ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ହଟିଲେ ଏମ୍‌ ନାଗେଶ୍ୱର ରାଓ

ନୂଆଦିଲ୍ଲୀ/ଭୁବନେଶ୍ୱର: ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଶୁକ୍ରବାର ଓଡ଼ିଆ ଆଇପିଏସ୍‌ ଅଧିକାରୀ ଏମ୍‌. ନାଗେଶ୍ୱର ରାଓ ହଟିଛନ୍ତି। ସେ ଅଗ୍ନିଶମ ଓ ନାଗରିକ ସୁରକ୍ଷା ବିଭାଗର ମହାନିର୍ଦେଶକ ହୋଇଛନ୍ତି। ତାଙ୍କୁ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ଡିଜି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର