Daily Archives

June 18, 2024

ଦେବୀ ନଦୀରେ ଗାଧୋଉଥିଲେ ୪ ସାଙ୍ଗ; ବୁଡ଼ିଗଲେ ୩ ଛାତ୍ର

ପୁରୀ: ଅସ୍ତରଂଗ ଥାନା ଅଧିନ ବାଲିଡ଼ିଆ ନିକଟ ଦେବୀ ନଦୀରେ ବୁଡ଼ି ମଙ୍ଗଳବାର ମଧ୍ୟାହ୍ନରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆୟୁଷ୍ମାନ ବେହେରା (୧୩), ରିତେଶ ବେହେରା (୧୪ ) ଓ ରୋହନ ବେହେରା (୧୩)। ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା। ତିନି ଛାତ୍ର ଅଷ୍ଟମ, ନବମ ଓ ଦଶମ…
ଅଧିକ ଖବର ଦେଖନ୍ତୁ...

ଟିଏମସି ସାଂସଦମାନେ କାହିଁକି ଭେଟିଲେ ଶରଦ ପାୱାରଙ୍କୁ?…

ନୂଆଦିଲ୍ଲୀ: ଏକ୍‌ଜିଟ୍‌ ପୋଲ୍‌ ପରେ ଷ୍ଟକ ବଜାରରେ ହୋଇଥିବା ହେରଫେରର ତଦନ୍ତ ଦାବିକୁ ସମର୍ଥନ କରିଥିବା ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ଏକ ପ୍ରତିନିଧି ଦଳ ଭେଟିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ବେଲୁନ୍‌ ଆଣିବାକୁ ଯାଇ ଡ୍ରେନ୍‌ରେ ଭାସିଗଲା ନାବାଳକ, ଉଦ୍ଧାର ପରେ ଡାକ୍ତରଖାନାରେ ମୃତ୍ୟୁ ଘୋଷଣା

ଭୁବନେଶ୍ବର: ସ୍ମାର୍ଟ ସିଟିର ମୁକୁଳା ଡ୍ରେନ୍‌ରେ ଅଘଟଣ ଘଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅବହେଳା ପାଇଁ ମଙ୍ଗଳବାର ଅପରାହ୍‌ଣରେ ଜଣେ ନାବାଳକର ଜୀବନ ଯାଇଛି। ନାବାଳକ ଜଣକ ଡ୍ରେନ୍‌ରେ ଭାସିଯାଉଥିବା ବେଲୁନ ଆଣିବାକୁ ଯାଇ ଜୀବନ ହରାଇଛି। ଜଳର ସ୍ରୋତ ତାକୁ ଭସାଇ ନେଇଛି।…
ଅଧିକ ଖବର ଦେଖନ୍ତୁ...

ନିଟ୍‌ରେ ଯୋଜନାବଦ୍ଧ ଭାବେ ଦୁର୍ନୀତି ହୋଇଛି: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (ନିଟ୍) ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିହାର, ଗୁଜୁରାଟ ଏବଂ ହରିୟାଣାରେ ଗିରଫଦାରୀ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ପରୀକ୍ଷାରେ ଯୋଜନାବଦ୍ଧ ଭାବେ…
ଅଧିକ ଖବର ଦେଖନ୍ତୁ...

୧୦୦ ଜଣ ଲୋକ ଥିବା ଗାଁକୁ ପିଚୁରାସ୍ତା ସଂଯୋଗ କରିବ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅଲଗା ରହିଛି। ରାଜ୍ୟ ସରକାର ପ୍ରତି ଗ୍ରାମକୁ ପିଚୁରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାସ୍ତା ନିର୍ମାଣ କରାଗଲେ ରୋଗୀ ଆଉ ଖଟିଆରେ ବୁହା ହେବେନି। ଗାଁକୁ ସହଜରେ ଆମ୍ବୁଲାନ୍ସ ଯାଇପାରିବ। ୧୦୦ ଲୋକ ଥିବା…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରୁ ଘରକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଲା କାର: ପୁଅ ସାମ୍ନାରେ ବାପା ଓ ମା’ଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ…
ଅଧିକ ଖବର ଦେଖନ୍ତୁ...

ନିଟ୍‌ ପରୀକ୍ଷାରେ ୦.୦୦୧% ଅବହେଳାକୁ ବି ବରଦାସ୍ତ କରାଯିବନି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିଟ୍‌-ୟୁଜି, ୨୦୨୪ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଏବଂ ଦୁର୍ନୀତି ସମ୍ପର୍କିତ ଆଗତ ଆବେଦନ ଉପରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ନୋଟିସ୍‌ ଜାରି କରିବା ସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଜବାବ ମାଗିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ବିଧାୟକଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ, ସ୍ପଳ୍ପ ସମୟ କଥା ହୋଇ ଆଗକୁ ବଢ଼ିଲେ

ଭୁବନେଶ୍ବର: ‘ୟୁ ଡିଫିଟେଡ୍ ମି’? ଆଜି ବିଧାନସଭାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଲକ୍ଷ୍ମଣ ବାଗ୍‌ ଯେତେବେଳେ ନିଜର ପରିଚୟ ଦେଇଥିଲେ, ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇଂରାଜୀରେ ଏହା ପଚାରିଥିଲେ। ନବୀନ ଏଥି ସହିତ ଲକ୍ଷ୍ମଣ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ-ଚୀନ୍ କାହା ପାଖରେ ଅଧିକ ଆଣବିକ ଅସ୍ତ୍ର: ରିପୋର୍ଟ ପ୍ରକାଶ ପାଇଲା

ଷ୍ଟକହୋମ୍: ଇସ୍ରାଏଲ୍-ହାମାସ୍, ରୁଷିଆ-ୟୁକ୍ରେନ୍, ଚୀନ୍-ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କାରଣ ଗତ ୨ ରୁ ୩ ମାସ ମଧ୍ୟରେ କଶ୍ମୀରରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ଏକାସାଙ୍ଗରେ ଘରୁ ଉଠିଲା ୪ଜଣ ଭଉଣୀଙ୍କ କୋକେଇ: ଦୃଶ୍ୟ ଦେଖି ଗାଁ ସ୍ତବ୍ଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଳରାମପୁରରେ ବକରିଦ ଦିନ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏଠାରେ ୪ଜଣ ନାବାଳିକା ଭଉଣୀ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇଥିଲେ। ଯେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଏହି ଘଟଣା ପରେ ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...