Daily Archives

February 7, 2021

ଆଜି ଭ୍ୟାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ; ଗୋଲାପରୁ ଆରମ୍ଭ ହେଲା ପ୍ରେମୀଙ୍କ ଉତ୍ସବ

ଭାଲେଣ୍ଟାଇନ୍‌ସ ଡେ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ତାହା ଖୁବ୍‌ ପ୍ରଭାବ ଜମାଇଛି। ପ୍ରେମୀମାନେ ଏହି ଦିନକୁ ବଡ଼ ଧୁମ୍‌ଧାମର ସହ ପାଳନ କରିଥାନ୍ତି। ତେବେ, ମଜା କଥାଟି ହେଉଛି ପ୍ରେମ ଦିବସ ସିନା ଗୋଟାଏ ଦିନ ତାହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଥାନା ହାଜତରେ ଅଛନ୍ତି ଦୁଇଟି କୁକୁଡ଼ା, ଦାନା ଖୁଆଉଛନ୍ତି ପୁଲିସ ବାବୁ

ହାଇଦ୍ରାବାଦ: ଥାନା ହାଜତରେ ଅଛନ୍ତି ଅପରାଧୀଙ୍କ ବଦଳରେ ଅଛନ୍ତି ଦୁଇଟି କୁକୁଡ଼ା | ଆଉ କୁକୁଡ଼ାଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିଛନ୍ତି ଥାନା କର୍ମଚାରୀ | ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାର ମୁଦିଗୋଣ୍ଡା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଛଅଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି: ପୁଲିସ୍ ଡିଜି

କୋରାପୁଟ: ଗଞ୍ଜେଇ ଚାଲାଣ ଉପରେ ଓଡ଼ିଶା ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ୍ ଡିଜି ଅଭୟ କହିଛନ୍ତି। ଆର୍ମଡ଼ ପୁଲିସ ଫୋର୍ସର ଉଦଘାଟନ ସମୋରୋହରେ ଯୋଗ ଦେଇ ପୁଲିସ୍ ଡିଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଛଅଟି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୩ ମୃତଦେହ ଉଦ୍ଧାର, ହେଲପଲାଇନ ନମ୍ବର ଜାରି

ଚମୋଲି: ରବିବାର ଦିନ ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଜୋଶିମଠ ଧଉଳି ଗଙ୍ଗା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ପରିସ୍ଥିତି ଧଉଳି ଗଙ୍ଗା କୂଳରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ଘଟିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ଆଉ ୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୂତନ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବିଶ୍ରା ରେଞ୍ଜର ଫରେଷ୍ଟର ଓ ବନରକ୍ଷୀ…

ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ: ୧୫୦ଲୋକ ନିଖୋଜ! ଭାଇରାଲ ହେଲା ଘଟଣା ସମୟର ଛାତିଥରା ଦୃଶ୍ୟ

ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ । ବରଫଖଣ୍ଡ ତରଳି ହଠାତ ମାଡ଼ି ଆସିଲା ମାଟି ଅତଡ଼ା ମିଶା ପାଣି । ରବିବାର ଦିନ ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଜୋଶିମଠ ଧଉଳି ଗଙ୍ଗା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ହୋଇ ବି ସକ୍ଷମ ଅନୀଲ

ଗୋଳନ୍ଥରା: ସେ ଭିନ୍ନକ୍ଷମ। ହେଲେ ଅକ୍ଷମ ନୁହଁନ୍ତି। ନିଜେ କାମ ନିଜେ କରୁଛନ୍ତି ଓ ପରିବାର ପ୍ରତିପୋଷଣ ଭାର ନିଜେ ଉଠାଉଛନ୍ତି। ଦଇବ ଦାଉ ତାଙ୍କୁ ହରାଇ ପାରି ନାହିଁ। ଏମିତି ଜଣେ ମଣିଷ ହେଉଛନ୍ତି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧୀନ କୋଲଥିଗାଁର ଅନୀଲ କୁମାର ପାତ୍ର (୪୨)। ପିଲାଟି…
ଅଧିକ ଖବର ଦେଖନ୍ତୁ...

ପ୍ରେମବ୍ୟାପାରକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୫ ଆହତ ଓ ୨ ଗୁରୁତର

ବଲାଙ୍ଗୀର: ପ୍ରେମ ପରେ ଝିଅ ଓ ପୁଅକୁ ଫେରାର କରାଇବା ଘଟଣାକୁ ନେଇ ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗ୍ରାମର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପରିବାରରୁ ୫ ଆହତ ଓ ୨ ଗୁରୁତର ହୋଇଥିବାର ଖବର ମିଳିଛି। ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡା ଗ୍ରାମର ସୁବୋଧ…
ଅଧିକ ଖବର ଦେଖନ୍ତୁ...