Daily Archives

May 26, 2020

୫ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି ତାବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟ

ନୂଆଦିଲ୍ଲୀ : ଭାରତକୁ ପର୍ଯ୍ୟଟନ ଭିସାରେ ଆସି ଧର୍ମପ୍ରଚାର କାର୍ଯରେ ଲିପ୍ତ ଥିବା ଅଭିଯୋଗରେ ପ୍ରାୟ ୯୬୦ ତାବଲିଗି ଜମାତ ସଦସ୍ୟମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ । ସେମାନଙ୍କୁ ୫ ବର୍ଷ ଜେଲ ଯିବାକୁ ପଡ଼ିପାରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ରୁ ଉଦ୍ଧାର ବଜ୍ରକାପ୍ତାର କରୋନା ନମୁନା ପରୀକ୍ଷା ହେବ : ଡିଏଫଓ

କଟକ: ଆଠଗଡ଼ ଅଞ୍ଚଳରେ ଥିବା ଏକ ସଂଗରୋଧ କେନ୍ଦ୍ରରୁ ସୋମବାର ରାତିରେ ଉଦ୍ଧାର ହୋଇଥିବା ମାଈ ବଜ୍ରକାପ୍ତାର କରୋନା ନମୁନା ପରୀକ୍ଷା ହେବ । ବନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ମାଈ ବଜ୍ରକାପ୍ତାର ସ୍ୱାବ ନମୁନା ପରୀକ୍ଷା ହେବ ବୋଲି ଆଠଗଡ଼…
ଅଧିକ ଖବର ଦେଖନ୍ତୁ...

ପୂରା ସଚେତନତାର ସହ ସୁଟିଂ ସେଟ୍‌କୁ ଗଲେ ଅକ୍ଷୟ କୁମାର

ମୁମ୍ବାଇ: ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପୂରା କଡ଼ା ସଚେତନତାର ସହ ସୁଟିଂ ପାଇଁ ବାହାରି ଯାଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର। ସେ ନିର୍ଦେଶକ ଆର ବଲ୍‌କିଙ୍କ ସହ ମିଶି ସୋମବାର ଏକ ବିଜ୍ଞାପନ ସୁଟ୍‌ରେ ବାହାରି ଯାଇଥିବା ସୂଚନା ରହିଛି। ଲକ୍‌ଡାଉନ ପରବର୍ତ୍ତୀ ସମୟରେ ଦେଶର…
ଅଧିକ ଖବର ଦେଖନ୍ତୁ...

ସଂଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ନୀଳଗିରିରେ ଅଭିଯୁକ୍ତକୁ ଗଛରେ ବାନ୍ଧି ଛେଚିଲେ ପ୍ରବାସୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନସ୍ଥ ତଥା ବରହମପୁର ଥାନା ଅନ୍ତର୍ଗତ ତେଲିପାଳ ଆଶ୍ରମରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ବଳପୂର୍ବକ ପ୍ରବେଶ କରି ଗାଧୁଆ ଘର ଭିତରେ ଦୁଷ୍କର୍ମ କରିବା ନେଇ ବରହମପୁର ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ସ୍ଥିତି ଗୁରୁତର, ତିନି ସେନାର ଜରୁରୀ ବୈଠକ ଡକାଇଲେ ମୋଦୀ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି । ଏହାକୁ ନେଇ ଭାରତ ସରକାର  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ସ୍ଥିତିର ସମୀକ୍ଷା କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ବୈଠକ ଡକାଇଛନ୍ତି । ବୈଠକରେ ସିଡିଏସ ବିପିନ ରାୱତ, ତିନିସେନା…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ନେଇ ଓଡ଼ିଶାର ମଡେଲକୁ କାହିଁକି ପ୍ରଶଂସା କରାଯାଉଛି ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁ୍‌କାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଗତ ୨ ମାସ ହେବ ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ପଂଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି । ଜାତୀୟ ହାର ତୁଳନାରେ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ମହଙ୍ଗା ପଡ଼ିଲା; କଂଗ୍ରେସ ନେତ୍ରୀ…

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଘଟଣା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କଂଗ୍ରେସ ନେତ୍ରୀ ଲାମ୍ବାଙ୍କ ଏପ୍ରକାର କାର୍ଯ୍ୟ ଓ ଆଚରଣର…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି: ଲୁଟେରା ଗ୍ୟାଙ୍ଗର ୪ ଜଣ ଗିରଫ, ୫ ମୋଟର ସାଇକେଲ ସହ ୮ ମୋବାଇଲ ଜବତ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଅଭିଯୁକ୍ତମାନଙ୍କର ଠାରୁ ୫ଟି ମୋଟର ସାଇକେଲ ଓ ୮ଟି ମୋବାଇଲ ଜବତ କରିଛି । ଲୁଟେରାମାନେ ହେଲେ କଂଟାବାଞ୍ଜି ଥାନା ବୁରୋମାଲ ଗାଁର ଗୋପିନାଥ କୁମ୍ଭାର,…
ଅଧିକ ଖବର ଦେଖନ୍ତୁ...

ପଙ୍ଗପାଳଙ୍କ ଟାର୍ଗେଟରେ ଦେଶର ଶସ୍ୟକ୍ଷେତ୍ର; କରୁଛନ୍ତି ଅତର୍କିତ ଆକ୍ରମଣ

ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନା ଜନିତ ମୃତ୍ୟୁହାର ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି : ଲବ ଅଗ୍ରୱାଲ

ନୂଆଦିଲ୍ଲୀ : ଭାରତର କରୋନା ମୃତ୍ୟୁହାର ସମଗ୍ର ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ୪.୪ ଜଣ କରୋନାରେ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ତାହା ମାତ୍ର ୦.୩ ଜଣ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ…
ଅଧିକ ଖବର ଦେଖନ୍ତୁ...