ଅନୁସନ୍ଧାନ କରୁଥିବା ବର୍ଗ

Latest

କ୍ୟାଡବୋରି ଚକୋଲେଟରେ ପୋକ ମିଳିବାରୁ ୫୦,୦୦୦ ଜରିମାନା

ଗୁଣ୍ଟୁର: କ୍ୟାଡବୋରି ଚକୋଲେଟର ସହଯୋଗୀ କମ୍ପାନି ‘ମୋଡେଲେଜ୍‌ ଇଣ୍ଡିଆ ଫୁଡସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଉପଭୋକ୍ତା ମଞ୍ଚ ବ୍ୟାକ୍‌ଟେରିଆ ଦୂଷିତ ଯୁକ୍ତ ଚକୋଲେଟ ଯୋଗାଣ ସମ୍ପର୍କରେ ଅଭିଯୋଗକୁ ସତ୍ୟ ପ୍ରମାଣ କରି ୫୦,୦୦୦ଟଙ୍କା ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି କେରଳରୁ ୨ ଆଇଏସଆଇଏସ୍‌ ଏଜେଣ୍ଟ ଗିରଫ

କନ୍ନୁର: କେରଳ ଭାଲାପାଟ୍ଟାନାମ ପୁଲିସ ଗୁରୁବାର ଦୁଇ ଜଣ ମୁସଲମାନ ଯୁବକଙ୍କୁ ଗିରଫ କରି କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍‌ ପାଇଁ ସ୍ଥାନୀୟ ଲୋକଙ୍କୁ ଭର୍ତ୍ତି କରିବାର ଅଭିଯୋଗ ହୋଇଥିଲା। ଗିରଫ ଦୁଇ ଯୁବକଙ୍କ ନାମ ହାମସା ଓ ମାନାଫା। ହାମସା ଓ…
ଅଧିକ ଖବର ଦେଖନ୍ତୁ...

ରିତ୍ୱିକ୍‌ ରୋଶନ୍‌ ମନାଇଲେ ଏକ୍ସ ଓ୍ଵାଇଫ୍‌ ସୁଜୈନଙ୍କ ଜନ୍ମଦିନ ଉତ୍ସବ!

ବଲିଉଡ଼୍‍ର ମୋଷ୍ଟ୍‍ ହ୍ୟାଣ୍ଡ୍‌ସମ୍‌ ଆକ୍ଟର୍‌ ତଥା ଡ୍ୟାନ୍‌ସ ମାଷ୍ଟର୍‌ ରିତ୍ୱିକ୍‌ ରୋଶନ୍‌ ଏବଂ ତାଙ୍କର ଏକ୍ସ ପତ୍ନୀ ସୁଜୈନ୍‌ ଖାନ୍‌ଙ୍କର ଛାଡ଼ପତ୍ର ହୋଇଯାଇଥିଲେ ହେଁ ଏହି ଦୁଇ କପୁଲ୍‌ଙ୍କୁ ଏବେ ପ୍ରାୟତଃ ଏକାସଥିରେ ଦେଖିବାକୁ ମିଳୁଛି। ସେ, କୌଣସି ପାର୍ଟି ଫଙ୍କ୍‌ସନ୍‌ ହେଉ କିମ୍ବା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ: ବାନ୍ଦ୍ରା ରେଳ ଷ୍ଟେସନ୍‌ ନିକଟରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ବାନ୍ଦ୍ରା ରେଳ ଷ୍ଟେସନ ନିକଟ ବସ୍ତିରେ ଗୁରୁବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ବମ୍ବେ ମୁନିସିପାଲ କର୍ପୋରେସନ ଦ୍ୱାରା ଜବରଦଖଲ ଉଚ୍ଛେଦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୯ଟି ଦମକଳ ଗାଡ଼ି ଓ ପାଣି ଟାଙ୍କି…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆରେ ଚାକିରି ସୁଯୋଗ: ଅଷ୍ଟମ ପାସ୍‌ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆବେଦକଙ୍କ ପାଇଁ ଖୁସି ଖବର। ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା କୌଣସି ପ୍ରାର୍ଥୀ ଏୟାର ଇଣ୍ଡିଆରେ ଖାଲି ଥିବା ପଦବି ଲାଗି ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି। ତେବେ ଆସନ୍ତୁ ଜାଣିବେ କିପରି କରିବେ ଏହି ପଦ ପାଇଁ ଆବେଦନ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ କପ୍‌ ଅୟୋଜନରେ ସନ୍ତୁଷ୍ଟ ଫିଫା ମୁଖ୍ୟ କହିଲେ, ଭାରତ ଏଣିକି ଫୁଟବଲ୍‌ର ଦେଶ

