Daily Archives

May 24, 2024

୧୦ଦିନିଆ ଏନସିସି ଗ୍ରୀ‌ଷ୍ମବକାଶ ତାଲିମ ଶିବିର

ଜୟପୁର: ବ୍ରହ୍ମପୁର ଏନସିସି ଗ୍ରୁପ ହେଡକ୍ବାର୍ଟର ଅଧିନରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଗ୍ରୀଷ୍ମବକାଶ ତାଲିମ ଶିବିରର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଆଜି ଠାରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ବିଶ୍ବବିଦ୍ୟାଳୟର ଓଏସଡି ପ୍ରପେସର ଡ.ଦେବୀ ପ୍ରସାଦ ମିଶ୍ର , କ୍ୟାମ୍ପ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ନାମକୁ ତାତ୍ସଲ୍ୟ କରି ଉଚ୍ଚାରଣ କଲେ ବ୍ରିଟିଶ ଉପସ୍ଥାପକ

ନୂଆଦିଲ୍ଲୀ: ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ବିଳାଶବହୁଳ ଗହଣା କମ୍ପାନି ବୁଲଗାରିର ୧୪୦ତମ ଜୟନ୍ତୀ ପାଳନ ଅବସରରେ ଲାଇମ ଲାଇଟକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା  ଉକ୍ତ କମ୍ପାନିର ଅଳଙ୍କ‌ାର ପିନ୍ଧି ଆକର୍ଷଣୀୟ ଦେଖ‌ା ଯାଉଛନ୍ତି। ପ୍ରିୟଙ୍କାଙ୍କ ଲୁକକୁ ‌ଦର୍ଶକ ବେଶ ପସନ୍ଦ ବି…
ଅଧିକ ଖବର ଦେଖନ୍ତୁ...

ସିଙ୍ଗାପୁର ଚାଇଲ୍‌ଡ କେୟାର ସେଣ୍ଟରରେ ଶିଶୁପୁତ୍ରକୁ ଛୁରାମାଡ଼ ଅଭିଯୋଗରେ ଭାରତୀୟ ମହିଳା ଗିରଫ

ନୂଆଦିଲ୍ଲୀ: ସିଙ୍ଗାପୁରର ଜଣେ ଭାରତୀୟ ମହିଳା ୨୦୨୨ରେ ସିଙ୍ଗାପୁରର ଏକ ଚାଇଲ୍‌ଡ କେୟାର ସେଣ୍ଟରରେ ଜଣେ ୬ ବର୍ଷୀୟ ଶିଶୁ ପୁତ୍ରକୁ ବାରମ୍ବାର କଲମରେ ଛୁରା ମାଡ଼ କରିବା ଅଭିଯୋଗରେ ତାଙ୍କ ମୁହଁ ଓ ମୁଣ୍ଡରେ ଚିହ୍ନ ରହିଥିଲା। ଏଘଟଣା ଜଣାପଡ଼ିବା ପରେ ୪୩ ବର୍ଷୀୟା ସଂପ୍‌ୃକ୍ତା ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ବିବାହ ହୋଇଥିବା ଘରକୁ ଛାଡ଼ି ଚାଲିଯିବେ ରଣବୀର ଓ ଆଲିଆ

ନୂଆଦିଲ୍ଲୀ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଦୁହେଁ ନିଜର ନୂତନ ଘର ନିର୍ମାଣରେ ବ୍ୟସ୍ତ ଅଛନ୍ତି । କୁହାଯାଉଛି ଯେ ରଣବୀର ଏବଂ ଆଲିଆ ଶୁକ୍ରବାର (ମଇ ୨୪) ତାଙ୍କ ନୂଆ ନିର୍ମାଣାଧୀନ ଘରେ ଯାଇ ପହଞ୍ଚିଥିଲେ। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେପି ହାରୁଛି; ୪୦୦ ଆସନ କେମିତି ପାଇବ? ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିପରି ୪୦୦ରୁ ଅଧିକ ଆସନରେ ଜିତିବାର ସ୍ଲୋଗାନ ଦେଉଛନ୍ତି, ଯେତେବେଳେ ତାଙ୍କ ଭାରତୀୟ ଜନତା ପାର୍ଟି ସବୁସ୍ଥାନରେ ପରାଜିତ ହେଉଛି। ସେ କହିଛନ୍ତି ଯେ ‘ଇଣ୍ଡିଆ’ ମେଣ୍ଟକୁ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ: ବିଭିନ୍ନ ସ୍ଥାନରୁ ଆସିଲା ଭୋଟ୍‌ ପାଇଁ ନୋଟ୍ ବଣ୍ଟାର ଖବର

