ଅନୁସନ୍ଧାନ କରୁଥିବା ବର୍ଗ

Latest

ଅନ୍‌-ଜବ୍‌ ଟ୍ରେନିଙ୍ଗ୍‌ ନିମନ୍ତେ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଜାପାନ ପଠାଇବ ଭାରତ

ନୂଆଦିଲ୍ଲୀ: ସରକାରଙ୍କର ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ୩ରୁ ୫ ବର୍ଷ ସକାଶ ଭାରତ ତିନି ଲକ୍ଷ ଯୁବକ ଯୁବତୀଙ୍କୁ ଅନ୍‌-ଜବ୍‌ ଟ୍ରେନିଙ୍ଗ୍‌ରେ ଜାପାନ ପଠାଇବ ବୋଲି ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତୀୟ ଟେକ୍‌ନିକାଲ୍‌…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ୫ ଡକାୟତ ଅଟକ, ପିସ୍ତଲ, ବୋଲେରୋ ସହିତ ୭୨ ହଜାର ଟଙ୍କା ଜବତ

ଢେଙ୍କାନାଳ: ଗତକାଲି ରାତିରେ ଢେଙ୍କାନାଳ ସଦର ଥାନା ପୁଲିସ ଓ ଟାଉନ ଥାନା ପୁଲିସ ମିଳିତ ଭାବେ ଚେକିଂ କରି ଏକ ଡକାୟତ ଦଳକୁ କାବୁ କରିଛି। ସେମାନଙ୍କ ଠାରୁ ୯ ଏମଏମ ର ଗୋଟଇଏ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି, ୭୨ ହଜାରଟଙ୍କା, ୧୦ଟି ମୋବାଇଲ ସହିତ ଗୋଟିଏ ବୋଲେରୋ ଜବତ କରାଯାଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୁରୀ: ପଡ଼ିଯାଇ ଆହତ ହବିଷ୍ୟାଳିଙ୍କର ଡାକ୍ତରଖାନାରେ ମୃତ୍ୟୁ

ପୁରୀ:କାର୍ତ୍ତିକ ମାସରେ ପୁରୀରେ ରହି କାର୍ତ୍ତିକବ୍ରତ ପାଳୁଥିବା ଜଣେ ହବିଷ୍ୟାଳିଙ୍କର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବ୍ରହ୍ମଗିରି କାଠପିରିଙ୍ଗ ଅଞ୍ଚଳର ରାଧାମଣି ସାମନ୍ତରା(୬୫ ବର୍ଷ) କାର୍ତ୍ତିକମାସ ଆରମ୍ଭରୁ ନରେନ୍ଦ୍ରକୋଣ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ତୃଣମୂଳ ଏବଂ ରାଜ୍ୟସଭା ଛାଡ଼ିଲେ ମୁକୁଳ ରାୟ

ନୂଆଦିଲ୍ଲୀ: ବିଦ୍ରୋହୀ ତୃଣମୂଳ ସାଂସଦ ମୁକୁଳ ରାୟ ଦଳର ସମସ୍ତ ପଦ ପଦବୀ ଏବଂ ରାଜ୍ୟସଭାରୁ ମଧ୍ୟ ବୁଧବାର ଦିନ ଇସ୍ତଫା ଦେଇଛନ୍ତି। କିନ୍ତୁ, ସେ ଇସ୍ତଫା ଦେଲେ ମଧ୍ୟ ତୃଣମୂଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନରଦା ଏବଂ ସାରଦା ବିବାଦରେ କ୍ଲିନ୍‌ ଚିଟ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମୋବାଇଲ ଟାଓ୍ଵାରକୁ ଉଡାଇଦେଲେ ମାଓବାଦୀ

