ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଭୁବନେଶ୍ୱର ରେଳ ଷ୍ଟେସନ୍‌ ପ୍ରତୀକ୍ଷାଳୟରେ ଅଜ୍ଞାତ ମହିଳାଙ୍କ ଶବ

ଭୁବନେଶ୍ୱର: ରବିବାର ରାତିରୁ ଭୁବନେଶ୍ୱର ରେଳଷ୍ଟେସନ୍‌ର ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷାଳୟରେ ଜଣେ ଅପରିଚିତା ମହିଳାଙ୍କ ଶବ ପଡ଼ିରହିଛି। ତାଙ୍କର ଆନୁମାନିକ ବୟସ ୪୨ ହୋଇ ପାରେ ଏବଂ ସେ ସମ୍ଭ୍ରାନ୍ତ ପରିବାରର ମହିଳା ପରି ଜଣାପଡୁଛନ୍ତି। ଏବେ ଜଣେ ଏକ୍‌ଜ୍ୟୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ବିବାଦରୁ ନରହତ୍ୟା: କଟାମୁଣ୍ଡ ଧରି ଆତତାୟୀ ଥାନାରେ ହାଜର

ଭଞ୍ଜନଗର: ବିବାଦ ଓ ତିକ୍ତ ସମ୍ପର୍କ ଯୋଗୁଁ ରବିବାର ରାତିରେ ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନସ୍ଥ ଅଲାମ୍ବା ଗାଁ’ରେ ଜଣେ ବ୍ୟକ୍ତଙ୍କର ମୁଣ୍ଡକାଟ କରାଯାଇଛି। ବିବାଦ ଚରମ ସୀମାରେ ପହଞ୍ଚିବା କାରଣରୁ ଅଙ୍ଗଦ ରାଉତ ନାମଧ୍ୟେୟ ଜଣେ ବ୍ୟକ୍ତି ପାଣ୍ଡବ ନାୟକଙ୍କ ମୁଣ୍ଡ କାଟି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ଦୁର୍ଗା’ ପୁଣି ଅଚଳ: ଆର୍‌ଏସ୍‌ପିର ଆଉ ୧୦ କୋଟି କ୍ଷତି

ରାଉରକେଲା: ମରାମତିର ୨୦ ଦିନ ନ ଯାଉଣୁ ରାଉରକେଲା ଇସ୍ପାତ୍‌ କାରଖାନା (ଆର୍‌ଏସ୍‌ପି)ର ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଗତ ୨୯ ତାରିଖ ଭୋର୍‌ ପ୍ରାୟ ୪ଟା ବେଳେ ବ୍ଲୋ ପାଇପ୍‌ ଫାଟିଯିବାରୁ ‘ଦୁର୍ଗା’କୁ ଉତ୍ତପ୍ତ ଗ୍ୟାସ୍‌ ନିର୍ଗମନ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମଜୁରି ବୃଦ୍ଧି ଦାବିରେ ରେଳବାଇ ଶ୍ରମିକଙ୍କ ଆନ୍ଦୋଳନ

ରାୟଗଡା: ରାୟଗଡା ରେଳବାଇ ଷ୍ଟେସନରେ ଟ୍ରେନ ସଫେଇ ପାଇଁ ନିୟୋଜିତ ଠିକା କର୍ମଚାରୀ ବର୍ଦ୍ଧିତ ମଜୁରି ପ୍ରଦାନ ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡିଛି। ସଫେଇ କର୍ମଚାରୀ ପ୍ରାୟ ସାଢେ ୨ବର୍ଷ ଧରି ଏକ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଦୈନିକ ମଜୁରି ବାବଦକୁ ୨୧୦ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରାଜପୁର ସମଲେଇ ଗୁଡ଼ିରେ ଘୋଡ଼ାର ଖୁରା ଚିହ୍ନ

