Daily Archives

July 7, 2018

ଆଇଏଏସ୍‌ ଦମ୍ପତିଙ୍କ କଳା କାରନାମା ଉପରୁ ପରଦା ହଟାଇଲା ଇଡି; ୩୧୫୧.୩୨ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ

ଭୋପାଲ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ମଧ୍ୟପ୍ରଦେଶର ଆଇଏଏସ୍‌ ଦମ୍ପତି ଅରବିନ୍ଦ ଓ ଟିନୁ ଜୋଶୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ଆଇଏଏସ୍‌ ଦମ୍ପତି ଓ ତାଙ୍କ ପରିବାର ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏଜେନ୍ସି ପକ୍ଷରୁ ୧୫ ହଜାର…
ଅଧିକ ଖବର ଦେଖନ୍ତୁ...

ନେତାଙ୍କୁ କଳାପତାକା ଭୟ

ଭୁବନେଶ୍ୱର : ନେତାମାନଙ୍କୁ କଳା ପତାକା ଭୟ । ଏପରିକି ନେତାଙ୍କ ସଭାକୁ ଆସୁଥିବା ଲୋକମାନେ କଳା ପୋଷାକ ପିନ୍ଧି ଆସିବାକୁ ମଧ୍ୟ ବାରଣ କରାଯାଉଛି । କାଳେ କିଏ କଳା କପଡ଼ା ପ୍ରଦର୍ଶନ କରିଦେବ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ଗ୍ରସ୍ତରେ ଯାଇଥିବାବେଳେ ଏକ ସାଧାରଣ ସଭା ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ପିଲାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ସେ ପିଲାମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସଚିବାଳୟରେ ‘ଆମ ଗାଁ ବିକାଶ କାର୍ଯ୍ୟକ୍ରମ’ରେ ଶନିବାର ନବୀନ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ନିଦ୍ଦେର୍ଶକ ହିରାନୀ ଅପ୍‌ଲୋଡ୍‌ କଲେ ରଣବୀରରୁ ସଞ୍ଜୁ ପର୍ଯ୍ୟନ୍ତ ଯାତ୍ରାର ଭିଡିଓ; ଏହି ଲୁକ୍‌ ପରେ ବିଶ୍ୱାସ ହୋଇଥିଲା…

ମୁମ୍ବାଇ: ସାରା ଦେଶରେ ବାସ୍‌ ଗୋଟାଏ ମନୋରଞ୍ଜନ ଖବର ଲୋକଙ୍କ ମନରେ ଛାଇ ରହିଛି, ଚଳଚ୍ଚିତ୍ର ‘ସଞ୍ଜୁ’। ଚଳଚ୍ଚିତ୍ରଟିରେ ରଣବୀର କପୁର୍‌ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇବାରେ ତ ନିଶ୍ଚୟ ସଫଳ ହୋଇଛନ୍ତି ମାତ୍ର ତା’ଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଣବୀରଙ୍କ ଲୁକ୍‌। ଦର୍ଶକଙ୍କ ମନରେ…
ଅଧିକ ଖବର ଦେଖନ୍ତୁ...

ମିଥୁନ୍‌ଙ୍କ ପୁଅ ବାହାଘର ବାତିଲ୍‌, ବିବାହସ୍ଥଳରେ ପହଞ୍ଚିଲା ପୁଲିସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଦୁଷ୍କମ ଅଭିଯୋଗ ଯୋଗୁଁ ମହାଅକ୍ଷୟ ଓ ମିଥୁନ୍‌ଙ୍କ ପତ୍ନୀ ଯୋଗିତାବାଲିଙ୍କୁ ଆଗୁଆ ଜାମିନ୍‌ ମିଳିସାରିଛି, କିନ୍ତୁ ବିବାହ ଉତ୍ସବସ୍ଥଳରେ ତଦନ୍ତ ଲାଗି ପୁଲିସ…
ଅଧିକ ଖବର ଦେଖନ୍ତୁ...

