Browsing Tag

murder

ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ହତ୍ୟା ଅଭିଯୋଗ ହେବା ପରେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ସନ୍ଦେହଜନକଭାବେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶବକୁ ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଖୋଳି ବ୍ୟବଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ…

ନୂଆପଡ଼ା: ଶାଶୁକୁ ହତ୍ୟା କଲା ବୋହୂ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଦୁଆଝର ଗ୍ରାମରେ ବୋହୂର କୋଦାଳ ବେଣ୍ଟ ମାଡ଼ରେ ଶାଶୁର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ଶାଶୁଙ୍କୁ ହତ୍ୟା କରିବା ପରେ ନିଜ ଦୁଇବର୍ଷର ପୁଅ ସହିତ ବୋହୂ ମିଲ୍ଲି ମଲ୍ଲିକ ଖରିଆର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ…

ଆରୁଷୀ ହତ୍ୟା ମାମଲା: ବ୍ୟୟବହୁଳ ହୋଇଥିବାରୁ ‘ଟଚ୍‌ ଡିଏନ୍‌ଏ’ ଟେଷ୍ଟ୍‍ କରିଲା ନାହିଁ ସିବିଆଇ

ନୂଆଦିଲ୍ଲୀ: ଆରୁଷୀ ତଲଓ୍ଵାର ଓ ତାଙ୍କ ଘର ଚାକର ହେମରାଜ ହତ୍ୟାକାଣ୍ଡତର ତଦନ୍ତ କରି ସିବିଆଇ ଅନେକଗୁଡ଼ିଏ ତଥ୍ୟ ଦେଇ ସାରିବା ପରେ ବ୍ୟୟବହୁଳ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ‘ଟଚ୍‌ ଡିଏନ୍‌ଏ’ ଟେଷ୍ଟ୍‍ କରିବ ନାହିଁ ବୋଲି ଜାଣିବାକୁ ମିଳିଛି। ଏହି ଧରଣର ପରୀକ୍ଷା ଦେଶ ଭିତରେ ହୋଇପାରିବ ନାହଁ।…

ପ୍ରତି ୧୫ ଦିନରେ ଜେଲ୍‌ ପରିଦର୍ଶନ କରିବେ ତଲଓ୍ଵାର ଦମ୍ପତି: ବନ୍ଦୀମାନଙ୍କ ଦାନ୍ତ ପରୀକ୍ଷା କରିବେ

ଦାସନା(ଉତ୍ତରପ୍ରଦେଶ) : କନ୍ୟା ଆରୁଷି ଏବଂ ଘେରୋଇ ସହାୟକ ହେମରାଜଙ୍କ ହତ୍ୟା ମାମଲାରୁ ନିକଟରେ ଦୋଷମୁକ୍ତ ହୋଇଥିବା ଡାକ୍ତର ଦମ୍ପତି ରାଜେଶ ତଲଓ୍ଵାର ଓ ନୂପୁର ତଲଓ୍ଵାର ଆସନ୍ତାକାଲି ଜେଲ୍‌ରୁ ବାହାରିବେ ବୋଲି ଆଶା କରାଯାଉଛି। ତେବେ ପ୍ରତି ୧୫ ଦିନରେ ଥରେ ସେମାନେ ଦାସନା ଜେଲ୍‌ ପରିଦର୍ଶନ…

ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍‌ ଜାରି

ବେଙ୍ଗାଲୁରୁ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ ସନ୍ଦିଗ୍ଧ ଅଭିଯୁକ୍ତଙ୍କ କାଳ୍ପନିକ ଫଟୋଚିତ୍ର(ସ୍କେଚ୍‌) ସର୍ବସାଧାରଣରେ ଜାରି କରିଛନ୍ତି। ଏହି ଫଟୋଚିତ୍ର ଆଧାରରେ…

ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟଅପରାଧୀଙ୍କ ସ୍କେଚ୍‌ ଜାରି କଲା ଏସଆଇଟି

ବେଙ୍ଗାଲୁର: ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅପରାଧୀମାନଙ୍କ ସ୍କେଚ୍‌ ଆଜି (ଶନିବାର) ଜାରି କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା( ଏସଆଇଟି)। ଏଥିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତିଙ୍କର ୩ଟି ସ୍କେଚ୍‌ ରହିଛି। ସେହିପରି ସେମାନେ କେଉଁ ଅଞ୍ଚଳରେ…

ଏବେ ବି ସବୁକିଛି ରହସ୍ୟାବୃତ୍ତ

ଆହ୍ଲାବାଦ:    ମେ, ୨୦୦୮ରେ ଉତ୍ତର ପ୍ରଦେଶର ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲବାର ଓ ମା’ ନୁପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ଏହି ମାମଲା ଏବେ ବି ରହସ୍ୟାବୃତ୍ତ ହୋଇ…

ଆରୁଷୀ ହତ୍ୟାକାଣ୍ଡ ଘଟଣାବଳି : ୨୦୦୮ ମେ ୧୬ରୁ ୨୦୧୭ ଅକ୍ଟୋବର ୧୨!

ନୋଏଡ଼ା: ୨୦୦୮ ମସିହା ମେ ୧୬ ତାରିଖରେ ଦିଲ୍ଲୀର ନୋଏଡାରେ ହୁଏ ନାବାଳିକା ଆରୁଷୀର ହତ୍ୟା। ସନ୍ଦେହ ବଳୟରେ ରହେ ଘରର ଚାକର ହେମରାଜ। ଦୁଇ ଦିନ ପରେ ସେଠାରୁ ଘରର ଚାକରର ମୃତ ଦେହ ଉଦ୍ଧାର ହୁଏ। ପୁଲିସ୍‌ର ସନ୍ଦେହ ଚାକର ଉପରୁ ଉଠି ଯାଇ ମୃତ ନାବାଳିକାର ବାପାମାଆ ରାଜେଶ ତଲଓ୍ଵାର ଏବଂ ନୂପୁର…

ଯୁବକଙ୍କୁ ଗଳାକାଟି ହତ୍ୟା

ନୀଳଗିରି: ନୀଳଗିରି ବ୍ଳକ ରାଧାକିଶୋରପୁର ପଞ୍ଚାୟତ ଶାଳସାହି ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ। ଗାଁର ନରେନ୍ଦ୍ର ସିଂ(୪୪)ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛି। ଗତକାଲି ରାତି ସାଢ଼େ ୧୦ଟା ବେଳେ ଘଟିଛି ଏହି ଘଟଣା। ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୁଲିସ ଗାଁର ନିରଂଜନ ଜେନାଙ୍କ…

ସନ୍ନ୍ୟାସୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୋଲକାତାରୁ ଗିରଫ

ଶେରଗଡ଼: ଗତ ୩ ତାରିଖ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ପିତଳ ଗ୍ରାମର ସନ୍ନ୍ୟାସୀ ସାହୁଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମେଢ଼ ବିସର୍ଜନ ବେଳେ ଦେହରେ ବାଇକ୍‌ ବାଜି ଯିବାକୁ କେନ୍ଦ୍ର କରି ଦୁଇ ବର୍ଷ ତଳର ଏକ ଛୋଟିଆ ଗଣ୍ଡଗୋଳ ଏହି ହତ୍ୟାକାଣ୍ଡର କାରଣ ବୋଲି…