ମୁଁ ଶାନ୍ତିରେ ବସିପାରିବି ନାହିଁ: ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ ହୋଇଛି | ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୮୮ଟି ଲୋକସଭା ଆସନରେ ଭୋଟ୍ ଦେବାର ପ୍ରକ୍ରିୟା ଶେଷ ହୋଇସାରିଛି। ବାଗେଶ୍ୱର ଧାମର ପୀଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ଖଜୁରାହୋ ଲୋକସଭା…

ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀଙ୍କ ଚେହେରା ଦେଖି ମଜାକ ଉଡ଼ାଇଥିବା ଲୋକଙ୍କୁ ଉଚିତ ଜବାବ ଦେଲେ ପ୍ରାଚୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା-୨୦୨୪ର ଫଳାଫଳ ଘୋଷଣା ହୋଇସାରିଛି। ଏଥିରେ ସୀତାପୁରର ପ୍ରାଚୀ ନିଗମ ୯୮.୫୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇବା ପରେ ପ୍ରାଚୀଙ୍କ ନିକଟରୁ ବିଭିନ୍ନ ମାଧ୍ୟମରୁ ପ୍ରଶଂସାର ସୁଅ ଛୁଟିଥିବାବ‌େଳେ କିଛିଲୋକ…

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ‌ ବୃଷ: ଆପଣ ନିଜର କାମ ଧୀରେ ଧୀରେ କରି ସଂପୂର୍ଣ୍ଣ କରିବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର…

ଓଡ଼ିଶା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର: ୨୮ରେ ବ୍ରହ୍ମପୁରରେ ନଡ୍ଡା, ସାଲେପୁରରେ ରାହୁଲଙ୍କ ଜନସଭା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଉପରେ ନଜର ରହିଛି। ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେଉଥିବାରୁ କେନ୍ଦ୍ରୀୟ ନେତାଙ୍କର ନଜର ରହିବା ମଧ୍ୟ ସ୍ବାଭାବିକ। ଗତକାଲି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…

‘ନୋଟା’କୁ ସର୍ବାଧିକ ଭୋଟ ମିଳିଲେ କଣ ହେବ ? ନିର୍ବାଚନ କମିସନଙ୍କୁ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଯଦି ଗୋଟିଏ ଆସନରେ ଅଧିକାଂଶ ଭୋଟର ନୋଟାର ବିକଳ୍ପ ବାଛିଲେ ତାହାହେଲେ ଫଳାଫଳ କଣ ହେବ ? ନିର୍ବାଚନ ରଦ୍ଦ ହେବ କି ? କୋର୍ଟ କହିଛନ୍ତି ଯେ ଯଦି ନୋଟାକୁ କୌଣସି ଆସନରେ ସର୍ବାଧିକ ଭୋଟ…

ଦ୍ଵିତୀୟ ସନ୍ତାନର ପିତା ହେଲେ କ୍ରୁନାଲ ପାଣ୍ଡ୍ୟା

ନୂଆଦିଲ୍ଲୀ: ଲଖନଉ ସୁପର ଜିଆଣ୍ଟସର ଭେଟେରାନ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପଙ୍ଖୁଡି ଶର୍ମା ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। କ୍ରୁନାଲ ଏବଂ ପଙ୍ଖୁଡି ନବଜାତକର ନାମ ବାୟୁ ରଖିଛନ୍ତି। କ୍ରୁନାଲ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ…

ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି: କେକେଆରର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି। ଗୋଟିଏ ପଟେ ରୋହିତ ଶର୍ମା ବିଶ୍ୱକପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ହେବାକୁ ଯାଉଥିବା ବେଳେ ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ ଏଭଳି କହିଛନ୍ତି। ସେ କହିଛନ୍ତି…

ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ; ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ପାଇଁ ଲୋକସଭା…

ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା: ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି

ମୁମ୍ବାଇ: ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ…

ସନ୍ଦେଶଖାଲି : ଶାହାଜାହାଁ ଶେଖର ସହଯୋଗୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶଖାଲି ପୁଣି ଚର୍ଚ୍ଚାକୁ ଆସିଛି। ଶୁକ୍ରବାର (ଏପ୍ରିଲ ୨୬) ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନର ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୨ଟି ବନ୍ଧୁକ…