ବାପର ପାପ ବିରୋଧରେ ଗଲା ଝିଅ ! ବାପା ଦ୍ୱାରା ଦୁଷ୍କର୍ମର ଶିକାର ବାନ୍ଧବୀକୁ ନେଇ ପୁଲିସ ପାଖକୁ ଗଲା

ନୂଆଦିଲ୍ଲୀ: ଗୁରୁଗ୍ରାମ୍‌ର ଏକ ଆଭିଜାତ୍ୟସଂପନ୍ନ ଆପାର୍ଟମେଣ୍ଟରେ ରହୁଥିବା ଜନୈକ ୪୫ ବର୍ଷୀୟ ବ୍ୟବସାୟୀ ନିଜ ଝିଅର ବାନ୍ଧବୀକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ସେ ଦୁଷ୍କର୍ମକାରୀଙ୍କ ଝିଅର ପିଲାଦିନର ସାଙ୍ଗ ବୋଲି ଜଣାପଡ଼ିଛି। ପିଲାଦିନୁ…
ଅଧିକ ଖବର ଦେଖନ୍ତୁ...

ମିଛ ଖବର ରୋକିବାକୁ ହ୍ଵାଟ୍ସଆପରେ ଆସିବ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ : ମିଛ ଖବର ରୋକିବାକୁ ସରକାରଙ୍କ ତାଗିଦ ପରେ ଚେତିଛି ହ୍ଵାଟ୍ସଆପ । ଆଗକୁ ଯେପରି ଗୁଜବ କିମ୍ବା ମିଛ ଖବର ନ ବ୍ୟାପେ ସେଥିପାଇଁ କେତେକ ନୂଆ ବ୍ୟବସ୍ଥାର ପରୀକ୍ଷା କରୁଛି ହ୍ଵାଟ୍ସଆପ । ଏହି ବ୍ୟବସ୍ଥା ଅନୁସାରେ କମ୍ପାନି ଏକ ସସପିସିଅସ ଲିଙ୍କ ଡିଟେକ୍ସନ ( ସଂଦେହଜନକ ଲିଙ୍କ…
ଅଧିକ ଖବର ଦେଖନ୍ତୁ...

ଆଖି ବନ୍ଦ କରି ପାଠ ପଢ଼ନ୍ତି, ସୁରକ୍ଷିତ ସାଇକେଲ ଚଳାନ୍ତି, ବନ୍ଦ କୋଠରୀରେ ଲୁଚା ଯାଇଥିବା ଜିନିଷକୁ ସହଜରେ ଖୋଜି ବାହାର…

କାନପୁର: ଯେଉଁ କାମ ମନୁଷ୍ୟ ଖୋଲା ଆଖିରେ କରିପାରେ ନାହିଁ , ସେହି କାମକୁ ଗ୍ରାମୀଣ ଅଞ୍ଚଳର ୧୨ବର୍ଷୀୟ କୁନି ଝିଅଟି ଖୁବ୍‌ ସହଜରେ କରି ଦେଇଥାଏ। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି ଝିଅକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମବାସୀ କହନ୍ତି, ଏହି ଝିଅଟି ସାଧାରଣ…
ଅଧିକ ଖବର ଦେଖନ୍ତୁ...

ସପିଙ୍ଗ୍‌ ମଲ୍‌ର ୩ୟ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ନୋଏଡା: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ନିକଟ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ସପିଙ୍ଗ୍‌ ମଲରୁ ଡେଇଁ ଶନିବାର ଜଣେ ଯୁବତୀ ଆତ୍ମହତ୍ୟା କରିଛି। ପୁଲିସକୁ ଘଟଣାସ୍ଥଳରୁ ଏକ ସୁସାଇଡ ନୋଟ ହସ୍ତଗତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ନୋଏଡା ସେକ୍ଟର-୩୯ ଥାନା ଅନ୍ତର୍ଗତ ଜିଆଇପି ସପିଙ୍ଗ୍‌…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ କଟାକ୍ଷ: ଏବେ କଂଗ୍ରେସ୍‌କୁ ଲୋକେ କହୁଛନ୍ତି ‘ବେଲ୍‌’ ଗାଡ଼ି

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୌପଚାରିକ ଭାବେ ରାଜସ୍ଥାନରେ ନିର୍ବାଚନୀ ବିଗୁଲ୍‌ ବଜାଇଛନ୍ତି। ରାଜସ୍ଥାନ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ବର୍ଷିବା ସହ ବିଜେପି ସରକାରର ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଛନ୍ତି। ରାଜଧାନୀ ଜୟପୁରରେ ବିଭିନ୍ନ ସରକାରୀ…
ଅଧିକ ଖବର ଦେଖନ୍ତୁ...