ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ଏସଟିଏସସି ବାଳିକା ଉଚ୍ଚ ବିଦ୍ୟାଳୟ( କନ୍ୟାଶ୍ରମ)ର ପ୍ରଧାନ ଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ବଲାଙ୍ଗୀର ଭିଜିଲାନ୍ସର ୨ଟି ଟିମ୍‌ ଆଜି ସକାଳେ ଏକକାଳୀନ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବାଣ ବଜାରରେ ନିଆଁ ଲାଗି ଜଣେ ମୃତ

ରାଉରକେଲା : ରାଉରକେଲାସ୍ଥିତ ପାଓ୍ଵାର ହାଉସ୍‌ ରୋଡ୍‌ ବାଣ ବଜାରରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବାଣ ପୋଡି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୭ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ୪୮ଟି…
ଅଧିକ ଖବର ଦେଖନ୍ତୁ...

୨୧ରେ ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା

ରାୟଗଡା : ମହାନଦୀ ଜଳ ବଣ୍ଟନ ଏବଂ କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛି ମାଓବାଦୀ ସଂଗଠନ। ଉଭୟ ଘଟଣାର ପ୍ରତିବାଦ କରି ଚଳିତ ମାସ ୨୧ତାରିଖ ଦିନ ବନ୍ଦ ପାଳନ କରିବାକୁ ସଂଗଠନ ଆହ୍ଵାନ ଦେଇଛି। ବାଶଧାରା ଆଞ୍ଚଳିକ ଡ଼ିଭିଜନର ସଂପାଦକ ଉମାକାନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...

ଅପହୃତ ଗାଁ ସାଥୀକୁ ଗୁଳି କରି ହତ୍ୟା

ଫୁଲବାଣୀ/ କୋଟଗଡ : ସୁପ୍ତ ଅବସ୍ଥାରେ ଥିଲା କନ୍ଧମାଳରେ ମାଓ ସଂଗଠନ। ହେଲେ ଭିତିରିଆ ଚେର ବିସ୍ତାର କରି ଏବେ ଜୋର୍‌ଦାର୍‌ ଉପସ୍ଥିତି ଜାହିର୍‌ କରିଛି। ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ସୋମବାର ବିଳମ୍ବିତ ରାତିରେ ପୁଲିସ ଇନ୍‌ଫମୟର ସନ୍ଦେହରେ ଉଠାଇ ନେଇଥିବା ଗାଁ ସାଥୀ ବସନ୍ତ…
ଅଧିକ ଖବର ଦେଖନ୍ତୁ...

କଟକରେ ଏନ୍‌କାଉଣ୍ଟର୍‌, ଦୁର୍ଦ୍ଦାନ୍ତ ଖୋକନ ଆହତ

କଟକ : ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ। ପୁଲିସ ଏନକାଉଣ୍ଟରର ଶିକାର ଅଭିଯୁକ୍ତ ହେଉଛି ଚାଉଳିଆଗଞ୍ଜ ବିଦ୍ୟାଧରପୁରରେ ରହୁଥିବା ଜଗତସିଂହପୁର ଅଞ୍ଚଳର ଖୋକନ ଓରଫ ପିନାକୀ ରଞ୍ଜନ ବାରିକ (୩୪)। ପିନାକୀ ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଉଠାଉଥିବା ୫ ଗିରଫ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ପୀଠ ବୁଢାକେନ୍ଦୁ ପୀଠ ଜଙ୍ଗଲରେ ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଗାଙ୍ଗପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ କ୍ଷତ୍ରିୟବରପୁରର ଶିବ ନାଇକ (୨୩) ସମେତ…
ଅଧିକ ଖବର ଦେଖନ୍ତୁ...

ନିଖୋଜର ୨୪ ଘଣ୍ଟା ପରେ ଜଙ୍ଗଲରୁ ମିିଳିଲା ପ୍ରେମିକାର ଶବ

ଗଂଜାମ : ଗଂଜାମ ଜିଲ୍ଲା ଗଂଜାମ ବ୍ଲକ ରମ୍ଭା ଥାନା ଅଧୀନ ପ୍ରୟାଗି ନିକଟ କାଜୁ ଓ ଝାଉଁ ଜଙ୍ଗଲ ମଧ୍ୟରେ ଜଣେ କଲେଜ ଛାତ୍ରୀଙ୍କ ଶବ ମିଳିବା ଓ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଅପରାହ୍ନ ପ୍ରାୟ ସାଢେ ୨ଟାରେ କୋଇରାଶି ପଞ୍ଚାୟତ ବଡ଼ଚକଡ଼ା…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ଦୋଷ ମାନିବାକୁ ପୁଲିସ ଚାପ!

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୁଲିସ ପୀଡିତାଙ୍କ ଜଣେ ସଂପର୍କୀୟଙ୍କୁ ଅଟକ ରଖିଛି। ପୂର୍ବରୁ ଏହି ମାମଲାରେ ଅଟକ ଥିବା ଅନ୍ୟ ୩ଜଣଙ୍କୁ ଏ ଭିତରେ ଛାଡ଼ି ଦିଆଯାଇଛି। ଅପରପକ୍ଷରେ ଦୋଷ ମାନି…
ଅଧିକ ଖବର ଦେଖନ୍ତୁ...

‘‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ : ମୟୂରଭଞ୍ଜ’’ ଲୋକାର୍ପିତ

ବାରିପଦା : ଭୂଗୋଳକୁ ଭଲ ଭାବେ ଚିହ୍ନିଲେ ଓ ଜାଣିଲେ ଗୋଟିଏ ଜାତିର ପ୍ରଗତି ସମ୍ଭବ ହୋଇପାରିବ। ଓଡ଼ିଶାରେ ସାଢ଼େ ଚାରିଶହ କିଲୋମିଟର ଦୀର୍ଘ ବେଳାଭୂମି, ବହୁ ବିଶାଳ ପାହାଡ଼, ପର୍ବତ, ମାଳଭୂମି, ନଦୀ, ଝରଣା, ଜଙ୍ଗଲ ଭଳି ପ୍ରାକୃତିକ ସଂପଦ, ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ ବିଭବ, ଖଣିଜ ସଂପଦ ଥିବା…
ଅଧିକ ଖବର ଦେଖନ୍ତୁ...