Daily Archives

July 4, 2021

କରୋନା କଟକଣା ନମାନିଲେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶିଖର ଛୁଇଁବ: ବୈଜ୍ଞାନିକ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାଭାଇରସ୍ ସଂକ୍ରମଣର ଏକ ସମ୍ଭାବ୍ୟ ତୃତୀୟ ଲହର ଶିଖରକୁ ଛୁଇଁପାରେ | ଯଦି କୋଭିଡ୍-ଉପଯୁକ୍ତ ଆଚରଣ ଅନୁସରଣ ନହୁଏ, ତେବେ ଏଭଳି ସ୍ଥିତି ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୋଭିଡ ମଡେଲିଂ ଦାୟିତ୍ୱରେ ଥିବା ଏକ ସରକାରୀ ପ୍ୟାନେଲର…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ: ୧କୋଟି ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ୍ ଟିକା

ଭୁବନେଶ୍ବର: କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା। ରାଜ୍ୟରେ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି। ତେବେ  ରେକର୍ଡ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସେହିପରି ୨୨ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ବିନା ଦର୍ଶକରେ ଦିଲ୍ଲୀରେ ଖୋଲିପାରିବ ଷ୍ଟାଡିୟମ, ବନ୍ଦ ରହିବ ସିନେମା ହଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ମହାମାରୀ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜୁଲାଇ ୫ ତାରିଖରୁ ବିନା ଦର୍ଶକରେ ଷ୍ଟାଡିୟମ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସୁଇମିଂ ପୁଲ୍ ବନ୍ଦ ରହିବ।…
ଅଧିକ ଖବର ଦେଖନ୍ତୁ...

କରୋନା ତୃତୀୟ ଲହରକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର: କରୋନା ତୃତୀୟ ଲହରକୁ ନେଇ ଆଇଆଇଟି କାନପୁରର ଆକଳନ ପରେ ସତର୍କ କରାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ। ତୃତୀୟ ଲହର ନଭେମ୍ବର ସୁଦ୍ଧା ଆସିବା ନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାନମହେଶ୍ଵର ଗ୍ରାମ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ କଳାହାଣ୍ଡି ପାଷ୍ଟିଗୁଡ଼ିର ବୋଲି ଜଣାପଡ଼ିଛି। ସେ ମୁରିବାହାଲ ରେଳ ଷ୍ଟେସନ ଠାରେ କାମ କରୁଥିବା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ଅପେକ୍ଷା ଶତ୍ରୁ ସୃଷ୍ଟି କରିବାକୁ ଚାଁହୁଥିବା ଚୀନକୁ ମିଳିଲା ପାନେ, ପାକିସ୍ତାନ ଛଡା ଅନ୍ୟ କେଉଁ ଦେଶ ଏବେ…

ନୂଆଦିଲ୍ଲୀ: ଚୀନ୍ ସର୍ବଦା ଏକ ସୁପର ପାୱାର୍ ହେବାକୁ ଇଚ୍ଛା ରଖିଛି | ଆଉ ପଡୋଶୀ ଦେଶମାନେ ସର୍ବଦା ଚୀନ୍‌ର ଆକ୍ରମଣାତ୍ମକ ମନୋଭାବ ଉପରେ ନଜର ରଖିଛନ୍ତି | ସେବେଠାରୁ ଅନେକ ଦେଶ ଚାଇନାରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ସାମଗ୍ରୀ ଆମଦାନୀ ହ୍ରାସ କରିବା ଆରମ୍ଭ କରି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଲାଇନ୍‌ମ୍ୟାନ୍‌ ମୃତ 

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ଶନିବାର ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଜଣେ ଲାଇନମ୍ୟାନଙ୍କ ଖସିପଡ଼ି ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ବାରକୋଟ ବିଦ୍ୟୁତ ସେକ୍ସନ ପୁରୁଣା ବାରକୋଟ ଅଞ୍ଚଳରେ ଆଜି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯାଇ ଆଉ ଦେବାକୁ ପଡିବ ନାହିଁ ଟେଷ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମ ଜୁଲାଇରୁ ପରିବର୍ତ୍ତନ କରିଛନ୍ତି । ଏହି ନିୟମ ମୁତାବକ ଡ୍ରାଇଭିଂ ଲାଇସେନ୍ସ…
ଅଧିକ ଖବର ଦେଖନ୍ତୁ...

୨୦୨୨ରୁ ପୁରୀରୁ ବିମାନ ଉଡ଼ିବ, ସୂଚନା ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ। ସବୁ ଠିକଠାକ୍ ଚାଲିଲେ ଏହାର ସମ୍ଭାବନା ଅଧିକ। ବର୍ତ୍ତମାନ କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ…
ଅଧିକ ଖବର ଦେଖନ୍ତୁ...

ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

ମାନିଲା: ଦକ୍ଷିଣ ଫିଲିପାଇନ୍ସରେ ରବିବାର ଦିନ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି | ସୂଚନା ଅନୁଯାୟୀ ଏହି ବିମାନରେ ୯୨ ଜଣ ଲୋକ ଥିଲେ | ସେମାନଙ୍କ ମଧ୍ୟରେ ତିନିଜଣ ପାଇଲଟ ଏବଂ ଅନ୍ୟ ପାଞ୍ଚ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଅନ୍ୟମାନେ…
ଅଧିକ ଖବର ଦେଖନ୍ତୁ...