Daily Archives

September 1, 2018

ଢେଙ୍କାନାଳ: ଅସୁରବନ୍ଧରେ ଘରପୋଡି, ଲକ୍ଷାଧିକ ସଂପତି ନଷ୍ଟ

ଭୁବନ: ଭୂଷଳ ପଚାଂୟତର ଅସୁରବନ୍ଧ ଗ୍ରାମ ବ୍ରାହ୍ମଣ ସାହିରେ ଅଗ୍ନିକାଣ୍ଡ ଘଟି ୬ ଟି ପରିବାରର ୧୧ ବଖରା ଘର ପୋଡି ପାଉଁଶ ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ଯୋଗୀନାଥ ମିଶ୍ର, ଅର୍ଜୁନ ମିଶ୍ର, ପ୍ରଦୀପ ମିଶ୍ର, ବିନୟ ମିଶ୍ର,…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ବରିଷ୍ଠ ନାଗରିକଙ୍କ ବିବିଧ କାର୍ଯ୍ୟକଳାପ କେନ୍ଦ୍ର ଆନନ୍ଦ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀଠାରେ ରାଜ୍ୟର ପ୍ରଥମ ରାଜ୍ୟ ସମର୍ଥିତ ବରିଷ୍ଠ ନାଗରିକଙ୍କ ପାଇଁ ବିବିଧ କାର୍ଯ୍ୟକଳାପ ବିଶିଷ୍ଟ କେନ୍ଦ୍ର ‘ଆନନ୍ଦ‘କୁ ରାଜ୍ୟ ସମାଜ ମଙ୍ଗଳ ଓ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଛନ୍ତି । ଆନନ୍ଦକୁ ଟାଟା ଟ୍ରଷ୍ଟସ୍‌ର ପରାମର୍ଶ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଟାଇଗର୍‌ ଶ୍ରଫଙ୍କୁ ତାଙ୍କର କେଉଁ ଗୁଣ ଷ୍ଟାର ବନେଇଛି ଜାଣନ୍ତି?

ମୁମ୍ବାଇ: ମାତ୍ର ବର୍ଷ କେଇଟାରେ ଜଣେ ନବାଗତରୁ ଷ୍ଟାର୍‌ ବନିଗଲେ ଟାଇଗର୍‌ ଶ୍ରଫ। ଆକ୍ସନ ଷ୍ଟାର୍‌ ଭାବେ ପରିଚିତ ଟାଇଗର୍‌ ଯୁବପିଢ଼ିଙ୍କ ମନରେ ରାଜ୍‌ କରୁଥିବା ନାମଟିଏ। ‘ହିରୋପନ୍ଥି’ରୁ ନେଇ ‘ବାଗି୨’ ପର୍ଯ୍ୟନ୍ତ ଚମତ୍କାର ଚଳଚ୍ଚିତ୍ର ସବୁ ବଲିଉଡ୍‌ ଦେବା ପରେ ଟାଇଗର୍‌ ପାଲଟିଗଲେ ଚିହ୍ନା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ମାତ୍ରାରେ କେଶ ଝଡୁଛି କି? ସକାଳୁ ପିଅନ୍ତୁ ଏହି ସବୁ ପାନୀୟ

କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍‌ ଅଭାବ ଓ ପେଟ ଗରମ। ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମିଳିଯିବ ଏବଂ ଆପଣଙ୍କ ପେଟ ଯଦି ଆବଶ୍ୟକ ପରିମାଣର ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ। ତେବେ ଚାଲନ୍ତୁ  ଜାଣିବା କ’ଣ ପିଇବା ଦ୍ୱାରା ପେଟ ଥଣ୍ଡା ରହିବ ଓ କ’ଣ ପିଇଲେ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ: ଇଂଲଣ୍ଡର ସ୍କୋର ୨୬୦/୮, ୨୩୩ ରନ୍‌ ଆଗରେ

ସାଉଥମ୍ପଟନ୍‌: ଇଂଲଣ୍ଡ ୮ମ ଓ୍ଵିକେଟ ହରାଇଛି। ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲାର ଶନିବାର ୩ୟ ଦିନ ଖେଳ ଶେଷ ହେବା ବେଳକୁ ୮ଟି ଓ୍ଵିକେଟ୍‌ ହରାଇ ୨୬୦ରନ୍‌ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୨୩୩ ରନ୍‌ ଆଗରେ ଅଛି। ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସର୍ବାଧିକ ୬୯ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