ଭୁବନେଶ୍ବର: ଆଉ କେଇ ଘଂଟା ପରେ ରାଜ୍ୟରେ ପଡ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। କିନ୍ତୁ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଟଙ୍କା ବଂଟାର ଖବର। ବର୍ତ୍ତମାନ ତିନୋଟି ସ୍ଥାନରେ ଏଭଳି ଦେଖିବାକୁ ମିଳୁଛି। ଗୋଟିଏ ପଟେ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୃଶ୍ୟ। ଟେବୁଲ ଉପରେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାହୁଁଛନ୍ତି ପୋର୍ସେ ଦୁର୍ଘଟଣା ପୀଡ଼ିତାଙ୍କ ପିତାମାତା

ନୂଆଦିଲ୍ଲୀ: ପୁଣେରେ ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ସଫ୍‌ଟୱେର ଇଞ୍ଜିନିୟରଙ୍କ ପିତାମାତା ଶୁକ୍ରବାର ଦାବି କରିଛନ୍ତି ଯେ ସୁପ୍ରିମ୍‌କୋର୍ଟ ଏହି ମାମଲାର ତଦନ୍ତ ଏବଂ ଶୁଣାଣି ଉପରେ ନଜର ରଖନ୍ତୁ। ଏହି ମାମଲାର ଶୁଣାଣି ମହାରାଷ୍ଟ୍ରରେ ନୁହେଁ ବରଂ ମଧ୍ୟପ୍ରଦେଶରେ କରାଯାଉ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ବାପା ହୋଇଥିଲେ, ପରେ ବିବାହ କରିଥିଲେ ରେମୋ ଡି’ସୁଜା

ମୁମ୍ବାଇ: ବିବାହ ପୂର୍ବରୁ ବାପା ବନିଥିଲେ ବଲିଉଡ୍‌ର ଖ୍ୟାତନାମା ନୃତ୍ୟ ସଂଯୋଜକ ଓ ନିର୍ଦେଶକ ରେମୋ ଡି’ସୁଜା। ଏକ ସାକ୍ଷାତକାରରେ ଏଭଳି ଖୁଲାସା କରିଛନ୍ତି ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍। ଦୁହେଁ ପରସ୍ପରର ପ୍ରେମରେ ପଡ଼ିବାର ବର୍ଷକ ପରେ ରେମୋ ବାପା ହୋଇଥିଲେ ବୋଲି କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଙ୍କିବାହାଲ-ଟପରିଆ ରାସ୍ତାରେ ବଢ଼ୁଛି ଦୁର୍ଘଟଣା: ଅଜଣା ଟ୍ରେଲର ଧକ୍କାରେ ଜଣେ ଗୁରୁତର

ସୁନ୍ଦରଗଡ଼/ହେମଗିର: ହେମଗିର ବ୍ଲକ୍ ବାଙ୍କିବାହାଲ ଠାରୁ ଟପରିଆ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଗୁରୁବାର ରାତି ୮ଟାରେ ଏକ ଅଜଣା କୋଇଲା ବୋଝେଇ ଟ୍ରେଲର ଧକ୍କାରେ ସାଇକେଲ ଆରୋହୀ ବେଲଢିପା ଗ୍ରାମର ମଧୁସୂଦନ ଜୟପୁରିଆ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଟ୍ରୋଲ ହେବାପରେ ପ୍ରଥମଥର ବେବିବମ୍ପ ଦେଖାଇ ଫଟୋ ସୁଟ କଲେ ଦୀପିକା

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଓ ରଣବୀର ସିଂହ ଦୁହେଁ ତାଙ୍କର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ଦୀପିକା ନୂଆ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...