Yearly Archives

2023

ଏହି କାରଣରୁ ବିକିଙ୍କୁ ‘ଡଙ୍କି’ର ଅଫର ଦେବାକୁ ଚାହୁଁନଥିଲେ ରାଜକୁମାର

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ତାଙ୍କ ଫିଲ୍ମ 'ଡଙ୍କି'ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଥମ ଥର ପାଇଁ ରାଜକୁମାର ହିରାନୀଙ୍କ ସହ କାମ କରିଛନ୍ତି ଶାହରୁଖ। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ଗିରଫ ବେଳକୁ ହୋଇଯାଇଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: ମୁମ୍ବାଇ ପୁଲିସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବୃଦ୍ଧଙ୍କୁ ୩୧ବର୍ଷ ପରେ ଗିରଫ କରିଛି। ଅଭିଯୁକ୍ତର ପରିଚୟ ଦୀପକ ଭିସେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦୀପକ ଭିସେଙ୍କ ବ‌ିରୋଧରେ ୧୯୮୯ରେ ରାଜୁ ଚିକନା ନାମକ ବ୍ୟକ୍ତିଙ୍କୁ ହତ୍ୟା ଓ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନିଜ କଷ୍ଟାର୍ଜିତ ଟଙ୍କାରେ ଲୋକଙ୍କ ପାଇଁ କାଠପୋଲ ନିର୍ମାଣ କରିବାରେ ଲାଗିପଡିଛନ୍ତି ଏହି ବ୍ୟକ୍ତି

ରାୟଗଡା: ଗତ ବର୍ଷ ତିନୋଟି କାଠ ପୋଲ କରି ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷାରେ ଏହି ତିନୋଟି ପୋଲ ଭାସି ଯିବା ଫଳରେ ପୁଣି ସେହି ତିନୋଟି ସ୍ଥାନରେ ନୂତନ ଭାବେ କାଠ ପୋଲ ନିର୍ମାଣ କରି ତିନୋଟି ଜିଲ୍ଲା ତଥା ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରର ସଂଯୋଗ ପଥକୁ ଯୋଗାଯୋଗ କରାଇବାରେ ରଞ୍ଜିତ…
ଅଧିକ ଖବର ଦେଖନ୍ତୁ...

ଆମେରିକା, କାନାଡା ଓ ଲଣ୍ଡନରେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରିଥିବା ୪୩ ସନ୍ଦିଗ୍ଧ ଚିହ୍ନଟ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନଆଇଏ…
ଅଧିକ ଖବର ଦେଖନ୍ତୁ...

ଘରେ ବସି ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରି‌ବେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ମେଗାଷ୍ଟାର୍‌ ତଥା କୁଇଜ୍ ସୋ’ ‘କୌନ ବନେଗା କରୋନପତି’ର ହୋଷ୍ଟ୍‌ ଅମିତାଭ ବଚ୍ଚନ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ନିକଟରେ ସେ ତାଙ୍କ ଘର ‘ଜଲ୍‌ସା’କୁ ନିଜ ଝିଅ ‌ଶ୍ବେତ‌ା ବଚ୍ଚନଙ୍କ ନାମରେ କରିଥିବା ବେଳେ ବର୍ତ୍ତମାନ ଖବର ଆସିଛି ଯେ ବିଗ୍ ବି ତାଙ୍କର…
ଅଧିକ ଖବର ଦେଖନ୍ତୁ...

୪୦ବର୍ଷ ପରେ ହାୱଡ଼ାରୁ ବାରାଣାସୀକୁ ଟ୍ରେନ ଯାତ୍ରା କରିଥିବା କେନ୍ଦ୍ରମନ୍ତ୍ରୀ ବଖାଣିଲେ ନିଜର ଅନୁଭୂତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ହାୱଡ଼ାରୁ ବାରାଣାସୀ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିଥିଲେ। ଏହି ଯାତ୍ରାକୁ ନେଇ ରଞ୍ଜନ ସିଂହ ଉତ୍ତରପ୍ରଦେଶର କାଶୀ ତାମିଲ  ସଙ୍ଗମମ କାର୍ଯ୍ୟକ୍ରମ ପୂର୍ବରୁ ସୋସିଆଲ ମିଡିଆରେ ନିଜର ଅନୁଭବ ବଖାଣିଛନ୍ତି। ବିଦେଶ ଓ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ଏଥର ବିନା ଓଟିପିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିହେବ ୟୁପିଆଇ ଅଟୋ‌ ପେମେଣ୍ଟ୍‌

ନୂଆଦିଲ୍ଲୀ: ଆଜିକାଲି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ଅଧିକ। ଏବେ ୟୁପିଆଇ ବ୍ୟବହାରକାରୀଙ୍କ ସକଶେ ଏକ ଖୁସି ଖବର। ଜାଣିରଖନ୍ତୁ ଯେ ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ଏସ୍‌ଆଇପି କରୁଛନ୍ତି, ବୀମା ପ୍ରିମିୟମ ଦେଉଛନ୍ତି କିମ୍ବା କ୍ରେଡିଟ କାର୍ଡ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ

ବ୍ରହ୍ମପୁର: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇପଡିଥିବାବେଳେ ୩୫ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ବେଲଗଡ ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ମଙ୍ଗଳବାର ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ୨ କୋଟି ସବ୍‌ସ୍କ୍ରିପ୍‌ସନ୍‌ ଅତିକ୍ରମ କରିଥିଲା। ବିଶ୍ୱର ଶୀର୍ଷ ନେତାଙ୍କ ମଧ୍ୟରେ ଏହା ସର୍ବାଧିକ ଥିବା ଜଣାପଡ଼ିଥିଲା। ତେବେ ରାଜନୀତି…
ଅଧିକ ଖବର ଦେଖନ୍ତୁ...

ଖେଳ ଚାଲିଥିବା ବେଳେ ପଡ଼ିଆ ଭିତରକୁ ପଶି ଆସିଲା ବିଷଧର ସାପ; ଅଳ୍ପକେ ବର୍ତ୍ତିଲା ଖେଳାଳି ଓ ଦର୍ଶକଙ୍କ ଜୀବନ

ନୂଆଦିଲ୍ଲୀ: ବ୍ରେସବେନ ଇଣ୍ଟରନାସନାଲ ଟୁର୍ଣ୍ଣାମେଣ୍ଟର କ୍ବାଲିଫାଇଙ୍ଗ ମ୍ୟାଚ ସମୟରେ ଟେନିସ କୋର୍ଟରେ ସାପ ପଶିଯିବା ଘଟଣା ସାମ୍ନାକୁ ଆସିଛି। ଡୋମିନିକ ଥିଏମ ଓ ଜେମ୍ସ ମେକକାବେଙ୍କ ମଧ୍ୟରେ ଖେଳ ଚାଲିଥିବା ବେଳେ ପାଖାପାଖି ୫୦ ସେଣ୍ଟିମିଟରର ଏକ  ବିଷଧର ସ‌ାପ ଟେନିସ କୋର୍ଟ ଭିତରକୁ…
ଅଧିକ ଖବର ଦେଖନ୍ତୁ...