Daily Archives

May 26, 2024

ଜାତୀୟ ରାଜପଥରେ ଚଳନ୍ତା ଟ୍ରକରୁ ଚୋରିର ସିଧାସଳଖ ଦୃଶ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ତିନି ଚୋର ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ଚଳନ୍ତା ଟ୍ରକରୁ ସାମଗ୍ରୀ ଚୋରି କରୁଥିବା ଦେଖିବାକୁ ମିଳିଛି। ଏହି ଚୋରି ଘଟଣାରେ ଟ୍ରକ୍ ଚାଳକ ମଧ୍ୟ ଚୋରିରେ ସମ୍ପୃକ୍ତ ଥିବା…
ଅଧିକ ଖବର ଦେଖନ୍ତୁ...

ସର୍ପାଘାତରେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ

ରାଇରଙ୍ଗପୁର: ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ସର୍ପାଘାତରେ ମ୍ୃତୁ୍ୟ ଗଟିଛି । ସୂଚନା ଅନୁଯାୟୀ ବାଦାମପାହାଡ ଥାନା ତଥା ସୁଲେଇପାଟ ଫାଣ୍ଡି ଅର୍ନ୍ତଗତ ବଣକାଟି ଗ୍ରାମର ବିଶେଶ୍ୱର ମହାନ୍ତଙ୍କ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅ ସମୀର ମହାନ୍ତ(୮) ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଫାଇନାଲରେ ହାଇଦ୍ରାବାଦର ଫ୍ଲପସୋ, କୋଲକାତା ଆଗରେ ମାତ୍ର ୧୧୪ ରନର ଲକ୍ଷ୍ୟ ରଖିଲା

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଛି । ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ରହିଛି ।…
ଅଧିକ ଖବର ଦେଖନ୍ତୁ...

ମାସକ ପାଇଁ ବଢ଼ିଲା ସ୍ଥଳସେନା ମୁଖ୍ୟଙ୍କ ଅବସର ତାରିଖ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ | ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦାମ୍ପତ୍ୟ ଜୀବନ ସୁଖରେ ପରିପୂର୍ଣ୍ଣ ରହିବ। ଜୀବନସାଥୀ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ କିଛି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ବୃଷ: ଜୀବନସାଥୀଙ୍କ ଠାରୁ ଆର୍ଥିକ ସହଯୋଗ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ଖେଳକୁଦ କଲେ ହାତୀପଲ, ଭୟରେ ଶୋଇପାରିଲେନି ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀ

ଘୁ.ଉଦୟଗିରି: ୧୮ଟିକିଆ ହାତୀପଲ ରେଟୁଡି ଗ୍ରାମବାସୀ ଏବଂ ବନ କର୍ମଚାରୀଙ୍କ ନିଦ ହଜେଇଦେଲାଣି। ଦୀର୍ଘ ୧୫ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ୧୮ଗୋଟି ହାତୀ ପଲ ମାତିଥିବା ବେଳେ ପ୍ରଥମେ କୁରୁମିଙ୍ଗିଆ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳ ସହ ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ରାସ୍ତାକୁ ପଳେଇଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅଟୋ ଚଲାଇ ଘର ତୋଳିବାର ସ୍ବପ୍ନକୁ ଚାଳକ କଲେ ପୁରା, ନିଜର ଜୀବିକାକୁ ଦେଲେ ଏଭଳି ସମ୍ମାନ

ନୂଆଦିଲ୍ଲୀ: ଧନୀ ହୁଅନ୍ତୁ ଅବା ଗରିବ ନିଜର ଘରଟିଏ ତୋଳିବା ପାଇଁ ପ୍ରତ୍ୟେକ ମଣିଷ ସ୍ବପ୍ନ ଦେଖିଥାଆନ୍ତି। ଏହି ସ୍ବପ୍ନ କିଛି ଲୋକଙ୍କ ସାକାର ହେଉଥିବା ବେଳେ ଆଉ କିଛିଲୋକଙ୍କ ଅର୍ଥ ଅଭାବରୁ ଘର ତୋଳିବା ସ୍ବପ୍ନ ଅଧାରେ ରହି ଯାଇଥାଏ ଏହି କ୍ରମ‌ରେ ଜଣେ ଅଟୋ ଚାଳକ ଅନେକ ପରିଶ୍ରମ କରି…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ମୋଦୀ କହିବେ ମୋର ପୂଜା କର: ଓୱେସି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ବିହାରରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ ଜୋରସୋରରେ ପ୍ରଚାର କରିଥିଲେ | ଏହି ସମୟରେ ଓୱେସି ବିହାରର ପାଲିଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କିଏ ବ୍ୟବହାର କରିବ ‘ପେ’ ? ଭାରତପେ’ ଓ ଫୋନପେ’ ମଧ୍ୟରେ ବିବାଦର ସମାଧାନ

ନୂଆଦିଲ୍ଲୀ: ଦେଶର ଦୁଇ ଅଗ୍ରଣୀ ଫିନଟେକ୍ କମ୍ପାନି ଭାରତପେ' ଓ ଫୋନପେ' ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। 'ପେ' ବ୍ୟବହାରକୁ ନେଇ ଏହି ଦୁଇ କମ୍ପାନୀ ମଧ୍ୟରେ ଆଇନଗତ ବିବାଦ ଲାଗି ରହିଥିଲା। ଏବେ ସହମତି କ୍ରମେ ସେମାନେ ବିବାଦର ଅନ୍ତ ଘଟାଇ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବାକୁ…
ଅଧିକ ଖବର ଦେଖନ୍ତୁ...

କାର ମାଡିଗଲା; ସାଇକଲ ଆରୋହୀ ମୃତ

ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ କାର ଧକ୍କାରେ ଜଣେ ସାଇକଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୀର‌ଗୋବିନ୍ଦପୁର ପଞ୍ଚାୟତ ଟାଙ୍ଗରବେଡ଼ା ଗ୍ରାମର ଜାତୁ ସୋରେନ୍(୩୦)। ଆଜି ଦିନ ୨ଟାବେଳେ ଜାତୁ ସାଇକଲରେ ଧକୋଠା ହାଟକୁ…
ଅଧିକ ଖବର ଦେଖନ୍ତୁ...