ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପଥର କ୍ୱାରିରେ ବିସ୍ଫୋରଣପଥର କ୍ୱାରିରେ ବିସ୍ଫୋରଣଦୁଇ ଶ୍ରମିକ ମୃତ

ମାଲକାନଗିରି: ସୋମବାର ରାତିରେ ମାଲକାନଗିରି ସହର ଉପକଣ୍ଠ ଏକ ପଥର କ୍ୱାରିରେ ବିସ୍ଫୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତିି। ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂର ସାବିତ୍ରୀ ଷ୍ଟୋନ କ୍ରସର ନିକଟରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ସଂପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ: କଟକ ଆର୍‌ ଆଣ୍ଡ୍‌ ବି ଡିଭିଜନର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଚାରୁ ଚନ୍ଦ୍ର ପରିଡାଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଅଦାଲତ ପ୍ରାଧିକୃତ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପରିଡ଼ାଙ୍କ ୨୭ ଲକ୍ଷ ୮୦ ହଜାର ୫୦୩ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତି ଲାଗି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ, ଦକ୍ଷିଣ ଓଡ଼ିଶା କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମଙ୍ଗଳବାର ଏହି ସୂଚନା ମିଳିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ସପ୍ତାହରେ ବନ୍ଦ ହେବ କଲମା ଗେଟ୍‌

ମାଲକାନଗିରି: ଛତିଶଗଡ଼ରେ ଥିବା କଲମା ବ୍ୟାରେଜ୍‌ର ଗେଟ୍‌ଗୁଡ଼ିକ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ଦ ହେବ। ଏହି ଗେଟ୍‌ ଗୁଡ଼ିକ ପର୍ଯ୍ୟାୟକ୍ରମେ ବନ୍ଦ ହେବ ବୋଲି ଜଣାପଡ଼ିଛି। ବର୍ତମାନ ଏହି ବ୍ୟାରେଜରୁ ୬୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ବୋଲି ଛତିଶଗଡ଼ର ବରିଷ୍ଠ ଯନ୍ତ୍ରୀ ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ୍‌ ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ହାତରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନକୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଆଜି ଖାରଜ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସିସୋର ଚିଟ୍‌ଫଣ୍ଡ୍‌ ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଗସ୍ତରେ ଗଲେ ନବୀନ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତକାଳରେ ଓଡ଼ିିଶାର ବିକାଶମୂଳକ କାର୍ଯ୍ୟ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ନବୀନ କହିଛନ୍ତି । ସେହିପରି ବିଜେପୁର ଲାଗିରହିଥିବା ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପୁଞ୍ଜି ବାଧାପ୍ରାପ୍ତ ହୋଇପାରେ ବୋଲି ସତର୍କ କରାଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ର କୋଇଲା…

ଭୁବନେଶ୍ୱର: କେନ୍ଦ୍ର ସରକାର ଏମସିଏଲରେ କୋଇଲା ଉତ୍ପାଦନ କମିଥିବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏନେଇ କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପିୟୂଷ କହିଛନ୍ତି ଯେ ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ପୁରୀ ସମୁଦ୍ରକୂଳରେ ଲାଗିଲା ୨୫ ଫୁଟ୍‌ ଲମ୍ବ ସାମୁଦ୍ରିକ ମାଛର ମୃତଦେହ

ପୁରୀ: ଆଜି ପୁରୀ ସମୁଦ୍ର କୂଳର ବଳିଆପଣ୍ଡାସ୍ଥିତ ଲାଇଟ୍‌ ହାଉସ ସମ୍ମୁଖରେ ଏକ ବଡ଼ ସାମୁଦ୍ରିକ ମାଛର ମୃତଦେହ ଲାଗିଛି। ପ୍ରାୟ ୨୫ ଫୁଟ୍‌ରୁ ଅଧିକ ଲମ୍ବ ବିଶିଷ୍ଟ ଏହି ସାମୁଦ୍ରିକ ମାଛଟି ତିମି ମାଛ ଆକାରର ହୋଇଥିଳେ ମଧ୍ୟ ତାର ମୁହଁ ତିମି ମାଛ ଠାରୁ ଅଲଗା ରହିଛି। ତେଣୁ ଏହା କିପ୍ରକାର ମାଛ…
ଅଧିକ ଖବର ଦେଖନ୍ତୁ...

କଟକରେ ପୁଣି ଏନ୍‌କାଉଣ୍ଟର : ଦୁର୍ଦାନ୍ତ କାଳନ୍ଦୀ ଖୁଣ୍ଟିଆ ଆହତ

କଟକ-ମହାନଦୀବିହାର : ଠିକ ୨୦ ଦିନର ବ୍ୟବଧାନରେ ପୁଣି ଜଣେ ଅଭିଯୁକ୍ତ କଟକ ପୁଲିସ୍‌ ଏନ୍‌କାଉଣ୍ଟରର ଶିକାର ହୋଇଛି। ମାତ୍ର ୬ ମାସ ଭିତରେ କଟକ ପୁଲିସର ଇଏ ହେଉଛି ଚତୁର୍ଥ ଏନ୍‌କାଉଣ୍ଟର। ସୋମବାର ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୁକ୍ତ ହେଉଛି…
ଅଧିକ ଖବର ଦେଖନ୍ତୁ...

ବିଜେଡି ହରତାଳ ବିରୋଧରେ ଜନସ୍ୱାର୍ଥ ମାମଲା : କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଆଦାୟ କରିବାକୁ ନିବେଦନ

କଟକ : ବିଜେଡିର ସେପ୍ଟେମ୍ବର ୧୮ ତାରିଖ ହରତାଳରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର କ୍ଷତିପୂରଣ ଦଳଠାରୁ ଆଦାୟ କରାଯାଉ। ଏ ପ୍ରକାର ଅନୁରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ପକ୍ଷ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...