ନୂଆଦିଲ୍ଲୀ: ଭାରତରେ ଫିଫା ୧୭ ବର୍ଷରୁ କମ ବିଶ୍ୱ କପ୍‌ର ସଫଳ ଆୟୋଜନ ନେଇ ଖେଳପ୍ରେମୀ ସନ୍ତୁଷ୍ଟ ଲାଭ କରିଛନ୍ତି। ଫିଫା ଅଧ୍ୟକ୍ଷ ଗିୟାନୀ ଇନ୍‌ଫେନ୍‌ଟିନୋ ଗୁରୁବାର କହିଛନ୍ତି, ଭାରତ ଏବେ ଫୁଟବଲର ଦେଶ ହୋଇ ଯାଇଛି। ସେ ଶୁକ୍ରବାର ହେବାକୁ ଥିବା ଫିଫା ପରିଷଦର ବୈଠକ ଓ ଫିଫା ୧୭ ବର୍ଷରୁ କମ…
ଅଧିକ ଖବର ଦେଖନ୍ତୁ...

ଦିନିକିଆ ମ୍ୟାଚ୍‌ରେ ୭୫୦ରୁ ଅଧିକ ଚୌକା ମାରିବାରେ ଧୋନି ହେଲେ ସପ୍ତମ ଭାରତୀୟ

ନୂଆଦିଲ୍ଲୀ:  ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତ ବିଜୟୀ .ହେବା ସହ ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି ନିଜ ନାମରେ ଏକ ନୂଆ ରେକର୍ଡ  କରିଛନ୍ତି। ଗତକାଲି ପୁନେଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ଏକ ଦିବସୀୟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଧୋନି କେବଳ ୧୮ରନ୍‌…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ମୋଦିଙ୍କ ପ୍ଲାନ ହେବ ଦାଉଦକୁ ଭାରତ ଆଣିବା: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ ଗୁରୁବାର କହିଛନ୍ତି, ୨୦୧୯ରେ ନରେନ୍ଦ୍ର ମୋଦି ଦଙ୍ଗା, ଦାଉଦ ଅଥବା କାରଗିଲ ଭଳି ଯୁଦ୍ଧ କରିବାକୁ ଭଳି ଯୁଦ୍ଧ ଯୋଜନା ପ୍ରସ୍ତତ କରିପାରନ୍ତି। ନୋଟବନ୍ଦୀ, ମୋଦି ସରକାରଙ୍କ କାର୍ଯ୍ୟକ୍ରମ, ଗୁଜରାଟ ନିର୍ବାଚନ,…
ଅଧିକ ଖବର ଦେଖନ୍ତୁ...

ପାକ୍‌-ସୀମାକୁ ପ୍ରବେଶ କରିବା ମହଙ୍ଗା ପଡ଼ିଲା: ତିନି ମାସ ଜେଲରେ ରହିବେ ଭାରତୀୟ ସିପାହୀ

ନୂଆଦିଲ୍ଲୀ: ଗତବର୍ଷ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରଗୁଡ଼ିକ ଉପରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିବାର କିଛି ସମୟ ପରେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିଥିଲେ ଭାରତୀୟ ଯବାନ ଚନ୍ଦୁ ବାବୁଲାଲ ଚଉନ୍‌ । ଏହାପରେ ବାବୁଲାଲଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜଗା-ବଳିଆଙ୍କ ଅପରେସନ ବଡ଼ ଜଟିଳ ଥିଲା: ଡାକ୍ତର ଅଶୋକ ମହାପାତ୍ର

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନ ବଡ଼ ଜଟିଳ ଥିଲା ବୋଲି ଗୁରୁବାର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋ ସର୍ଜନ ଡାକ୍ତର…
ଅଧିକ ଖବର ଦେଖନ୍ତୁ...