Daily Archives

June 14, 2024

ଦେଶ ବିରୋଧୀ ବୟାନ ପାଇଁ ଲେଖିକା ଅରୁନ୍ଧତୀ ରାୟ ବିରୋଧରେ ଲାଗିବ କଠୋର ୟୁଏପିଏ ଆଇନ

ନୂଆଦିଲ୍ଲୀ: ଭାରତର ଅଖଣ୍ଡତା ବିରୋଧୀ ବୟାନ ପାଇଁ ଦେଶର ଜଣାଶୁଣା ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିବାକୁ ଜମ୍ମୁ ଓ କଶ୍ମୀର ସରକାର ମଞ୍ଜୁରି ଦେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଶୁକ୍ରବାର ରାୟ ଏବଂ…
ଅଧିକ ଖବର ଦେଖନ୍ତୁ...

ୱାରଙ୍ଗାଲ ପୁଲିସ ନିକଟରେ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ 

ମାଲକାନଗିରି: ଏରିଆ କମିଟି ସଦସ୍ୟ ଟିକ୍କା ସୁସ୍ମିତା ଓରଫ ଚିଟି ଓ ମାଡାକମ୍ ଦୁଲା ଓରଫ ଦୁଲା ତେଲେଙ୍ଗାନାର କରିମନଗର ପୁଲିସ କମିସନର ଏବଂ ୱାରଙ୍ଗାଲର ବର୍ତ୍ତମାନର ଦାୟିତ୍ୱରେ ଥିବା ଏସପି ଅଭିଷେକ ମହାନ୍ତି ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇଜଣ ମାଓବାଦୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

କାମ କରିବାର ନାଟକ କରୁଥିବା ୧୨ରୁ ଅଧିକ କର୍ମଚାରୀଙ୍କୁ ବିଦା କଲା ବ୍ୟାଙ୍କ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଏହି ରୂଢିଟି ଶୁଣିଥିବେ, ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ | ଏହି କଥାଟି ଏକ ଆମେରିକୀୟ ବ୍ୟାଙ୍କ ୱେଲ୍ସ ଫାର୍ଗୋ ସହ ଏହାର କର୍ମଚାରୀମାନେ କରିଛନ୍ତି | ଏହି ବ୍ୟାଙ୍କର କର୍ମଚାରୀମାନେ ଏକ ନିଆରା ଢଙ୍ଗରେ ଠକେଇ କରୁଥିଲେ। ସମସ୍ତେ କମ୍ପ୍ୟୁଟର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ ଭଲ ଖବର ପାଇବେ। କ୍ୟାରିଅରରେ ଆଗକୁ ବଢ଼ିବେ। ବୃଷ: କାରବାରରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଙ୍କ କ୍ୟାରିଅରରେ ନୂଆ ପରିବର୍ତ୍ତନ ଆସିବ। ‌…
ଅଧିକ ଖବର ଦେଖନ୍ତୁ...

ଜଳିଗଲା କାର ଅଳ୍ପକେ ବର୍ତ୍ତିଲେ ୩ ଜଣ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନାରୁ ୨ କିମି ଦୂର ଚମକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାରଟି ଜଳି ଯାଇଥିବାବେଳେ ସ୍ଥାନୀୟ ଲୋକ ଗାଡି ଭିତରୁ ୩ ଜଣ ଆରୋହୀଙ୍କୁ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶଯେ, ଆଜି…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରବୀଣ ରାଉରକେଲାରୁ ବିଟେକ ଶେଷ ପରେ ଯାଇଥିଲେ କୁଏତ

ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ କେରଳ କୋଚି ବିମାନବନ୍ଦରରେ ପହଞ୍ଚିଯାଇ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ୪୫ଜଣ ମୃତ ଭାରତୀୟଙ୍କ ମଧ୍ୟରୁ ଜଣେ ବାରାଣାସୀର ୩୬ବର୍ଷୀୟ ଇଞ୍ଜିନିୟର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ୧୯ରୁ ସୁପର-୮ ରାଉଣ୍ଡ୍, ୨୦ରେ ଭାରତ-ଆଫଗାନିସ୍ତାନ ମୁକାବିଲା

ନ୍ୟୁୟର୍କ: ଟି-୨୦ ବିଶ୍ୱକପ୍ ୨୦୨୪ର ଗ୍ରୁପ୍ ପର୍ଯ୍ୟାୟ ରାଉଣ୍ଡ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏହି ରାଉଣ୍ଡରେ ୨୦ଟି ଦଳ ଖେଳୁଥିବା ବେଳେ ସେଥିମଧ୍ୟରୁ ୮ଟି ଦଳ ସୁପର-୮ରେ ଖେଳୁଥିବା ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍…
ଅଧିକ ଖବର ଦେଖନ୍ତୁ...

୧୧୦ ଟଙ୍କା ବାକି ପାଇଁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବେତନଟୀ ସଦର: ମାତ୍ର ୧୧୦ଟଙ୍କା ବାକିକୁ ନେଇ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବଡଚୁରୁଣୀ ଗ୍ରାମରେ ଘଟିଛି ତୁମୁଳ କାଣ୍ଡ। ଯୁବକକୁ ତେଲେଙ୍ଗା କଟୁରୀରେ ହାଣିଲେ ଦୋକାନୀ। ସୂଚନା ଅନୁଯାଇ ଗତ ବୁଧବାର ମଧ୍ୟାହ୍ନରେ ବଡଛୁରୁଣୀ ଗ୍ରାମର ପ୍ରଶାନ୍ତ ଦାସଙ୍କର ପୁଅ ଆକାଶ ନିଜ କାମ ସାରି…
ଅଧିକ ଖବର ଦେଖନ୍ତୁ...

କେଦାରନାଥ ମନ୍ଦିର ବାହାରେ ରିଲସ ମନା: ଜାରି ରହିଛି କାର୍ଯ୍ୟାନୁଷ୍ଠାନ

ଡେରାଡୁନ: ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର କମ୍ପ୍ଲେକ୍ସଠାରୁ ୫୦ ମିଟର ଦୂରରେ ରିଲସ ତିଆରି ଉପରେ ଉତ୍ତରାଖଣ୍ଡ ସରକାର ନିଷେଧାଦେଶ ଜାରି କରିଛନ୍ତି। ନିଷେଧାଦେଶ ସତ୍ତ୍ୱେ କେଦାରନାଥ ମନ୍ଦିର ବାହାରେ ରିଲସ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି | ଆଉ ବାରମ୍ବାର ମନା କରିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିଜେପି ଏବେ ରାଜ୍ୟ ପାଇଁ ବିଶୁ ମହାରଣା ଭଳି କାମ କରିବ: ସୁରେଶ ପୂଜାରୀ

ଭୁବନେଶ୍ବର: ବିକଶିତ ଭାରତ ପରିପ୍ରେକ୍ଷୀରେ ନୂଆ ଓଡ଼ିଶା ଗଠନ ହେବ। କୋଣାର୍କ ଆମ ଐତିହ୍ୟର ଅନ୍ୟତମ ପ୍ରମାଣ। ଓଡ଼ିଶା ବିଜେପି ଏବେ ରାଜ୍ୟ ପାଇଁ ବିଶୁ ମହାରଣା ଭଳି କାମ କରିବ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଧାୟକ ତଥା ରାଜ୍ୟ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...