୍କୁ ଭେଟିବାକୁ ଯାଇ ସୁରକ୍ଷାକର୍ମୀଙ୍କ ହାତରେ ମାଡ଼ ଖାଇଲେ ସ୍ୱାମୀ!

ଭଦ୍ରକ: ସଂଗରୋଧ କେନ୍ଦ୍ରରେ ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗର୍ଭବତୀ ପତ୍ନୀଙ୍କୁ ଭେଟିବାକୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ।…
ଅଧିକ ଖବର ଦେଖନ୍ତୁ...

ନେତା ରହିବେ, ରାଲି ହେବ, କିନ୍ତୁ ରହିବେ ନାହିଁ ଜନତା ! ମୋବାଇଲ-କମ୍ପ୍ୟୁଟର ଜରିଆରେ ମୁହାଁମୁହିଁ ହେବେ…

ନୂଆଦିଲ୍ଲୀ: ନେତା ରହିବେ, ରାଲି ହେବ । କିନ୍ତୁ ଲୋକ ରହିବେ ନାହିଁ । ଆପଣଙ୍କ ମୋବାଇଲ ଭିତରେ ବା କମ୍ପ୍ୟୁଟର ଭିତରେ ଏହି ରାଲି ଚାଲିବ । ଏହି ଡିଜିଟାଲ ରାଲି ବିିଜେପିର ହାଇଟେକ୍ ପ୍ରଚାରର ଅଂଶବିଶେଷ । ଯେତେବେଳେ ଆସନ୍ତା ୩୦ ତାରିଖରେ ମୋଦି ସରକାରର ଦ୍ୱିତୀୟ ପାଳିକୁ ଗୋଟିଏ ବର୍ଷ…
ଅଧିକ ଖବର ଦେଖନ୍ତୁ...

ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍‌ର ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ନାହିଁ, ଡାକ୍ତରଙ୍କ ପରାମର୍ଶ ସହ ଗ୍ରହଣ କରିବାକୁ…

ନୂଆଦିଲ୍ଲୀ: ପୂର୍ବରୁ ଆମେ ଜାଣିଛେ ଯେ କରୋନା ଭାଇରସ୍‌ ଚିକିତ୍ସାରେ ମେଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍‌ ବ୍ୟବହାର କରାଯାଉଛି। ନିକଟରେ ଏ ନେଇ ଏକ ସ୍ପଷ୍ଟ ସୂଚନା ଦେଇଛି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)। ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଯୋଗୁଁ ବଢିଚାଲିଛି ଦେଶର ବେକାରୀ ହାର, ମେ ୩ୟ ସପ୍ତାହରେ ୨୪.୩%କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତି ଏକ ବଡ଼ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି । ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ)ର ରିପୋର୍ଟ ଅନୁସାରେ ମେ ୨୪ ସମାପ୍ତ…
ଅଧିକ ଖବର ଦେଖନ୍ତୁ...

ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ଼ ହେବ । ବ୍ୟାଙ୍କ ଋଣ ଛାଡ଼ ନେଇ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବୁ । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ଏହି…
ଅଧିକ ଖବର ଦେଖନ୍ତୁ...

ଝାନସୀ ଦେଇ ଭାରତକୁ ପଶିଥିବା ପଙ୍ଗପାଳ ଦଙ୍ଗଲ ମଧ୍ୟପ୍ରଦେଶ-ବିହାର ସୀମା ପର୍ଯ୍ୟନ୍ତ ମାଡ଼ି ଆସିଲେଣି; ବେଶୀ ଦୂର ନୁହେଁ…

ନୂଆଦିଲ୍ଲୀ/ ଭୋପାଳ : ସଂପ୍ରତି ସମଗ୍ର ଦେଶ ନୋଭେଲ କରୋନା ଭାଇରସ୍‌ ସହ ଯୁଝୁ ଥିବାବେଳେ ଏବେ ଦେଶ ସମ୍ମୁଖରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଦଙ୍ଗଲ। ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦଙ୍ଗଲ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସଂପର୍କର କରୁଣ ପରିସ୍ଥିତି: ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣକୁ ହତ୍ୟା

ୱାରଙ୍ଗଲ୍‌: ତେଲେଙ୍ଗାନାର ୱାରାଙ୍ଗ‌ଲ୍‌ ଜିଲ୍ଳାରେ ଜଣେ ଯୁବକ ଗତ ସପ୍ତାହରେ ୯ ଜଣ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୨୪ ବର୍ଷିଅ ଯୁବକକୁ ହତ୍ୟା ମାମଲାରେ ପୁଲିସ୍‌ ଗିରଫ କରିଛି। ୯ ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ଗୋଟାଏ ପରିବାରର। ଆଉ ୩ ଜଣଙ୍କ ମଧ୍ୟରୁ ୨…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଚଳନ୍ତା ଗାଡ଼ିମଟର ଦେଖିବାକୁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲା ୫ବର୍ଷର ଶିଶୁ ; ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲା !…

ଯାଜପୁର: କଥାରେ ଅଛି, ‘ରଖେ ହରି ମାରେ କିଏ’। ଏହାର ଏକ ଜ୍ୱଳନ୍ତ ଉଦାହରଣ ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରୁ ସାମ୍ନାକୁ ଆସିଛି।  ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଥିବା ବିଜୁଳି ଖୁଣ୍ଟ   ଯେ କେତେ ବିପଦପୂର୍ଣ୍ଣ ସେ କଥା ଜାଣି ନ ପାରି ଖେଳୁଖେଳୁ ପିଲାଟିଏ ଚଢ଼ି ଯାଇଥିଲା। ସୌଭାଗ୍ୟବଶତଃ ଏହି…
ଅଧିକ ଖବର ଦେଖନ୍ତୁ...

ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସମଗ୍ର ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ପ୍ରଖର କିରଣ ଦେଖିବାକୁ ମିଳିଛି । ମୁଣ୍ଡଫଟା ଖରା ଯୋଗୁଁ ରାସ୍ତାଗୁଡ଼ିକ ଖାଁ ଖାଁ ଲାଗିଛି । ରାଜ୍ୟର ୧୪ଟି ସହରର ତାପମାତ୍ରା ୪୪ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ୪୪ଡିଗ୍ରି…
ଅଧିକ ଖବର ଦେଖନ୍ତୁ...