ଅନୁସନ୍ଧାନ କରୁଥିବା ବର୍ଗ

Latest

ଏହି ବିଜ୍ଞାପନ ଜରିଆରେ ସାମ୍ନାକୁ ଆସିଲା ଅନୁଷ୍କା ଓ ବିରାଟଙ୍କ ଅନାବିଳ ସମ୍ପର୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଅଫିସିଆଲି ଭାବେ ସେମାନଙ୍କର ସଂପର୍କ ବିଷୟରେ କେବେହେଲେ ଦୁହେଁ ଏଯାବତ୍‌ ସାର୍ବଜନୀନ କରିନାହାଁନ୍ତି । ଗଣମାଧ୍ୟମ ଯେତେବେ ବିରାଟ ଓ…
ଅଧିକ ଖବର ଦେଖନ୍ତୁ...

ଧନତେରସ୍‌ ପ୍ରଭାବ: ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଧନତେରସ୍‌ର ଅବସରରେ ମଙ୍ଗଳବାର ଗହଣା ପ୍ରେମୀ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ହିନ୍ଦୁ ଧର୍ମର ବିଶ୍ୱାସ ରହିଛି ଯେ, ଧନତେରସ୍‌ ଦିନ ଘରକୁ ଅଳଙ୍କାର କିଣି ଆଣିଲେ ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି। ଆଧ୍ୟାତ୍ମିକ ଭାବନା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ। ଏହି ଦିନରେ…
ଅଧିକ ଖବର ଦେଖନ୍ତୁ...

ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧୀନ ‘ଗୁରୁପ୍ରିୟା ସେତୁ’କୁ ବିସ୍ଫୋରଣ କରି ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ଦେହରେ ୨ଜଣ ସଦିଗ୍ଧଙ୍କୁ ମଙ୍ଗଳବାର ଅଟକ ରଖିଛି ବିଏସ୍‌ଏଫ ଯବାନ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୀମା…
ଅଧିକ ଖବର ଦେଖନ୍ତୁ...

ତାଜମହଲ ହେଉଛି ଭାରତୀୟଙ୍କ ଝାଳ, ରକ୍ତ ଓ ପରିଶ୍ରମର ଫଳ: ଯୋଗୀ

ନୂଆଦିଲ୍ଲୀ: ନିକଟରେ ବିଜେପି ନେତା ସଙ୍ଗୀତ ସୋମ ତାଜମହଲର ଐତିହାସିକତା ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତରପ୍ରଦେଶର ସରକାର ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି। ସଙ୍ଗୀତଙ୍କ ଏହି ବିବାଦୀୟ ବୟାନ ଉପରେ ଟିପ୍ପଣୀ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କିଏ କ’ଣ…
ଅଧିକ ଖବର ଦେଖନ୍ତୁ...

ଆତଙ୍କୀ ଆକ୍ରମଣର ୮ ବର୍ଷ ପରେ ପାକିସ୍ତାନ ସହିତ ଅନ୍ତର୍ଜାତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା

କଲମ୍ବୋ: ଦୀର୍ଘ ଆଠ ବର୍ଷ ପରେ ଆଗାମୀ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଲାହୋରରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି। ୨୦୦୯ରେ ବନ୍ଧୁକ ଓ ଗ୍ରେନେଡ଼ ଆକ୍ରମଣ ପରେ ଦେଶ ମଧ୍ୟରେ ପାକିସ୍ତାନରେ କୌଣସି ଆର୍ନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ବିଗତ ୩୬ ଦିନ ହେବ ବିଧାନସଭା ସମ୍ମୁଖରେ ଧାରଣାରତ ଅଙ୍ଗନବାଡ଼ି କର୍ମୀମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି ସଙ୍ଘ ନେତ୍ରୀ ଓ ପ୍ରାୟ ୨୦୦ କର୍ମୀ ରାଜ୍ୟ ସଚିବାଳୟରେ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ବେଳେ…
ଅଧିକ ଖବର ଦେଖନ୍ତୁ...

ଯେ କୌଣସ ମୁହୂର୍ତ୍ତରେ ପରାମାଣୁ ଯୁଦ୍ଧର ଧମକ ଦେଲା ଉତ୍ତରକୋରିଆ

ମିଳିତ ଜାତିସଂଘ: ଯେ କୌଣସି ମୁହୂର୍ତ୍ତରେ କୋରିଆ ଉପଦ୍ୱୀପ ଅଞ୍ଚଳରେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ମିଳିତ ଜାତିସଂଘରେ ଉତ୍ତର କୋରିଆର ଡେପୁଟି ରାଜଦୂତ ସୋମବାର ଦିନ ଏ ପ୍ରକାର ମନ୍ତବ୍ୟ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛନ୍ତି। ମିଳିତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ହତ୍ୟା ଅଭିଯୋଗ ହେବା ପରେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ସନ୍ଦେହଜନକଭାବେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶବକୁ ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଖୋଳି ବ୍ୟବଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା:ବସ ଧକ୍‌କାରେ ମହିଳା ମୃତ

ନୂଆପଡ଼ା:ଆଜି ସକାଳେ ନୂଆପଡ଼ା ଖରିଆର ଥାନା ରିସଗାଁ ନିକଟରେ ଏକ ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ବେଲମତି ବାରିକ(୩୫ ବର୍ଷ)। ସେ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଭବାନୀପାଟଣାରୁ ନୂଆପଡ଼ା ଆସୁଥିବା ଏକ ଘରୋଇ ବସ ଧକ୍କା ଦେଇଥିଲା। ଏହାକୁ ନେଇ ସେଠାରେ…
ଅଧିକ ଖବର ଦେଖନ୍ତୁ...

ପୁରୀ: ପୋଖରିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ

ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ପଞ୍ଚାୟତ ପୋଖରିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛିି। ମହିଳାଜଣକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ। ତେବେ ପୋଖରି ନିକଟରୁ ମିଳିଥିବା ଏକ ଭ୍ୟାନିଟରୁ କିଛି ମେଡିସିନ ଓ ବେଗୁନିଆର ଏକ ସୁନା ଦୋକାନରୁ…
ଅଧିକ ଖବର ଦେଖନ୍ତୁ...