Daily Archives

June 25, 2024

ରାହୁଲ ଗାନ୍ଧି ହେବେ ଲୋକସଭାରେ ବିରୋଧୀ ଦଳ ନେତା, ଘୋଷଣା କଲା କଂଗ୍ରେସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାୟବରେଲି ସାଂସଦ ରାହୁଲ ଗାନ୍ଧି ହେବେ ବିରୋଧୀ ଦଳ ନେତା । ଏ ନେଇ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ଘୋଷଣା କରାଯାଇଛି । ଏହା ସହିତ ବିରୋଧୀ ଦଳ ନେତାକୁ ନେଇ ଚାଲିଆସିଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି । କଂଗ୍ରେସ ସାଧାରଣ ସମ୍ପାଦକ କେସି…
ଅଧିକ ଖବର ଦେଖନ୍ତୁ...

ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିବା ଲୋକଙ୍କୁ ଆଉ ଗ୍ରହଣ କରାଯିବ ନାହିଁ: ଶରଦ ପାୱାରଙ୍କ ଚେତାବନୀ

ମୁମ୍ବାଇ: ପୂର୍ବରୁ ଦଳ ଛାଡିଥିବା କିଛି ବିଧାୟକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି-ଏସପି)କୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏପରିସ୍ଥଳେ ଏନସିପି-ଏସପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ଦଳକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ…
ଅଧିକ ଖବର ଦେଖନ୍ତୁ...

ଔଷଧ ପରୀକ୍ଷଣ ନେଇ ଭାରତ-ଚୀନ୍‌କୁ ପ୍ରଶ୍ନ କଲା ଆମେରିକା

ୱାଶିଂଟନ: ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଅଥରିଟି ଅର୍ଥାତ୍ ଏଫଡିଏର ଏକ ରିପୋର୍ଟ ଯୋଗୁ ଉତ୍ତେଜନା ଦେଖାଦେଇଛି । ଏଫଡିଏ ହେଉଛି ଆମେରିକାର ଫେଡେରାଲ୍ ଏଜେନ୍ସି ଯାହାର କାମ ଔଷଧ ଅନୁମୋଦନ କରିବା ଏବଂ ସେମାନଙ୍କର ଗୁଣବତ୍ତା ଯାଞ୍ଚ କରିବା। ତେବେ ଏଜେନ୍ସିର ଅନୁସନ୍ଧାନ ରିପୋର୍ଟ ପ୍ରଶ୍ନବାଚୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା; ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦବି

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଲା ପରେ ଆଗାମୀ କିଛି ଦିନ ମଧ୍ୟରେ ପ୍ରଶାସନିକ ଅଧିକାରୀ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ମୋହନ ଚରଣ ମାଝୀଙ୍କ ସରକାରରେ ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ବ ମିଳିପାରେ ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ର ସରକାର ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସାଂସଦ କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି। କଙ୍ଗନା ରାଜନୀତିକୁ ଓହ୍ଲାଇବା ପରଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ଜିତିବା ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସମାନେ ଦ୍ବନ୍ଦ୍ବରେ ଥିଲେ କି ପ୍ରିୟ ଅଭିନେତ୍ରୀ ଆଉ ସିନେମା ଦୁନିଆରେ କାମ କରିବେ କି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶିତ: ରେଭେନ୍ସା ଆଗରେ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ କଟ୍‌ଅଫ୍‌ ଆଗରେ ରହିଛି। କଳାରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌-ଅଫ୍‌ ୮୯.୬୭%…
ଅଧିକ ଖବର ଦେଖନ୍ତୁ...

ଶପଥ ନ ନେଇ ଲୋକସଭାରେ ବସିଲେ ପ୍ରତିଦିନ ସାଂସଦଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ

ନୂଆଦିଲ୍ଲୀ: ଲୋକସଭାରେ ଶପଥ ଗ୍ରହଣ ସମାରୋହରେ ପ୍ରାୟ ସମସ୍ତ ନୂତନ ନିର୍ବାଚିତ ଲୋକସଭା ସାଂସଦ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟେକ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି। ତେବେ ଯଦି ଜଣେ ସଦସ୍ୟ ଶପଥ ନ ନିଅନ୍ତି? ଏହା ବିନା, ଯଦି କେହି ଲୋକସଭାର ପ୍ରକ୍ରିୟାରେ ଭାଗ ନେବା ଆରମ୍ଭ କରନ୍ତି ଏବଂ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ବୁଧବାର ବାଚସ୍ପତି ନିର୍ବାଚନ, ନିଜ ନିଜ ସଦସ୍ୟଙ୍କୁ ହ୍ବିପ୍ ଜାରି କଲେ ବିଜେପି, କଂଗ୍ରେସ୍

ନୂଆଦିଲ୍ଲୀ : ନିର୍ବାଚନ ପରେ ଏବେ ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଗୃହର ସଦସ୍ୟମାନେ ଶପଥ ଗ୍ରହଣ କରିବା ପରେ ଏବେ ବୁଧବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନିର୍ବାଚନ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟରେ ବି ସଂରକ୍ଷଣ: ମରାଠୀମାନଙ୍କ ପାଇଁ ୫୦% କୋଟା ଦାବି କଲା ଉଦ୍ଧବଙ୍କ ଦଳ

ମୁମ୍ବାଇ: ଲୋକସଭା ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଉତ୍ସାହିତ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ମରାଠୀବାସୀଙ୍କ ପାଇଁ ରାଜ୍ୟରେ ନିର୍ମାଣ ହେଉଥିବା ଆପାର୍ଟମେଣ୍ଟରେ କୋଟା ସ୍ଥିର କରିବାକୁ ଦାବି କରିଛନ୍ତି। ଏନେଇ ଏକ ପ୍ରାଇଭେଟ୍ ମେମ୍ବର…
ଅଧିକ ଖବର ଦେଖନ୍ତୁ...