ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବନ୍ଧୁକ ଦେଖାଇ ସାଢ଼େ ୯ ଲକ୍ଷ ଲୁଟ୍‌

ନୟାଗଡ଼/ଦଶପଲ୍ଲା : ଦିନଦ୍ୱିପ୍ରହରରେ ବାଇକ୍‌ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗାଇ ୬ ଜଣ ଲୁଟେରା ସାଢ଼େ ୯ ଲକ୍ଷ ଟଙ୍କା ଲୁଟି ନେଇ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ବୋମା ପକାଇ ଆତଙ୍କ ବି ରଚିଛନ୍ତି। ଏଥିରେ ଜଣେ ଆହତ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଏସ୍‌ଡିଓ, ଜେଇ ଗିରଫ

ବରଗଡ଼/ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ କମଳାକାନ୍ତ ତରିଆ ଏବଂ କନିଷ୍ଠ ଯନ୍ତ୍ରୀ ମନୋରଂଜନ ମହାପାତ୍ର ଗିରଫ ହୋଇଛନ୍ତି। ତହସିଲଦାରଙ୍କ ଏତଲା କ୍ରମେ ଭେଡ଼େନ ପୁଲିସ୍‌ କେସ୍‌ ନମ୍ବର ୧୮୦/୧୭ରେ ୩୩୭/୩୩୮…
ଅଧିକ ଖବର ଦେଖନ୍ତୁ...

ଶୀର୍ଷ ସ୍ତରରେ ହୀରାକୁଦ, ୩ ସ୍ଲୁଇସ୍‌ ଗେଟ୍‌ ଖୋଲା

ସମ୍ବଲପୁର : ସୋମବାର ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ସକାଳେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଥିବା ବେଳେ ରାତି ୯ଟାରେ ପୁଣି ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ସର୍ବମୋଟ ୩ ଗେଟ୍‌ ଦେଇ କ୍ୟୁସେକ ଜଳ ମହାନଦୀରେ…
ଅଧିକ ଖବର ଦେଖନ୍ତୁ...

୮ ମାସର ଶିଶୁକୁ ଚେଙ୍କ

ଜୟପୁର : ପୁଣି ଜଣେ ଶିଶୁକୁ ଚେଙ୍କ ଚିକିତ୍ସା। ଜ୍ୱର ଓ ପେଟବ୍ୟଥା ପାଇଁ ୮ମାସର ନିଷ୍ପାପ ଶିଶୁକୁ ୧୫ଥର ଚେଙ୍କ ଦେଇଛି ଦିଶାରୀ। ସଚେତନତା ଅଭାବରୁ ପରିବାର ଲୋକ ହିଁ ଏମିତି ପାରଂପରିକ ଚିକିତ୍ସା କରାଇଛନ୍ତି। ତେବେ ଅବସ୍ଥା ବିଗିଡି ଯିବାରୁ ଶେଷରେ ଶିଶୁକୁ ବାଧ୍ୟ ହୋଇ ଜୟପୁର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ଆଇସିୟୁରେ ପ୍ରଭାତ ବିଶ୍ୱାଳ

କଟକ : ଚିଟ୍‌ଫଣ୍ଡ ଲିଙ୍କ୍‌ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦିନ ପ୍ରାୟ ସାଢେ ୧ଟା ବେଳେ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଏସ୍‌ସିବି ଅଣାଯାଇଥିଲା। ଏଠାରେ ତାଙ୍କୁ ଟ୍ରମା ବିଲ୍ଡିଂର…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୧୧ ଗୋରୁ ମୃତ

ଠାକୁରମୁଣ୍ଡା : ବଜ୍ରାଘାତ ଆଜି ଠାକୁରମୁଣ୍ଡା ପଞ୍ଚାୟତର ଚମକପୁର ମୌଜା (ଜୁଆଳିକଟା) ଗାଁରେ ୧୧ ଗୋରୁଙ୍କ ପ୍ରାଣ ନେଇଛି। ମୃତ ଗୋରୁଙ୍କ ମଧ୍ୟରେ ୪ଟି ବଳଦ ଓ ୭ଟି ଗାଈ ଅଛନ୍ତି। ଆଜି ମଧ୍ୟାହ୍ନରେ ଘଟିଛି ଏହି ଅଘଟଣ। ଏତେ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି। ଖୋଲା…
ଅଧିକ ଖବର ଦେଖନ୍ତୁ...

ବଡ଼ସାହି: ଦୁର୍ଗାପୂଜା ପାଇଁ ଟେଣ୍ଟ ବାନ୍ଧିିବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ବଡ଼ସାହି( ମୟୂରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ର ସାନକେରକୋ ଛକ ନିକଟରେ ଦୁର୍ଗାପୂଜା ପାଇଁ ଟେଣ୍ଟ ବାନ୍‌ଦୁଥିବା ବେଳେ ବିଦ୍ୟୁତ ଆଘାତରେ ତପୁ ମାଝି (୩୦ ବର୍ଷ) ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ମାଝି ଏକ ନିମ୍ବ ଗଛରେ ଚଢ଼ି ଟେଣ୍ଟ ବାନ୍ଧୁଥିବା ବେଳେ ସେଠାରେ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜୟପୁର: ପୁଣି ଭାରରେ ବୁହାହେଲେ ଆସନ୍ନପ୍ରସବା

ଜୟପୁର: ପୁଣି ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ସାଙ୍ଗି ଭାରରେ ବୁହାଯାଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସରକାର ଜନନୀ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି କହୁଥିବା ବେଳେ ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ଯେ ଢ଼େର ଭିନ୍ନ ତାହା ପ୍ରତିଦିନ ପ୍ରମାଣିତ ହେବାରେ ଲାଗିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ପରେ ବରଗଡ଼ : ଭୁଶୁଡ଼ିଲା ବିଜୁ ସେତୁ

ଥୁଆପାଲି/ଭେଡ଼େନ/ରେମଣ୍ଡା : ଭୁବନେଶ୍ୱର ବମିଖାଲଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍‌ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମିନି, ଆଜି ବରଗଡ଼ ଜିଲ୍ଲାର ଭେଡେନ୍‌ ବ୍ଲକ ଜାମଡୋଲ୍‌ ଧୁବେନପାଲିଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ପଡ଼ିଛି। ଅତ୍ୟନ୍ତ ନିମ୍ନମାନର କାମ…
ଅଧିକ ଖବର ଦେଖନ୍ତୁ...

ବାଣ ତିଆରି ବେଳେ ବିସ୍ଫୋରଣ: ୭ ମୃତ, ୧୦ ଗୁରୁତର

ବହରାଗୋଡ଼ା : ଆଜି ଅପରାହ୍ନରେ ଝାଡ଼ଖଣ୍ଡର ବଡ଼ଶୋଳ ଥାନା ଅନ୍ତର୍ଗତ କୁମାରଡୁବି ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, କୁମାରଡୁବି ଗାଁର ଦୁର୍ଗାପଦ ସାନ୍ତରାଙ୍କ ଘରେ ବାଣ ତିଆରି ଚାଲୁଥିବା…
ଅଧିକ ଖବର ଦେଖନ୍ତୁ...