ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା

କେନ୍ଦୁଝର : ପାଠ ପଢ଼ିବାକୁ ଘର ନାହିଁ। ନିୟମିତ ଗଛ ମୂଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଖରାଦିନ କୌଣସି ପ୍ରକାରେ ଚଳିଯାଉଛି, କିନ୍ତୁ ବର୍ଷା ଏବଂ ଶୀତଦିନେ ପଢ଼ା ବନ୍ଦ। ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଗଛ ମଞ୍ଚାରେ ବିତୁଛି ଜୀବନ

କେନ୍ଦୁଝର (ସୁବ୍ରତ ସ୍ୱାଇଁ/ସୁଧାଂଶୁ ସାହୁ): ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ କି ଆହାର ମୁଠେ ଯୋଗାଡ଼ କରିବାକୁ ସାମର୍ଥ୍ୟ ନାହିଁ। ଏଭଳି ସ୍ଥିତିରେ ଜଙ୍ଗଲ ଭିତରେ ଏକ ଗଛ ମଞ୍ଚାରେ ରହୁଛନ୍ତି କେନ୍ଦୁଝର ସଦର ବ୍ଲକ କୁସୁମିତା ଗ୍ରାମର ମାଟିଆ ମୁଣ୍ଡା। ପାଖାପାଖି ବର୍ଷେ କାଳ ଏମିତି…
ଅଧିକ ଖବର ଦେଖନ୍ତୁ...

ପରିବା ଦର ଆକାଶଛୁଆଁ; ୬୦ ଟପିଲା ବିଲାତି

ଆନନ୍ଦପୁର: ପରିବାରେ ହାତ ମାରି ହେଉନି। ଯାହାକୁ ନେବ କିଲୋ ୫୦ ଟଙ୍କାରୁ ଅଧିକ। କାର୍ତ୍ତିିକ ମାସ ଆରମ୍ଭରେ ଆନନ୍ଦପୁରରେ ପରିବାର ଆକାଶଛୁଆଁ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ହ୍ରାସ ପାଉଥିବା ବେଳେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ମାଡ଼ରେ କଲେଜ ଛାତ୍ର ଲହୁଲୁହାଣ

ଆନନ୍ଦପୁର : ଗାଡି ଯାଞ୍ଚ ବେଳେ ପୁଲିସ୍‌ର ଠେଙ୍ଗା ମାଡ଼ରେ ଜଣେ କଲେଜ ଛାତ୍ର ଲହୁଲୁହାଣ ହେବା ନେଇ ଆନନ୍ଦପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଡ ଖାଇଥିବା ଛାତ୍ର ଏ ନେଇ ଆନନ୍ଦପୁର ଥାନାରେ…
ଅଧିକ ଖବର ଦେଖନ୍ତୁ...

‘ବ୍ଲୁ-ହେ୍ଵଲ୍‌’ ଜାଲରେ ଆନନ୍ଦପୁରର ଯୁବକ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ଟଭାକୁଦ ଗ୍ରାମର ଜଣେ ଯୁବକ ବ୍ଲୁ-ହେ୍ଵଲ ଗେମ୍‌ ସଂସ୍ପର୍ଶରେ ଆସି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣଘାତୀ ବ୍ଲୁ-ହେ୍ଵଲର ସଦ୍ୟତମ ଶିକାର ହୋଇଥିବା ଏହି ଯୁବକଙ୍କ ନାମ ଅଜୟ କୁମାର ପାତ୍ର (୨୨) ବୋଲି…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା: କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୧୧ ଆହତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାଠାରେ ଥିବା କେଜେଏସ ଆଲୁଓ୍ଵାଲିଆ ସ୍ପଞ୍ଜ ଆଇରନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଯୋଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରୁ ଲେଉଟିଲେ ହାତୀପଲ : ମଥୁରାପୁରରେ ନଷ୍ଟ କଲେ ଫସଲ

ଚମ୍ପୁଆ : କିଛି ଦିନ ପୂର୍ବେ ଚମ୍ପୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହାତୀପଲକୁ ଝାଡ଼ଖଣ୍ଡ ଆଡ଼କୁ ଘଉଡାଇ ଦିଆଯାଇଥିଲା। ଏହି ହାତୀପଲ ପୁଣି ଗତକାଲି ଫେରିଛନ୍ତି। ଚମ୍ପୁଆ ନିକଟସ୍ଥ ମଥୁରାପୁର ଗ୍ରାମରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପଇଦାପାଟଣା ଗ୍ରାମରେ ଦୁଇ ଜଣ ଶିଶୁକନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ କନ୍ୟାଦ୍ୱୟ ହେଲେ ରମେଶ ମୁଣ୍ଡାଙ୍କ ଝିଅ ବିଜୁଳି (୩) ଓ ନାରାୟଣ ମୁଣ୍ଡାଙ୍କ ଝିଅ ରାନି (୪)। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବିଜୁଳି ଓ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ସୀମାନ୍ତରେ ୧୫୦ ହାତୀ

କେନ୍ଦୁଝର/ଚମ୍ପୁଆ : କେନ୍ଦୁଝର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୧୫୦ରୁ ଅଧିକ ହାତୀ ଥିବା ଖବର ମିଳିବା ପରେ ଆଜି ଚମ୍ପୁଆ, ପାଟଣା ଓ ବଡ଼ବିଲ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ବଣୁଆ ହାତୀପଲଙ୍କୁ ନିରାପଦ ଦୂରରେ ରଖିବା ଲାଗି ବନ ବିଭାଗ ୭୦ଟି ହାତୀ ସ୍କ୍ଵାଡ୍‌କୁ ନିୟୋଜିତ ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଡଘାଗରା ଗଣ ଦୁର୍ଷ୍କମ ଘଟଣା: ଆଉ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ରେ ଜଣେ ନାଁବାଳିକା ସହିତ ଘଟିଥିବା ଗଣ ଦୁର୍ଷ୍କମ ଘଟଣାରେ ପୁଲିସ ସୋମବାର ଆଉ ୩ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ମୋଟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହା…
ଅଧିକ ଖବର ଦେଖନ୍ତୁ...