Daily Archives

June 8, 2022

ଲସି ପିଉଥିଲା ‌ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଉଦଳା: ଲସି ପିଉଥିବା ବେଳେ ଜଣେ ବ୍ୟକ୍ତି ଦୁର୍ବୃତ୍ତମାନଙ୍କ ଶିକାର ହୋଇଛନ୍ତି। ନିଜର ଅସାବଧାନତା ଯୋଗୁଁ ବ୍ୟକ୍ତି ଜଣକ ଆଜି ଅପରାହ୍ନରେ ୨ ଲକ୍ଷ ଟଙ୍କା ହରାଇଛନ୍ତି। ମୟରଭଂଜ ଜିଲ୍ଲା ଉଦଳାରେ ଆଜି ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଜଣେ ବ୍ୟକ୍ତି ଆଜି ଭାରତୀୟ ଷ୍ଟେଟ…
ଅଧିକ ଖବର ଦେଖନ୍ତୁ...

ଗ୍ରୀଷ୍ମପ୍ରବାହ ପାଇଁ ୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ କୌଣସି ପ୍ରକାରର ସ୍ପଷ୍ଟ ଚିତ୍ର ଏଯାବତ୍‌ ମିଳିପାରି ନାହିଁ। ଅନ୍ୟ ପକ୍ଷରେ ରାଜ୍ୟର କୌଣସି ବି ସ୍ଥାନରେ ଏଯାବତ୍‌ ପ୍ରାକ୍‌ ମୌସୁମୀ ବର୍ଷା ହୋଇନାହିଁ। ରାଜ୍ୟ ମଧ୍ୟକୁ ସଂପ୍ରତି ପ୍ରବାହିତ ହେଉଥିବା ଉତ୍ତପ୍ତ ଶୁଷ୍କ…
ଅଧିକ ଖବର ଦେଖନ୍ତୁ...

ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଟଙ୍କାର ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷରେ ହିଁ ଡିଜିଟାଲ ଟଙ୍କା ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି ରିଜର୍ଭ ବ୍ୟାଙ୍କ । ଆଜି ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ଘୋଷଣା କରିବା ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଟି. ରବିଶଙ୍କର ଏ ସଂପର୍କରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଧମକ ମିଳିବା ପରେ ସିନେମା ‘କଭି ଇଦ କଭି ଦିୱାଲୀ’ର ନାମ ବଦଳାଇଲେ ସଲମାନ

ମୁମ୍ବାଇ: ହତ୍ୟା ଧମକ ମିଳିବା ପରେ ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି | ତେବେ ବର୍ତ୍ତମାନ ସଲମାନଙ୍କ ସୁଟିଂ ଚାଲିଥିବା ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ବାବଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏବେ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ର ଟାଇଟଲକୁ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍, ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ…
ଅଧିକ ଖବର ଦେଖନ୍ତୁ...

ଜ୍ଞାନବାପି ମସ୍‌ଜିଦ୍‌ ବିବାଦ: ଧମକ ଚିଠି ପାଇଲେ ଭିଡିଓ ସର୍ଭେ ପାଇଁ ଆଦେଶ ଦେଇଥିବା ବିଚାରପତି

ବାରାଣସୀ: ହସ୍ତଲିଖିତ ଧମକ ଚିଠି ପାଇଛନ୍ତି ବୋଲି ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ଭିଡିଓ ସର୍ଭେ ପାଇଁ ଆଦେଶ ଦେଇଥିବା ବିଚାରପତି ରବି କୁମାର ଦିବାକର ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି। ଗୃହ ବିଭାଗର ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ ଏବଂ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ

କଟକ: ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ। ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୪ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଥିଲା। ନା ମୃତଦେହ ଫେରାଇବାର ବ୍ୟବସ୍ଥା କରାଯାଉଥିଲା, ନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ…
ଅଧିକ ଖବର ଦେଖନ୍ତୁ...

‘ପୁନ୍ୟା’କୁ କୋଳାଇଲେ ଯୁକ୍ତରାଷ୍ଟ୍ର ଆମେରିକାର ଦମ୍ପତି

କଟକ: ବସୁନ୍ଧରା ଗେଟ୍ ବାହାରେ ଥିବା ଏକ ଝୁଲାରେ ପରିବାର ସଦସ୍ୟ ଛାଡ଼ିଦେଇଯାଇଥିବା ଏକ ଶିଶୁକୁ କୋଳେଇ ନେଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକୀୟ ଦମ୍ପତି। ଏହି ଅସହାୟ ଶିଶୁ ‘ପୁନ୍ୟା’କୁ ଦମ୍ପତି କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା(କାରା) ମାଧ୍ୟମରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଆଗରେ ମଥାନତ କରନ୍ତୁ ନାହିଁ: ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ଭାରତବାସୀଙ୍କୁ ଅନୁରୋଧ କଲେ…

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ଆଗରେ ମଥାନତ ନ କରି ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଲାଗି ନେଦର୍‌ଲାଣ୍ଡ୍‌ସ୍‌ର କଠୋର ଦକ୍ଷିଣପନ୍ଥୀ ନେତା ଗିୟର୍ତ ୱାଇଲ୍‌ଡର୍ସ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ବର୍ବରତାର ପ୍ରତିନିଧିତ୍ବ କରୁଥିବା ‘ଅଲ୍‌-କାଏଦା’ ଭଳି ଇସ୍‌ଲାମୀୟ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: କୂଅରେ ପଡ଼ି ଯାଇଥିବା କଲରାପତରିଆ ବାଘ ଉଦ୍ଧାର

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ସାନହିଣ୍ଡୋଲ ମୂଷାକଟା ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ପ୍ରାୟ ଦେଢ଼ ଘଣ୍ଟା ଧରି ୪୦ଜଣ କର୍ମଚାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବାଘଟିକୁ…
ଅଧିକ ଖବର ଦେଖନ୍ତୁ...