ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ସମତାକ୍ରାନ୍ତି ଦଳର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ସମତାକ୍ରାନ୍ତି ଦଳର ପ୍ରତିଷ୍ଠା ଦିବସ ଆଜି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦଳର ସଭାପତି ପ୍ରଶାନ୍ତ ମିଶ୍ର ସଭାପତିତ୍ୱରେ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପ୍ରବୋଧ ଚନ୍ଦ୍ର ସିହ୍ନା, ଦଳର ପ୍ରତିଷ୍ଠାତା ବ୍ରଜ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗଦେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର : ମହାରାଷ୍ଟ୍ର କ୍ୟା଼ଡ଼ର ଆଇପିଏସ୍‌ ଅଫିସର ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଗଦାନ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଅରୂପ…
ଅଧିକ ଖବର ଦେଖନ୍ତୁ...

ଡିଏମ୍‌କେ ସାଂସଦ କାନିମୋଝିଙ୍କୁ ‘ଜାରଜ’ ସନ୍ତାନ କହି ବିଜେପି ସଂପାଦକ ରାଜା ହରଡ଼ଘଣାରେ

ଚେନ୍ନାଇ: ଏକ ବିବାଦୀୟ ଟୁଇଟ୍‌ କରି ଆଜି ହରଡ଼ଘଣାରେ ପଡ଼ି ଯାଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଂପାଦକ ଏଚ୍‌ ରାଜା। ବିଜେପି ରାଷ୍ଟ୍ରୀୟ ସଂପାଦକ ରାଜାଙ୍କ ଏହି ଟୁଇଟ୍‌କୁ କେନ୍ଦ୍ର କରି ତାମିଲନାଡ଼ୁର ରାଜନୈତିକ ବାତାବରଣ ସରଗରମ ହୋଇପଡ଼ିଛି। ତାମିଲ ଭାଷାରେ କରିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ମହାଭାରତ ଯୁଗରେ ବି ଇଣ୍ଟରନେଟ ଓ ସାଟେଲାଇଟ୍‌ ଥିଲା: ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଉପରେ ବିବାଦ

ନୂଆଦିଲ୍ଲୀ: ‘ମହାଭାରତ ଯୁଗରୁ ଦେଶରେ ଇଣ୍ଟରନେଟ୍‌ ଓ ସାଟେଲାଇଟ୍‌ ମହଜୁଦ୍‌ ରହିଥିଲା ଏବଂ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଭାରତରେ ଅତ୍ୟାଧୁନକ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ହୋଇ ସରିଥିଲା ବୋଲି, ମୁଁ ଦେଇଥିବା ବକ୍ତବ୍ୟକୁ ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ମହାରାଷ୍ଟ୍ର କ୍ୟାଡ଼ରର  ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ ବୁଧବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅରୂପ ଯୋଗଦେବା ଅବସରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର,…
ଅଧିକ ଖବର ଦେଖନ୍ତୁ...

‘ବିଜେଡି ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ ଚାଲିଥିଲା’

ବିଜେଡି ବି ପ୍ରତିକ୍ରିୟା ରଖିଲା ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ଜବରଦସ୍ତ ଝଟ୍‌କା ଲାଗିଛି। ତାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଆଜି ଇସ୍ତଫା ଦେଇ ସାଂସଦଙ୍କ ସହିତ ସଂପର୍କ ଛିନ୍ନ କରିଛନ୍ତି, ତା ନୁହେଁ, ଶ୍ରୀ ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡାକରା ପାଇ ତିନି କଂଗ୍ରେସ ନେତା ଦିଲ୍ଲୀ ଯିବେ, ୧୯ରେ ରାହୁଲଙ୍କୁ ଭେଟିବେ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ରାଜ୍ୟ କଂଗ୍ରେସରେ ସଂଗଠନିକ ଅଦଳବଦଳ ହେବା ଚର୍ଚ୍ଚା ଏବେ ଜୋର ଧରିଛି।  କଂଗ୍ରେସର  ରାଜ୍ୟ ପ୍ରଭାରୀ  ବଦଳିବା ପରେ  ତିନି ଜଣ  କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ଆସିଛି । ଓଡ଼ିଶା କଂଗ୍ରେସର ୩ ବରିଷ୍ଠ ନେତା  ଚିରଂଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର : ସୋହେଲା ଜେଲରୁ ଆସି ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ଜୟ ନାରାୟଣ ମିଶ୍ର

ସମ୍ବଲପୁର:  ବିଜେପୁର ଉପ ନିର୍ବାଚନ ସମୟରେ  ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ  ବନବିରା ଗାଁ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ୍ରାକ୍ରମଣ ଓ ତାଙ୍କ ଡ୍ରାଇଭରକୁ  ହତ୍ୟା ମାମଲାରେ   ସମ୍ପକ୍ତ ଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇ ସୋହେଲା ଜେଲରେ ଥିବା ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ମଦ ବାର ତଥା ନାଇଟ୍‌ କ୍ଲବ୍‌ର ଉଦ୍‌ଘାଟନ କରି ଅଡ଼ୁଆରେ ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜ

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶ ଉନ୍ନାଓର ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଜୋର ଧରିଛି। ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜ ସବୁବେଳେ ତାଙ୍କର ବିବାଦୀୟ ବକ୍ତବ୍ୟକୁ ନେଇ ଚର୍ଚ୍ଚିତ ରହିଥାଆନ୍ତି। ତେବେ, ଏଥର…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ: ୨ୟ ପର୍ଯ୍ୟାୟରେ ବିଜେପିର ୮୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ଜାରି କରିଛି। ଏହି ତାଲିକାରେ ୮୨ଜଣଙ୍କର ନାମ ଘୋଷଣା କରାଯାଇଛି। ପୂର୍ବରୁ ବିଜେପି ଏପ୍ରିଲ ୯ରେ ପ୍ରଥମ ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଥିଲା। ଏଥିରେ…
ଅଧିକ ଖବର ଦେଖନ୍ତୁ...