Daily Archives

March 12, 2023

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ୨୮ତମ ଟେଷ୍ଟ୍‌ ଶତକ ହାସଲ କଲେ ବିରାଟ କୋହଲି

ଅହମଦାବାଦ: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ଭାରତର ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ବିରାଟ କୋହଲି ୨୮ତମ ଟେଷ୍ଟ୍‌ ଶତକ ହାସଲ କରିଛନ୍ତି। ଦୀର୍ଘ ୩ ବର୍ଷ ହେବ ଶତକ ହାସଲ କରିପାରି ନ…
ଅଧିକ ଖବର ଦେଖନ୍ତୁ...

ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସଦର ଥାନା ଅନ୍ତର୍ଗତ ଏକ ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁବ୍ରତ ମୁଦୁଲି। ସେ କଂସାରି ପଞ୍ଚାୟତର ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ।…
ଅଧିକ ଖବର ଦେଖନ୍ତୁ...

‘ବିଶ୍ବାସଘାତକ’ କହିଥିବା ‘ଏଏମ୍‌ଏମ୍‌କେ’ ପାର୍ଟି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପଲାନିସ୍ବାମୀଙ୍କ ନାଁରେ…

ମଦୁରାଇ: ମଦୁରାଇ ବିମାନ ବନ୍ଦରରେ ‘ଅମ୍ମା ମକ୍କଲ ମୁନ୍ନେତ୍ତ୍ର କଡ଼ଗମ୍‌’ (ଏଏମ୍‌ଏମ୍‌କେ) ଦଳର ଜଣେ କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀଙ୍କ ନାମରେ ପୁଲିସ ମାମଲା ରୁଜୁ କରାଯାଇଛି। ‘ଏଆଇଏଡିଏମ୍‌କେ’ର ଅନ୍ତରୀଣ…
ଅଧିକ ଖବର ଦେଖନ୍ତୁ...

ଆଳିସି ଶାସନରୁ ଧରାପଡ଼ିଲା ଚିତ୍ରା ହରିଣ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନ ବିଭାଗ ଅଧୀନ ଆଳିସି ଶାସନ ଗ୍ରାମରୁ ଆଜି ଗୋଟିଏ ଚିତ୍ରା ହରିଣ ଧରାପଡ଼ିଛି। ସକାଳୁ ହରିଣଟି ଗାଁର ଏଣେତେଣେ ଦୌଡୁଥିବା ଲୋକେ ଦେଖିଥିଲେ। ଲୋକଙ୍କୁ ଦେଖି ହରିଣଟି ଭୟଭୀତ ହୋଇ ହରିଶଙ୍କର ମନ୍ଦିର ନିକଟ ପୋଖରୀକୁ ଡେଇଁ ପଡ଼ିଥିଲା | ପୋଖରୀରେ…
ଅଧିକ ଖବର ଦେଖନ୍ତୁ...

ପାଟନା ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ଲୋକ-କଳାକାର: ତେଜ ପ୍ରତାପ

ପାଟନା: ହୋଲି ଉତ୍ସବ ବେଳେ ବୃନ୍ଦାବନରୁ ଆସିଥିବା ଲୋକ-କଳାକାରମାନେ ପାଟନାର ୩ ଷ୍ଟ୍ରାଣ୍ଡ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ଚୋରାଇ ନେଇଥିବା ଉଲ୍ଲେଖ କରି ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ସେମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’…
ଅଧିକ ଖବର ଦେଖନ୍ତୁ...

ଶୌଚ ପାଇଁ ଯିବାବେଳେ ମାଡ଼ିବସିଲା ଭାଲୁ, ଯୁବତୀ ଗୁରୁତର

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଏନଏସି ଯାଉଁରି ଗାଁରେ ଶୌଚ ପାଇଁ ଯିବାବେଳେ ଜଣେ ଯୁବତୀଙ୍କୁ ଭାଲୁ ମାଡ଼ି ବସିଥିଲା। ସୂଚନା ଅନୁଯାୟୀ,  ଯାଉଁରି ଗାଁର ପାର୍ବତୀ ସିଂ ନାମକ ଯୁବତୀ ଆଜି ସକାଳେ ନିଜ ଘର ବାଡ଼ିକୁ ଶୌଚ ପାଇଁ ଯାଇଥିଲେ। ପଛ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍‌ସ୍‌’ ନୀତି ବଳବତ୍ତର ରହିବ: ଅମିତ ଶାହ

ହାଇଦ୍ରାବାଦ: ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍‌ସ୍‌’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ‘ସିଆଇଏସ୍‌ଏଫ୍‌’ର ୫୪ତମ ‘ରାଇଜିଙ୍ଗ୍‌ ଡେ’ ପରେଡ୍‌’ରେ ଉଦ୍‌ବୋଧନ ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ମନୋନୀତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର। ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାଧା ଦେବାକୁ ଧମକ ଦେଇଥିବା ୨ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଥିବା ଖଲିସ୍ତାନୀ ସଙ୍ଗଠନ ସମର୍ଥିତ ୨ଜଣ ବ୍ୟକ୍ତିଙ୍କୁ ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ୍‌ ସେଲ୍‌ ଗିରଫ କରିଛି। ମ୍ୟାଚ୍‌ ସମୟରେ ‘ସିମ୍‌…
ଅଧିକ ଖବର ଦେଖନ୍ତୁ...

ଦେବଗିରି ପାହାଡ଼ରେ ନିଆଁ ଅଣାୟତ୍ତ: ନିଘୋଡ଼ ନିଦରେ ଅଧିକାରୀ

ସୋର: ଗତ ୮ଦିନ ଧରି ଔପଦା ଓ କୂଲଡିହା ରେଞ୍ଜ ସୋର ବନାଞ୍ଚଳର ଦେବଗିରି ପାହାଡ଼ରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବାରେ ବନବିଭାଗ ବିଫଳ ହୋଇଛି। ପାହାଡ଼ରେ ଲାଗିଥିନା ନିଆଁକୁ ଆୟତ୍ତ କରିପାରୁନି ବନ ବିଭାଗ। ପାହାଡ଼ରେ ନିଆଁ ଲାଗିଯିବା ଫଳରେ ବହୁ ଔଷଧୀୟ ଓ ମୂଲ୍ୟବାନ ଗଛ…
ଅଧିକ ଖବର ଦେଖନ୍ତୁ...