ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ସୋରରେ ସାପ ଆତଙ୍କ: ୨୪ ଘଣ୍ଟାରେ ୨ ମୃତ, ୬ ଗୁରୁତର

ସୋରଢ: ସୋର ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ସାପ କାମୁଡ଼ିଥିବା ବେଳେ ଜଣେ ଶିଶୁକନ୍ୟା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଲାଲମୋହନ ସିଂ’ଙ୍କ ପରିବାର ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ଆଜି ସକାଳେ ତାଙ୍କର ୨ ମାସର…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ବର୍ଷରେ ୨୦୫ ଜଣଙ୍କ ମୁଣ୍ଡ ନେଲାଣି ସାପ

ବାଲେଶ୍ବର: ଅଢ଼େଇ ବର୍ଷରେ ୨୦୫ ଜଣଙ୍କ ମୁଣ୍ଡ ନେଲାଣି ସାପ। ଏହାଛଡ଼ା ପ୍ରତିବର୍ଷ ଶତାଧିକ ଲୋକ ସର୍ପ ଦଂଶନର ଶିକାର ହେଉଛନ୍ତି। ତେ​ବେ ବାଲେଶ୍ବର ଭଳି ଶିକ୍ଷିତ ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁସଂଖ୍ୟା ବଢ଼ିବା ପଛରେ ସଚେତନତା ଅଭାବ ଓ ଅନ୍ଧବିଶ୍ବାସକୁ ଏକ ବଡ଼ କାରଣ ଭାବେ ଦର୍ଶାଯାଉଛି।…
ଅଧିକ ଖବର ଦେଖନ୍ତୁ...

‘ସଫଳ ହେବା ପାଇଁ ବଡ଼ ସ୍ବପ୍ନ ଦେଖ’

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ମହାମହିମ୍ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରି ଓଡ଼ିଆରେ ନିଜ…
ଅଧିକ ଖବର ଦେଖନ୍ତୁ...

ବାପଛେଉଣ୍ଡ ଭାଇଭଉଣୀଙ୍କ ଦୁଃଖ ଶୁଣିବ କି ପ୍ରଶାସନ?

ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମର ରତ୍ନାକର ଦାସ ରୋଗର ଶିକାର ହୋଇ ୨୦୨୦ ମସିହାରେ ଆଖି ବୁଜିଥିଲେ। ଘରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ପରିବାର ଚଳିବା କଷ୍ଟକର ହେଲା। ଏପରି ସମୟରେ ମାଟ୍ରିକ୍‌ ପରୀକ୍ଷାରେ ୯୬…
ଅଧିକ ଖବର ଦେଖନ୍ତୁ...

ବ୍ୟାପୁଛି ଆଖିଧରା ରୋଗ: ରୋଗୀଙ୍କୁ ଲୁଟୁଛନ୍ତି ଚଷମା ଓ ଔଷଧ ଦୋକାନୀ

ସୋର: ରାଜ୍ୟରେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ସବୁ ବର୍ଗର ଲୋକଙ୍କୁ ଏହି ରୋଗ ହେଉଛି। ଆଖିଧରା ରୋଗ ହେଲେ ପ୍ରଥମେ ଆଖିରେ କିଛି ପଡ଼ିବା ପରି ଅନୁଭବ ହୋଇଥାଏ। ପରେ ଆଖି ଲାଲ୍‌ ଦେଖାଯିବା ସହ ଫୁଲିଯାଏ। ସେହିପରି ଆଖିରୁ ପାଣି ଗଡ଼େ। ବିନ୍ଧା ହେବା ସହ ଝାପ୍‌ସା ଦେଖାଯାଏ। ଖରାକୁ…
ଅଧିକ ଖବର ଦେଖନ୍ତୁ...

ଘରୋଇ ଆବାସିକ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଏକ ଘରୋଇ ଆବାସିକ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ସେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଗତ ବିଳମ୍ବିତ ରାତିରେ କଲେଜ କ୍ୟାମ୍ପସରେ ଥିବା ଛାତ୍ରୀନିବାସରେ ଏପରି ଅଘଟଣ ଘଟିଛି। ମୃତ ଛାତ୍ରୀଜଣଙ୍କ…
ଅଧିକ ଖବର ଦେଖନ୍ତୁ...

କନ୍‌ହେଇ ସ୍ମୃତି ସମାରୋହ ୨୩ରେ

ବାଲେଶ୍ୱର: ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ ବାଲେଶ୍ବର ସହରସ୍ଥିତ ଷ୍ଟେସନ କ୍ଲବ୍ ସଭାଗୃହରେ କନ୍‌ହେଇଲାଲ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗିତାରେ ୭୬ତମ କନ୍‌ହେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ‘ସଂକେତ’ ପରିସରରେ ସଂସଦ ପକ୍ଷରୁ କବି…
ଅଧିକ ଖବର ଦେଖନ୍ତୁ...

ବାକି ଟଙ୍କା ପାଇଁ ଯୁବକଙ୍କୁ ମୁଣ୍ଡ ଜାମିନ୍, ୫ ଅପହରଣକାରୀ ଗିରଫ, ୨ କାର୍‌ ସହ ମାରଣାସ୍ତ୍ର ଜବତ

ଜଳେଶ୍ୱର: ଜଣେ ଯୁବକଙ୍କୁ ମୁଣ୍ଡ ଜାମିନ୍ ରଖି ଧରାପଡ଼ିଛନ୍ତି ୫ ଅପହରଣକାରୀ। ଭୋଗରାଇ ବ୍ଲକ୍‌ କମର୍ଦ୍ଦାର ଲିଲୁ ବେହେରା (୩୦) ଓ ସିଂଲା ଓ ରୂପ୍‌ସା ଅଞ୍ଚଳର କିଛି ଯୁବକଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ବିବାଦ ଥିଲା। ଯୁବକଙ୍କଠାରୁ ଲିଲୁ ୨୦ ହଜାର ଟଙ୍କା ଧାର ନେଇଥିବା​ ବେଳେ ଠିକଣା ସମୟରେ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ତରକାରୀ ଖାଇ ପରିବାରର ୩ ଗୁରୁତର

ନୀଳଗିରି: ବିଷାକ୍ତ ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ନରଣପୁର ଗ୍ରାମରେ। ସୂଚନା ଅନୁସାରେ; ଗ୍ରାମର ସରୋଜ ବେହେରା (୩୬)ଙ୍କ ପୁଅ ସମ୍ବିତ (୧୩) ଘର ନିକଟରେ ଫୁଟିଥିବା କିଛି ଛତୁ ତୋଳି ଆଜି ଘରକୁ…
ଅଧିକ ଖବର ଦେଖନ୍ତୁ...

ଅଜଣା ଜ୍ୱରରେ ୧୦ ଆକ୍ରାନ୍ତ, ୨ ଗୁରୁତର

ସୋର: ସୋର ପୌରାଞ୍ଚଳ ଅଧୀନ ମୋବାରକପୁର ଗ୍ରାମରେ ଅଜଣା ଜ୍ୱର ବ୍ୟାପିଛି। ଏଠାରେ ୧୦ ଜଣରୁ ଅଧିକ ସଦସ୍ୟ ଆକ୍ରାନ୍ତ ହୋଇଛନ୍ତି। ଆଜି ଅପରାହ୍ନରେ ସଞ୍ଜୟ ପାତ୍ର, ଚିତ୍ତରଞ୍ଜନ ନାୟକ ଓ ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହଠାତ ଜ୍ୱର ଆସିଥିଲା। ପରେ ପରେ…
ଅଧିକ ଖବର ଦେଖନ୍ତୁ...