Daily Archives

June 24, 2024

ରୋହିତଙ୍କ ଧୂଆଁଧାର ବ୍ୟାଟିଂ: ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ୍

ଗ୍ରୋସ୍ ଇସଲେଟ୍‌: ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି…
ଅଧିକ ଖବର ଦେଖନ୍ତୁ...

ଅହମଦାବାଦରେ ବଏଲର ବିସ୍ଫୋରଣ, କାରଖାନା ମାଲିକଙ୍କ ସହ ୨ ମୃତ

ଅହମଦାବାଦ : ଗୁଜରାଟର ଅହମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସହରର ଏକ ପାଉଡର କୋଟିଂ କାରଖାନାରେ ବଏଲର ବିସ୍ଫୋରଣ ଘଟି  କାରଖାନାର ମାଲିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସହରର ଓଧବ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଇଣ୍ଡଷ୍ଟ୍ରିଆଲ ବଏଲର ହେଉଛି ଏକ ଉପକରଣ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ପରେ ମା’ସୁଷମାଙ୍କ ସ୍ମୃତି ସଂସଦକୁ ଫେରାଇ ଆଣିଲେ ବାଂସୁରୀ: ସଂସ୍କୃତରେ ଶପଥ ପାଠ କଲେ

ନୂଆଦିଲ୍ଲୀ: ସୋମବାର ୧୮ ତମ ଲୋକସଭାରେ ସଂସଦର ସଦସ୍ୟ ଭାବରେ ଅନେକ ସାଂସଦ ଶପଥ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କ ଶପଥ ନେଇ ଚର୍ଚ୍ଚା ହେଉଛି। ତାଙ୍କ ମା’ଙ୍କ ପରି ସେ ସଂସ୍କୃତ…
ଅଧିକ ଖବର ଦେଖନ୍ତୁ...

ମୃତ ମହିଳାଙ୍କୁ ଜୀବନ୍ତ ଘୋଷିତ କରି ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ପଠାଇଥିବା ଅଭିଯୋଗ

ପାଟନା: ବିହାରର ଖରାପ ସ୍ୱାସ୍ଥ୍ୟସେବା ଉପରେ ବହୁ ସମୟରେ ପ୍ରଶ୍ନ ଉଠାଯାଇଥାଏ। ପୁଣିଥରେ ବିହାରର ଏକ ଡାକ୍ତରଖାନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶିଶୁ ପ୍ରସବ କରିବା ପରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନା କର୍ମଚାରୀ ମୃତ ମହିଳାଙ୍କୁ ଜୀବନ୍ତ ଘୋଷଣା କରି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଖୁଣ୍ଟ ନାଳ ମଧ୍ୟରୁ ହଟାଇବାକୁ ସାହି ବାସିନ୍ଦାଙ୍କ ଦାବି

ଜୟପୁର: କୋରାପୁଟ ଜିଲ୍ଲା ପାରାବେଡ଼ା ସନ୍ତୋଷୀ ମା’ ନଗର ୧ମ ଲାଇନରେ ନାଳ ମଧ୍ୟରେ ରହିଛି ବିଦ୍ୟୁତ ଖୁଣ୍ଟ । ସାମାନ୍ୟ ବର୍ଷା ହେଲେ କିମ୍ବା ଏହି ନାଳରେ ପାଣି ଗଲେ ଏହି ବିଦ୍ୟୁତ ଖୁଣ୍ଟରୁ ସଂଯୋଗ ନେଇଥିବା ଗ୍ରାହକମାନେ ଚିନ୍ତାରେ ପଡ଼ୁଛନ୍ତି। ସାହି ବାସିନ୍ଦା ବାରମ୍ବାର ଜଣାଇବା ପରେ ବି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବାକୁ ଯିବା ସମୟରେ, ରାହୁଲ ଗାନ୍ଧୀ କିଛି ଏପରି କଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋମବାର ୧୮ ତମ ଲୋକସଭାର ସଂସଦ ଅଧିବେଶନର ପ୍ରଥମ ଦିନ ଥିଲା। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଲୋକସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ନେବାକୁ ଯାଉଥିଲେ, ରାହୁଲ ଗାନ୍ଧୀ ଏପରି କିଛି…
ଅଧିକ ଖବର ଦେଖନ୍ତୁ...

‌ବିଦେଶୀ ପର୍ଯ୍ୟଟକଙ୍କୁ ସ୍ପର୍ଶ ଓ ପରିହାସ କରିବା ଭିଡିଓ ପୋଷ୍ଟ କରିବା ବାଳକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଜୟପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଟି ଦୁଇମାସ ପୁରୁଣା ହୋଇଥିବା ବେଳେ ପୁଣିଥରେ ସୋସିଆଲ ମିଡିଆରେ ଏହା ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବାଳକ ୪ଜଣ ପର୍ଯ୍ୟଟକଙ୍କ  ସହିତ ଖରାପ ବ୍ୟବହାର କରିବା ସହିତ ଉକ୍ତ ପର୍ଯ୍ୟଟକଙ୍କ ଦାମ କେତେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ସମୟ ଲାଗିବ। ବନ୍ଧୁର ସାହାଯ୍ୟ ନେବାକୁ ପଡ଼ିପାରେ। ଗୃହିଣୀମାନେ ଘରେ କୌଣସି ନୂଆ ବ୍ୟଞନ ତିଆରି କରିବେ। ବୃଷ: କୌଣସି କ‌ାମ ତରବରିଆରେ ନକରି ଧୈର୍ଯ୍ୟ ଓ ସଂଯମରେ କରନ୍ତୁ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ

ପାଟନା: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସରକାରଙ୍କ ନିକଟରେ ଲୁଚାଇବାକୁ କିଛି ନାହିଁ ବୋଲି ସୋମବାର କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ହେବ ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ: ନୂଆ ଲୋକସଭାର ଅଧିବେଶନ ଆରମ୍ଭ ହୋଇଯାଇଛି । ସୋମବାର ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ସାଂସଦ ଲୋକସଭାରେ ଶପଥ ନେଇଥିଲେ। ଏବେ ଖବର ଆସିଛି ଯେ ଲୋକସଭା ବାଚସ୍ପତି ପଦ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରାଯିବ। ସୂଚନା ଅନୁଯାୟୀ, ଲୋକସଭା ବାଚସ୍ପତି ପଦ ପାଇଁ…
ଅଧିକ ଖବର ଦେଖନ୍ତୁ...