Daily Archives

March 12, 2023

୪ର୍ଥ ଟେଷ୍ଟ: କୋହଲିଙ୍କ ଶତକ ପରେ ଅର୍ଦ୍ଧଶତକ ହାସଲ କଲେ ଅକ୍ଷର, ଭାରତର ସ୍କୋର ୫୫୦ ଟପିଲା

ଅହମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅକ୍ଷର ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ସେ ୯୫ଟି ବଲ୍‌ ଖେଳି ଏହି କୃତିତ୍ବ ହାସଲ…
ଅଧିକ ଖବର ଦେଖନ୍ତୁ...

ଏଣିକ ବୃଦ୍ଧି ପାଉଥିବା ଗ୍ୟାସ୍‌ ଦରକୁ କରନ୍ତୁ ବେଖାତିର୍‌; ଘରକୁ ଆଣନ୍ତୁ ଏହି ସୋଲାର୍‌ ଷ୍ଟୋଭ୍‌

ନୂଆଦିଲ୍ଳୀ: ରାନ୍ଧଣା ଗ୍ୟାସ୍‌ର ଦର ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ଆଗରୁ ହିଁ ଗ୍ୟାସ୍‌ର ଦର ଆକାଶଛୁ୍ଆଁ ରହିଥିବା ‌ବେଳେ ଏବେ ବର୍ଦ୍ଧିତ ଦର ଆହୁରି ବାଧୁଛି। ସବୁ କିଛି ଧୀରେ ଧୀରେ ମହଙ୍ଗା ହୋଇ ଚାଲିଥିବା କାରଣରୁ ଲୋକେ ଭବିଷ୍ୟତ ପାଇଁ ଚାହିଁକି ବି କିଛି ସଞ୍ଚୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ଓ ମୋଦୀ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କର୍ଣ୍ଣାଟକକୁ ଅନେକ ଯୋଜନା ଉପହାର ଦେବା ସହ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଗୀତ ଗାଉଥିବା ବେଳେ କଣ୍ଠଶିଳ୍ପୀଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଭାବେ ଟଙ୍କା ବର୍ଷା କଲେ ଦର୍ଶକ

ଅହମଦାବାଦ: ମଞ୍ଚଉପରେ କଳାକାରମାନେ ନୃତ୍ୟ କରୁଥିବା ବେଳେ ହେଉ କି ଗୀତ ଗାଉଥିବା ବେଳେ ଦର୍ଶକ ଟଙ୍କା ବର୍ଷା କରୁଥିବାର ଏକ ଟ୍ରେଣ୍ଡ ଚାଲିଛି। ଏହି କ୍ରମରେ ଗୁଜରାଟର ଭାଲସାଡରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାକ୍ଷଣି  ଭାଇରାଲ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ହିତାଧିକାରୀଙ୍କୁ ମିଳିବ ମୁକ୍ତ-ମାଲିକାନା: ଉପକୃତ ହେବେ ଲକ୍ଷେ ଲିଜଧାରୀ

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ପ୍ଲଟ୍‌ ନେଇଥିବା ନାଗରିକମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍‌ ସେମାନେ ଘରର ମାଲିକ ଏବଂ ସେଇ ଘରଡିହର ବି ମାଲିକ ହେବେ। ସେମାନେ ଆଉ ଘରଡିହର…
ଅଧିକ ଖବର ଦେଖନ୍ତୁ...

୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ସତୀଶ କୌଶିକଙ୍କ ହତ୍ୟା !

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ସତୀଶଙ୍କ ମୃତ୍ୟୁ ତାଙ୍କ ପରିବାରଲୋକଙ୍କୁ ଦେହଲାଇ ଦେଇଛି।  ହୃଦ୍‌ଘାତରେ…
ଅଧିକ ଖବର ଦେଖନ୍ତୁ...

୧୧୩ ଦିନ ପରେ ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫୨୪

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧୮କୁ ବୃଦ୍ଧି ପାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀ ମାଲାମାଲ୍‌, ପିଆଜ ହୋଲ୍‌ସେଲ୍‌ରେ କିଲୋ ୧୨, ଖାଉଟି କିଣୁଛନ୍ତି ୨୦ଟଙ୍କାରେ

କଟକ: ଏବ‌ର୍ଷ ପିଆଜ ଅମଳ ଭଲ ହୋଇଛି। ପର୍ଯ୍ୟାପ୍ତ ଅମଳ ପାଇଁ ଜାଗା ମୁଣ୍ଡେ ଦର୍‌ କମ୍ ରହିଛି। ଉତ୍ପାଦନକାରୀଙ୍କ ଠାରୁ ବଡ଼ ବ୍ୟବସାୟୀମାନେ କମ୍ ଦରରେ କିଣୁଛନ୍ତି। ଏପରିକି ହୋଲ୍‌ସେଲ୍‌ ଦର ମଧ୍ୟ କମ୍ ରହିଛି। କିନ୍ତୁ ଖାଉଟିମାନଙ୍କ ପାଇଁ ବଜାର ଦର ଖସୁ ନାହିଁ। ଦୀର୍ଘଦିନ ହେଲା ପିଆଜ ଦର…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ‘ଗନ୍‌ କଲ୍‌ଚର୍‌’ ଉପରେ ଚଢ଼ଉ ଜାରି: ରଦ୍ଦ କରାଗଲାଣି ୮୧୩ ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍‌

ଚଣ୍ଡୀଗଡ଼: ପଞ୍ଜାବରେ ‘ଗନ୍‌ କଲ୍‌ଚର୍‌’ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭଗୱନ୍ତ ମାନ୍‌ଙ୍କ ନେତୃତ୍ବାଧୀନ ସରକାର ୮୧୩ଜଣ ବ୍ୟକ୍ତିଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍ ରଦ୍ଦ କରିଛନ୍ତି। ରଦ୍ଦ କରାଯାଇଥିବା ଲାଇସେନ୍‌ସ୍‌ ଭିତରୁ ୮୭ଟି ହେଉଛି ଲୁଧିଆନାର ଗ୍ରାମୀଣ ଅଞ୍ଚଳର,…
ଅଧିକ ଖବର ଦେଖନ୍ତୁ...

ଏହି ଜଣାଶୁଣା ନାୟକଙ୍କ ନାୟିକା ବି ବନିଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିଲାଭ କରିଥିବା ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ସୂରଜ କୁମାର ଥିଲେ ବର୍ଷାଙ୍କ ବିପକ୍ଷରେ ନାୟକ। ସେ ତାଙ୍କ ଦୀର୍ଘ କ୍ୟାରିଅର୍ ଭିତରେ ବିଭିନ୍ନ ସିନେମାରେ ଭିନ୍ନ ଭିନ୍ନ…
ଅଧିକ ଖବର ଦେଖନ୍ତୁ...