ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୫ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ଯୋଜନା ବିଫଳ ହୋଇଛି। ଏହି ମାମଲାରେ ପୁଲିସ ୫ଜଣଙ୍କୁ ରେଳ ଷ୍ଟେସନ ଅଞ୍ଚଳରୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ଵଜିତ ମହାନନ୍ଦ, ସିଦ୍ଧାନ୍ତ ଖୁରା, ବିକାଶ ସାହୁ, ସାଗର ସେତୁଆଲ ଏବଂ ରବୀନ୍ଦ୍ର ପ୍ରତାପ ସୁଲୁଜା। ସେମାନଙ୍କଠାରୁ ଲୁହାଛଡ଼, ଟର୍ଚ୍ଚ ଲାଇଟ ଓ ଛୁରୀ ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର