Daily Archives

March 17, 2024

ଇରୋଡରେ ତାମିଲନାଡୁ ପୁଲିସର ଫ୍ଲାଇଂ ସ୍କାର୍ଡ ଜବତ କଲା ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ୧୮ ତମ ଲୋକସଭା ନିର୍ବାଚନ ପାଇଁ ଶନିବାର ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ଦେଶରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଇରୋଡ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ରାଜା ଗୋପାଳ ସୁନକାରା ଏକ ଫ୍ଲାଇଂ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ବିରୋଧୀ ବୟାନ ପାଇଁ ଅଡ଼ୁଆରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଲକ୍ଷ୍ନୌ: ହିନ୍ଦୁ ଭାବନାକୁ ଆଘାତ ଦେବା ଅଭିଯୋଗରେ ଉତ୍ତରପ୍ରଦେଶର ଏକ ଅଦାଲତ ସମାଜବାଦୀ ପାର୍ଟିର ପୂର୍ବତନ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମା' ଲକ୍ଷ୍ମୀଙ୍କ ବିରୋଧରେ ବୟାନ ଦେଇ ହିନ୍ଦୁ ଭାବନାକୁ ଆଘାତ ଦେବା ଅଭିଯୋଗରେ ସମାଜବାଦୀ…
ଅଧିକ ଖବର ଦେଖନ୍ତୁ...

ମୂଲ୍ୟହୀନ କଥାରେ ପ୍ରତିକ୍ରିୟାଶୀଳ ହେବାର କୌଣସି ଆବଶ୍ୟକତା ନଥାଏ

ମୁମ୍ବାଇ: ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଥାପି ‘ଏ ଯୁଗର କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ ନାୟିକା ଭାବେ ଡେବ୍ୟୁ କରିଥିଲେ। ୩୦ରୁ ଊର୍ଧ୍ବ ଓଡ଼ିଆ ସିନେମାରେ ଅଭିନୟ କରି ପ୍ରାୟ ଦୁଇ ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଓଡ଼ିଆ ବ୍ୟତୀତ ସେ…
ଅଧିକ ଖବର ଦେଖନ୍ତୁ...

ଡବ୍ଲୁପିଏଲ ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ)  ଜିତିବାରେ ସଫଳ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ବିକେଟରେ ପରାସ୍ତ କରିଛି।…
ଅଧିକ ଖବର ଦେଖନ୍ତୁ...

ସେୟାର ଟ୍ରେଡିଂ ଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୧.୩୬ କୋଟି ଟଙ୍କା ଠକିନେଲେ ସାଇବର ଲୁଟୋରା

ମୁମ୍ବାଇ: ନଭି ମୁମ୍ବାଇର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ସେୟାର ଟ୍ରେଡିଂରେ ନିବେଶ କରିବାକୁ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ସାଇବର ଲୁଟେରାମନେ ୧.୩୬ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ ଭାରତୀୟ ଦଣ୍ଡବିଧି ସଂହିତା ଓ ସୂଚନା…
ଅଧିକ ଖବର ଦେଖନ୍ତୁ...

ଲୋକେ ଭୟରେ ବିଜେପିରେ ଯୋଗ ଦେଉଛନ୍ତି :ଭାରତ ଯୋଡୋ ନ୍ୟାୟ ଯାତ୍ରା ଶେଷ ଦିନରେ କହିଲେ ରାହୁଲ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଗତ ଦୁଇ ମାସ ଧରି ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଶେଷ ହୋଇଛି। ଯାତ୍ରା ଶେଷ କରିବା ପୂର୍ବରୁ ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ରାହୁଲ ଗାନ୍ଧି କହିଛନ୍ତି ଯେ, ରାଜାଙ୍କ ଆତ୍ମା…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏହି ସବୁ ଖାଦ୍ୟ ଓ ପାନୀୟ କାରଣରୁୁ ତ୍ବଚା ହୋଇଥାଏ ରୁକ୍ଷ

ଆମେ ଦୈନନ୍ଦିନ ଜୀବନରେ ଏମିତି ଗୁଡ଼ାଏ ଖାଦ୍ୟ ଖାଇଥାଉ ଯାହାକି ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ଏମିତି ଅନେକ ଖାଦ୍ୟ ରହିଛି ଯାହା ଆମର ତ୍ୱଚାକୁ ରୁକ୍ଷ କରିଥାଏ। ଖାଦ୍ୟ ଖାଇବା ନେଇ ସତର୍କତା ଅବଲମ୍ବନ କଲେ ଆମେ କିଛି ମାତ୍ରାରେ ଆମ ତ୍ୱଚାର ଚମକ ବଜାୟ ରଖିପାରିବା। ଜୁସ୍‌: ଅନେକ…
ଅଧିକ ଖବର ଦେଖନ୍ତୁ...

ମହାଦେବ ଆପ୍‌ ମାମଲା: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଛତିଶଗଡ଼ର ଅର୍ଥନୈତିକ ଅପରାଧ ଶାଖା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମହାଦେବ ଅନଲାଇନ୍‌ ବେଟିଂ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଦାଖଲ କରାଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଆଜି ମାମଲା ରୁଜୁ କରିଛି। ଏକ ବର୍ଷରୁ ଅଧିକ ସମୟ ଧରି ମହାଦେବ…
ଅଧିକ ଖବର ଦେଖନ୍ତୁ...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପାଇଁ କେରଳ ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ ଦାଖଲ କରି ଦର୍ଶାଇଛି ଯେ ଏହି ନିୟମ ଭେଦଭାବପୂର୍ଣ୍ଣ, ମନମୁଖୀ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ କରୁଛି। ୨୦୧୯ରେ ସଂସଦରେ ଏହି ଆଇନ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପରଷିଦେଲେ ଈଶା ଅମ୍ବାନୀ, ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଶୁକ୍ରବାର ରାତିରେ ଅମ୍ବାନୀ ହାଉସରେ ଏକ ଅଳଙ୍କାର ବ୍ରାଣ୍ଡ ସହଯୋଗରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ  ଏକ ପାର୍ଟିର ଆୟୋଜନ କରିଥିଲେ। ରାଧିକା ମର୍ଚାଣ୍ଟ, ପ୍ରିୟଙ୍କା ଚୋପ୍ରା ଏବଂ ଆୟୁଷ୍ମାନ ଖୁରାନାଙ୍କ ପରି ସେଲିବ୍ରିଟିମାନେ ଏହି ଉତ୍ସବରେ ନଜର ଆସିଥିଲେ। ତେବେ ଈଶା…
ଅଧିକ ଖବର ଦେଖନ୍ତୁ...