Daily Archives

October 6, 2017

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ଏମିକସ୍‌ କ୍ୟୁରି ନିଯୁକ୍ତ, ପରବର୍ତ୍ତୀ ଶୁଣାଣି ୩୦ରେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ଆମିକସ୍‌ କ୍ୟୁରି (ନ୍ୟାୟ ମିତ୍ର) ନିଯୁକ୍ତି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଉଦ୍ଦେଶ୍ୟ ଏବଂ ବାସ୍ତବ ସ୍ଥିତି ସଂପର୍କରେ କେତେକ…
ଅଧିକ ଖବର ଦେଖନ୍ତୁ...

ଭୋଗ ଖାଇ ଯୁବତୀ ମୃତ

ନୀଳଗିରି : ଲକ୍ଷ୍ମୀ ପୂଜା ଭୋଗ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁର ରାଜା ବେହେରାଙ୍କ ଝିଅ ବେବି (୧୮)। ବେବି ଗତକାଲି ତାଙ୍କ ପଡ଼ୋଶୀଙ୍କ ଘରକୁ ଲକ୍ଷ୍ମୀପୂଜା ଭୋଗ ଖାଇବାକୁ ଯାଇଥିଲେ। ରାତିରେ ସେ ଅସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

‘ତ୍ରିଶୂଳ’ ପଣ୍ଡ କଲା ଜଳଦସ୍ୟୁଙ୍କ ଲୁଣ୍ଠନ ଉଦ୍ୟମ

ନୂଆଦିଲ୍ଲୀ: ଏଡେନ୍‌ ଉପସାଗରରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ତ୍ରିଶୂଳର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଏକ ଭାରତୀୟ ମାଲବାହୀ ଜାହାଜ ଉପରେ ଜଳଦସ୍ୟୁମାନଙ୍କ ଲୁଣ୍ଠନ ଉଦ୍ୟମ ପଣ୍ଡ ହୋଇଯାଇଛି। ସୂଚନାନୁଯାୟୀ, ଭାରତୀୟ ମାଲବାହୀ ଜାହାଜ ଏମ୍‌ଭି ଜଗ ଅମର ଆଜି ସାଉଦି ଆରବର ଜୁବାଲି ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...