ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବିଜେଡି ହରତାଳ ବିରୋଧରେ ଜନସ୍ୱାର୍ଥ ମାମଲା : କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଆଦାୟ କରିବାକୁ ନିବେଦନ

କଟକ : ବିଜେଡିର ସେପ୍ଟେମ୍ବର ୧୮ ତାରିଖ ହରତାଳରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର କ୍ଷତିପୂରଣ ଦଳଠାରୁ ଆଦାୟ କରାଯାଉ। ଏ ପ୍ରକାର ଅନୁରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ପକ୍ଷ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜୟପୁରର ଝିଅ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ୍‌

ଜୟପୁର : ଜେଡ୍‌ ଫିଲ୍ମସ ପକ୍ଷରୁ ବେଙ୍ଗାଲୁରୁରେ ଆୟୋଜିତ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ୍‌ ପ୍ରତିଯୋଗିତାର ଫାଇନାଲରେ ଟାଇଟଲ ଜିତିଛନ୍ତି କୋରାପୁଟିଆ ଝିଅ ଆନ୍ନି ପ୍ରିନ୍ସ ନାଗ। ସେ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ୍‌-୨୦୧୭ ମୁକୁଟ ସହ ମିସ୍‌ ନର୍ଥ ଇଷ୍ଟ୍‍, ବେଷ୍ଟ୍‍ ରାମ୍ପ୍‌ ଓ୍ଵାକ୍‌ ଓ ମିସ୍‌…
ଅଧିକ ଖବର ଦେଖନ୍ତୁ...

ଏବି ରିୟଲଟେକ୍‌ ସର୍ଭିସେସ୍‌ର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ : ଏବି ରିୟଲଟେକ୍‌ ସର୍ଭିସେସ୍‌ ଲିମିଟେଡ୍‌ର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ କଟକ ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲା ପିପିଲିରେ ଏବି ରିୟଲଟେକ୍‌ର ଥିବା ୫୪୫ ଡିସିମିଲ ଜମିକୁ ବାଜ୍ୟାପ୍ତି କରି ନିଲାମ କରାଯିବ। ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଗୁଳି ମାରି ଲୁଟିଲେ ୬୦ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଠାରୁ ଦୁଇ କିମି ଦୂର ଜାତୀୟ ରାଜପଥର ସଦର ଥାନା ନିକଟ ଏକ ହୋଟେଲ ସାମ୍‌ନାରେ ସୋମବାର ଦିନ ଦି’ପହରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ୬୦ ଲକ୍ଷ ଟଙ୍କା ଲୁଟିନେଇ ପଳାଇଛନ୍ତି। ବ୍ୟାଙ୍କରେ ଜମା କରିବାକୁ ଟୋଲଗେଟ୍‌ ଟଙ୍କା ନେଇ ଯାଉଥିବା କର୍ମଚାରୀ ଏହି ଲୁଟର ଶିକାର…
ଅଧିକ ଖବର ଦେଖନ୍ତୁ...

ତେଜିଲା କମୁଳୁ ବିରୋଧୀ ଆନ୍ଦୋଳନ

କୋରାପୁଟ : ଜିଲ୍ଲା ଆଦିବାସୀ ସମନ୍ଵୟ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କମୁଳୁ ଜାନୀଙ୍କ ନିଯୁକ୍ତି ଘୋଷଣା ପରେ ବିବାଦ ବଢ଼ିବାରେ ଲାଗିଛି। ସୋମବାର ବିଜେଡିର ଆଦିବାସୀ ନେତାମାନେ କମୁଳୁଙ୍କ ନିଯୁକ୍ତିଙ୍କୁ ଖୋଲାଖୋଲି ବିରୋଧ କରି ଶୋଭାଯାତ୍ରା କରିବା ସହ ନିଷ୍ପତ୍ତି ବଦଳାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ସାଢ଼େ ୯ ଲକ୍ଷ ଲୁଟ୍‌

ନୟାଗଡ଼/ଦଶପଲ୍ଲା : ଦିନଦ୍ୱିପ୍ରହରରେ ବାଇକ୍‌ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗାଇ ୬ ଜଣ ଲୁଟେରା ସାଢ଼େ ୯ ଲକ୍ଷ ଟଙ୍କା ଲୁଟି ନେଇ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ବୋମା ପକାଇ ଆତଙ୍କ ବି ରଚିଛନ୍ତି। ଏଥିରେ ଜଣେ ଆହତ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଏସ୍‌ଡିଓ, ଜେଇ ଗିରଫ

ବରଗଡ଼/ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ କମଳାକାନ୍ତ ତରିଆ ଏବଂ କନିଷ୍ଠ ଯନ୍ତ୍ରୀ ମନୋରଂଜନ ମହାପାତ୍ର ଗିରଫ ହୋଇଛନ୍ତି। ତହସିଲଦାରଙ୍କ ଏତଲା କ୍ରମେ ଭେଡ଼େନ ପୁଲିସ୍‌ କେସ୍‌ ନମ୍ବର ୧୮୦/୧୭ରେ ୩୩୭/୩୩୮…
ଅଧିକ ଖବର ଦେଖନ୍ତୁ...

ଶୀର୍ଷ ସ୍ତରରେ ହୀରାକୁଦ, ୩ ସ୍ଲୁଇସ୍‌ ଗେଟ୍‌ ଖୋଲା

ସମ୍ବଲପୁର : ସୋମବାର ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ସକାଳେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଥିବା ବେଳେ ରାତି ୯ଟାରେ ପୁଣି ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ସର୍ବମୋଟ ୩ ଗେଟ୍‌ ଦେଇ କ୍ୟୁସେକ ଜଳ ମହାନଦୀରେ…
ଅଧିକ ଖବର ଦେଖନ୍ତୁ...

୮ ମାସର ଶିଶୁକୁ ଚେଙ୍କ

ଜୟପୁର : ପୁଣି ଜଣେ ଶିଶୁକୁ ଚେଙ୍କ ଚିକିତ୍ସା। ଜ୍ୱର ଓ ପେଟବ୍ୟଥା ପାଇଁ ୮ମାସର ନିଷ୍ପାପ ଶିଶୁକୁ ୧୫ଥର ଚେଙ୍କ ଦେଇଛି ଦିଶାରୀ। ସଚେତନତା ଅଭାବରୁ ପରିବାର ଲୋକ ହିଁ ଏମିତି ପାରଂପରିକ ଚିକିତ୍ସା କରାଇଛନ୍ତି। ତେବେ ଅବସ୍ଥା ବିଗିଡି ଯିବାରୁ ଶେଷରେ ଶିଶୁକୁ ବାଧ୍ୟ ହୋଇ ଜୟପୁର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ଆଇସିୟୁରେ ପ୍ରଭାତ ବିଶ୍ୱାଳ

କଟକ : ଚିଟ୍‌ଫଣ୍ଡ ଲିଙ୍କ୍‌ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦିନ ପ୍ରାୟ ସାଢେ ୧ଟା ବେଳେ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଏସ୍‌ସିବି ଅଣାଯାଇଥିଲା। ଏଠାରେ ତାଙ୍କୁ ଟ୍ରମା ବିଲ୍ଡିଂର…
ଅଧିକ ଖବର ଦେଖନ୍ତୁ...