ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବଜ୍ରପାତରେ ୨ ମୃତ, ୨ ପର୍ଯ୍ୟଟକ ଓ ଶିଶୁ ସମେତ ୫ ଆହତ

ଭୁବନେଶ୍ୱର/କୁଚିଣ୍ଡା: ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବଜ୍ରପାତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ନାଗଡ଼ିହିରେ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି। କୁଚିଣ୍ଡାର ରଜନୀକାନ୍ତ ସାହୁ(୩୩) ଓ ଅଗସ୍ତି ନାଏକ(୨୫)…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ଉଠାଇବା ଦାବିରେ ରାସ୍ତା ଅବରୋଧ

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରି ନେବାକୁ ଦାବି କରି ଗୁରୁବାର ପୂର୍ବାହ୍ନରେ ଗରଡ଼ା ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁଠାରେ ସବାଇଘାସ ଚାଷୀମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୧୦୦ ସରିକି ଚାଷୀ ସବାଇଘାସ ସହ ବାଲେଶ୍ୱର-ବାରିପଦା ଦେଇ ଯାଇଥିବା ୧୮…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଚାଳକ ମୃତ

ବାଲେଶ୍ୱର: ଗୁରୁବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ନିକଟରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ଜଣେ ସାଇକେଲ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ଥାନା ପାଖରେ ଥିବା ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ ସମ୍ମୁଖ ରାସ୍ତାରେ ୧୭ ବର୍ଷିୟ ଶଚ୍ଚୀନ୍ଦ୍ର ଜେନା ସାଇକେଲ୍‌ ଚଳାଇ ଯାଉଥିବାବେଳେ ପଛଆଡୁ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ନୂଆପଡ଼ା: ବୁଧବାର ରାତିରେ ଭାଲୁ ଆକ୍ରମଣରେ ଧରମବନ୍ଧା ଥାନା ଅନ୍ତର୍ଗତ ଛୋଟ ଲାଞ୍ଜିମାର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଛୋଟ ଲାଞ୍ଜିମାର ଗ୍ରାମର ୬୦ ବର୍ଷିୟ ଲକ୍ଷ୍ମଣ ମାଝୀ କାଲି ରାତିରେ ଚୀନାବାଦାମ ଫସଲ ଜଗିବା ନିମନ୍ତେ ବିଲକୁ ଯାଇଥିଲେ। ଆଜି ସକାଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘ଅସହିଷ୍ଣୁତା ଓ ଗଣତନ୍ତ୍ର ଏକସଙ୍ଗେ ତିଷ୍ଠିବା ଅସମ୍ଭବ’

ଭୁବନେଶ୍ୱର : ବର୍ତ୍ତମାନ ଆମ ଦେଶର ଗଣତନ୍ତ୍ର ବିପଦରେ। ଅସହିଷ୍ଣୁତା ଓ ଭିନ୍ନ ମତକୁ ନ ଶୁଣିବାର ମାନସିକତା ଦିନକୁ ଦିନ ଉଗ୍ର ହେଉଛି। ସବୁ କ୍ଷେତ୍ରରେ ଅସହିଷ୍ଣୁତା ବାରି ହୋଇପଡ଼ୁଛି। ଗଣତନ୍ତ୍ରକୁ ଦୃଢ଼ କରୁଥିବା ସମ୍ବିଧାନସମ୍ମତ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗି ଦିଆଯାଉଛି ଅଥବା ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଓଡ଼ିଶାର ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମାମଲାର ଶୁଣାଣି କରି କେଉଁ ଆଧାରରେ ବର୍ଦ୍ଧିତ ଦରମା ଦିଆଯିବ ସେ ନେଇ  ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ  ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ…
ଅଧିକ ଖବର ଦେଖନ୍ତୁ...

କଳା ତାଲିକାଭୁକ୍ତ ହେବ ଠିକା ସଂସ୍ଥା

ଭୁବନେଶ୍ୱର : ନିର୍ମାଣାଧୀନ ବମିଖାଲ୍‌ ଫ୍ଲାଏ ଓଭରବ୍ରିଜ୍‌ ଭୁଶୁଡ଼ିବା ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି। ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରାୟ ୧୩୦ ପୃଷ୍ଠାର ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟକୁ ଭିତ୍ତିକରି ପୂର୍ତ୍ତ…
ଅଧିକ ଖବର ଦେଖନ୍ତୁ...

ପିଆଜ ଚାଷରୁ ମୁହଁ ମୋଡ଼ିଲେଣି ଚାଷୀ

ଭୁବନେଶ୍ୱର : ୨୦୧୨-୧୩ରେ ରାଜ୍ୟରେ ଯେତିକି ହେକ୍ଟର ଜମିରେ ପିଆଜ ଚାଷ ହେଉଥିଲା, ଆଜି ଦିନରେ ସେ ମଧ୍ୟରୁ ପାଖାପାଖି ଦେଢ଼ହଜାର ହେକ୍ଟର ଚାଷ ଜମିରେ ଆଉ ପିଆଜ କରୁନି ଚାଷୀ। ଉତ୍ପାଦନ ହାର ବଢିଛି ଏକଥା ବି ନୁହେଁ। ବରଂ ଗତ ପାଞ୍ଚ ବର୍ଷ ଭିତରେ ଭୟଙ୍କର ଭାବେ କମିଛି। ପରିସଂଖ୍ୟାନକୁ ନିରେଖି…
ଅଧିକ ଖବର ଦେଖନ୍ତୁ...

ଗ୍ରୁପ୍‌ ଲୋନ୍‌ ହେଲା କାଳ : ଜୀବନ ହାରିଲେ ନଟବର

କିଶନନଗର : ଗ୍ରୃପ୍‌ ଋଣ କରିଥିଲେ ଝିଅ ବାହାଘର ପାଇଁ। ଋଣ ଟଙ୍କାରେ ୨ବର୍ଷ ତଳେ ଝିଅ ବାହାଘର କରିଥିଲେ। କିନ୍ତୁ ଋଣ ପରିଶୋଧ ହେବା ବଦଳରେ ବଢି ଚାଲିଥିଲା ଋଣଭାର। ସୁଧ ପରିମାଣର ଏପରି ବଢିଯାଇଥିଲା ଯେ, ଋଣ ପରିଶୋଧ ପାଇଁ ପରିସ୍ଥିତି ବାଧକ ସାଜିଥିଲା। ଶେଷରେ ଋଣ ଚାପରେ ଆତ୍ମହତ୍ୟା ପରି ଚରମ…
ଅଧିକ ଖବର ଦେଖନ୍ତୁ...

ରେଡ୍‌କ୍ରସ ନାଁ ହଟିଲା : ସରକାରୀ ହେଲା ରକ୍ତଭଣ୍ଡାର

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୫୫ଟି ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକରୁ ଏଣିକି ରେଡ୍‌କ୍ରସ ନାମ ହଟିବ। ଏଗୁଡ଼ିକୁ ଓଡ଼ିଶା ରକ୍ତ ଭଣ୍ଡାର ନାମରେ ନାମିତ କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...