ମାଲକାନଗିରି:ଗତକାଲି ରାତିରେ ସିପିଆଇ ମାଓବାଦୀ( ନବୀନ ଗୋଷ୍ଠୀ)ର ୨୦ରୁ ଊର୍ଧ୍ୱ ସଶସ୍ତ୍ର ମାଓବାଦୀ ମାଲକାନଗିରୀ ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲା ଦରାକୋଣ୍ଡା ଗ୍ରାମରେ ଥିବା ବିଏସଏନଏଲ ମୋବାଇଲ ଟାଓ୍ଵାରକୁ ନିଆଁ ଲାଗାଇ ପୋଡି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଟେଲି ଯୋଗାଯୋଗ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ:ପୁଲିସ ଗାଡ଼ି ଉପରକୁ ପାୟାରିଂ, ଏସଆଇଙ୍କ ବେକରେ ବାଜିଛି ଗୁଳି

ଲମତାପୁଟ(କୋରାପୁଟ): ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମାଛକୁଣ୍ଡ ଥାନା ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ମାଛକୁଣ୍ଡ ଥାନାର ସବ୍‌ ଇନସପ୍ଟେର ପ୍ରଦୀପ ନାୟକ ଆହତ ହୋଇଛନ୍ତି। ଶ୍ରୀ ନାୟକଙ୍କ ବେକରେ ଗାଟିଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କୁ ଉପହାର: ୨୦୧୬ ଜାନୁଆରି ପହିଲାରୁ ମିଳିବ ସପ୍ତମ ବେତନ ଆୟୋଗ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସପ୍ତମ ବେତନ କମିସନର ସୁପାରିସ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବିଶ୍ୱବିଦ୍ୟାଳୟ, ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକମାନଙ୍କୂ ବର୍ଦ୍ଧିତ ହାରରେ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଶୁଦ୍ଧିକ୍ରିୟାର ୪ ବର୍ଷ ପରେ ଘରକୁ ଫେରିଲେ ମହିଳା: ୩ ପିଲା ଫେରିପାଇଲେ ମା’ କୋଳ

ଭୁବନେଶ୍ୱର: ଶୁଦ୍ଧିକ୍ରିୟା ସରିଥିଲା। ଦଶ ତୁଠ, ବାର କାର୍ଯ୍ୟ ସବୁକିଛି ସମ୍ପନ୍ନ ହୋଇସାରିଥିଲା। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ଆଜକୁ ଠିକ୍‌ ୪ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମା’ ତା’ର ୩ ସନ୍ତାନ ପାଖକୁ ଫେରି ଆସିଛି। ହଁ ଯାହାର ୩ ବର୍ଷ ତଳେ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଟ୍ରେନ୍‌ରେ କଟି ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ରଣାପୋଖରି ନିକଟ ଦେଇ ଯାଇଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଲେଓ୍ଵ ଲାଇନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତାଙ୍କ ଶରୀର ଦୁଇଖଣ୍ଡ ହୋଇ ଟ୍ରାକ୍‌ର ଦୁଇ ପଟରେ ପଡ଼ିଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଆଜି ଖୋକାଭାଇଙ୍କ ଜନ୍ମଦିନ: ଅକ୍ଷୟଙ୍କ ଗୀତ ପଛର ଅକ୍ଷୟ କାହାଣୀ

ଭୁବନେଶ୍ୱର: ପାନ ଜାକିଥିବା ଗାଉଁଲି ସୁନ୍ଦରୀ ତରୁଣୀର ନାଲି ଟହଟହ ଓଠ ଦେଇ ନିଗିଡ଼ି ପଡ଼ୁଥିବା ପାନ ପିକକୁ ଦେଖି ସେ ଲେଖିପାରୁଥିଲେ ‘ଆଲୋ ହୁଣ୍ଡି ପଇସାକେ ପାନ କେତେ ଖଣ୍ଡି...। ମଞ୍ଚରେ ବସିଥିବା ବେଳେ ଅପସରି ଯାଇଥିବା ‘ଫଗୁଣ’ର ଅଭାବବୋଧକୁ ଭାଳି ହୋଇ ସେ ଗାଇ ପାରୁଥିଲେ ‘ହେ ଫଗୁଣ ତୁମେ…
ଅଧିକ ଖବର ଦେଖନ୍ତୁ...