ବ୍ରଜରାଜନଗର: ରାଜପୁରର ବୁଢ଼ୀ ମା’ ସମଲେଇ ଗୁଡ଼ିରେ ଦଶହରା ଦିନ ବର୍ଷକରେ ଥରେ ଜମିଦାର ବଂଶଜମାନେ ରଣଜିତା ଶୋଭାଯାତ୍ରାରେ ମା’ଙ୍କୁ ଦର୍ଶନ ଓ ପୂଜା କରିବାର ପରମ୍ପରା ରହିଛି। ଶନିବାର ପାଟଖଣ୍ଡା ଧରି ରାଜପୁରୋହିତ ପ୍ରଦୀପ ପାଟ୍ଟଯୋଷୀଙ୍କ ସହ ଶୋଭାଯାତ୍ରାରେ ଯିବା ବେଳେ ଗୁଡ଼ିରେ ବଡ଼ ଘୋଡ଼ାର ଖୁରା…
ଅଧିକ ଖବର ଦେଖନ୍ତୁ...

କୋହ୍ଲରୋଇଡ଼ାରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ

ଯୋଡା: ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କୋହ୍ଲ ରୋଇଡା ଗ୍ରାମରେ ମହିଳା ମାନଙ୍କ ଦ୍ଵାରା ତେଜୁଛି ମଦ ମୁକ୍ତି ଆନ୍ଦୋଳନ। ଆଜି ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକତ୍ରିତ ହୋଇ ମଦ ମୁକ୍ତି ଆନ୍ଦୋଳନ ନେଇ ଗ୍ରାମ ପରିକ୍ରମା କରିବା ସହିତ ବିଦେଶୀ ମଦ ଦୋକାନ ଏଠାରେ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମୃତ ବାର୍‌ହା ଉଦ୍ଧାର

ଡାବୁଗାଁ: ଡାବୁଗାଁ ବନ ବିଭାଗ ପକ୍ଷରୁ ଗତ ୨୮ତାରିଖରେ ଏକ ମୃତ ବାର୍‌ହା ଜବତ କରାଯାଇଛି। ମୃତ ବାର୍‌ହାର କାନ ଓ ପାଟିରୁ ରକ୍ତସ୍ରାବ ହୋଇଥିବାରୁ ବାର୍‌ହାଟିକୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଗତ ୨୮ତାରିଖ ଅପରାହ୍ନ ପ୍ରାୟ ୫ଟାରେ ଡାବୁଗାଁ ଡଙ୍ଗରୀଗୁଡା ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ମୃତ

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥରେ ମାନେଶ୍ୱରଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ବିଦ୍ୟୁତ୍‌ ଥାନାରେ ଏଏସ୍‌ଆଇଭାବେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା ମିରିଗାମୁଣ୍ଡା ଗାଁର ରାମ ବାଗ ରବିବାର ରାତି ୮ଟା ବେଳେ ସମ୍ବଲପୁରରୁ ଏକ ବାଇକ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଏନ୍‌ଏସ୍‌ଜି ଟିମ୍‌

ଭୁବନେଶ୍ୱର : କେବଳ ସୈନିକ ଓ କମାଣ୍ଡୋମାନେ ଯେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବେ ତାହା ନୁହେଁ। ସମାଜର ସବୁ ବର୍ଗର ଲୋକ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି। ଏଭଳି ଆହ୍ଵାନ ନେଇ ଆଜି ଏନ୍‌ଏସ୍‌ଜିର ଏକ ସ୍ୱତନ୍ତ୍ର ଟିମ୍‌ ଏକ ବୁଲେଟ ର‍୍ୟାଲିରେ ଭୁବନେଶ୍ୱରରେ ପହଞ୍ଚିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

କନ୍ୟାଶ୍ରମରେ କେଳେଙ୍କାରୀ : ବନ୍ଦ କୋଠରିରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର

ନନ୍ଦପୁର : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମରେ ଯୌନ କେଳେଙ୍କାରୀ। ୫ଦିନ ହେଲା ଗୋଟିଏ କୋଠରିରେ ବନ୍ଦୀ ହୋଇ ରହିଥିବା ୯ମ ଶ୍ରେଣୀର ଜଣେ ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହିଁ ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...