କାମ ଆଗ, ରୋଗ ପଛେ; ଆଗାମୀ ସିନେମାରେ ନଜର ଆସିବେ କର୍କଟ ଚିକିତ୍ସିତ ଇର୍ଫାନ ଖାନ୍ନ

ମୁମ୍ବାଇ: କର୍କଟ ରୋଗରେ ପୀଡ଼ିତ ଇର୍ଫାନ ଖାନ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଇର୍ଫାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ପାଇଁ ଆମେ ନେଇ ଆସିଛୁ ଖୁସି ଖବର। ଖବରଟି ହେଉଛି ଖୁବ୍‌ ଶୀଘ୍ର ଇର୍ଫାନ ଏକ ବାୟୋପିକ୍‌ରେ ଅଭିନୟ କରିବା ନେଇ ସୂଚନା ହସ୍ତଗତ ହୋଇଛି। ସୁଜିତ୍‌ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଦଶମରେ ଫେଲ୍‌ ହେବାରୁ ନେଇ ଦଶମ ପରୀକ୍ଷାରେ ପ୍ରଶ୍ନ ହୋଇ ଆସିବା ପର୍ଯ୍ୟନ୍ତ ଯାତ୍ରା ନଥିଲା ସହଜ; ସଫଳତାର କି ମନ୍ତ୍ର…

ମୁମ୍ବାଇ: କ୍ରିକେଟ୍‌ ଦୁନିଆର ଭଗବାନ କୁହାଯାଉଥିବା ସଚିନ୍‌ ସଫଳତାକୁ ଚୁଟ୍‌କିରେ ପାଇନାହାନ୍ତି। ବହୁ ସଂଘର୍ଷ କରିବାକୁ ପଡ଼ିଛି ପିଲାଟିରୁ ବଡ଼ ଯାଏ। ମ୍ୟାଟି୍ରିକ୍‌ ପରୀକ୍ଷାରେ ଇଂରାଜୀରେ ଫେଲ୍‌ ହେବାରୁ ନେଇ ମ୍ୟାଟ୍ରିକ୍‌ ପୁସ୍ତକରେ ଇଂରାଜୀ ବହିର ପ୍ରଥମ ବିଷୟ ହେବା ପର୍ଯ୍ୟନ୍ତ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ସମୟରେ ପାଣି ପିଇବେ ନାହିଁ; ଶରୀର ପାଇଁ ହୋଇଥାଏ କ୍ଷତି

କୁହାଯାଏ ପାଣି ପିଇବା ଶରୀର ପାଇଁ ଖୁବ ଭଲ ହୋଇଥାଏ। ଜଣେ ମଣିଷ ଯେତେ ପରିମାଣର ପାଣି ପିଇଥାଏ ସେତେ ପରିମାଣରେ ସେ ସୁସ୍ଥ ରହିଥାଏ। ଅତ୍ୟାଧିକ ପାଣି ପିଇବା ଆଦୌ ବି କ୍ଷତିକାରକ ନୁହେଁ। ମାତ୍ର ସବୁ ସମୟରେ ପାଣି ପିଇବା ଭଲ ହୋଇନଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ପାଣି ପିଇବା ଶରୀର…
ଅଧିକ ଖବର ଦେଖନ୍ତୁ...

ପବିତ୍ର ଗ୍ରନ୍ଥରୁ କାଗଜ ଚିରି ନିଜ ପୁଅ ଟିଫିନ୍‌ରେ ଗୁଡ଼ାଇବା ମହଙ୍ଗା ପଡ଼ିଲା; ପୂଜାରୀ ଦମ୍ପତିଙ୍କ ଘରେ ପହଞ୍ଚିଲା…

ଫିରୋଜପୁର୍‌: ନିଜର ଦୁଇ ଜଣକ ସ୍କୁଲ୍‌ ଯାଉଥିବା ପୁଅଙ୍କ ଟିଫିନ୍‌ ଗୁଡ଼ାଇବା ପାଇଁ ପବିତ୍ର ଗ୍ରନ୍ଥରୁ କାଗଜ ଚିରି ବ୍ୟବହାର କରୁଥିବାରୁ ଗୁରୁଦ୍ୱାରର ଜଣେ ପୂଜାରୀ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିଜ ପୁଅ ପାଇଁ ଲଞ୍ଚରେ ଦେଉଥିବା ରୁଟି…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କ ସହ ବିବାହ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଦୀପିକା

ମୁମ୍ବାଇ: ଗତ କିଛି ମାସ ହେବ ଅଭିନେତ୍ରୀ ଦିପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କୁ ନେଇ ନାନା ଖବର ପ୍ରକାଶ ପାଇଛି। ଦୁଇ ଜଣ ପରସ୍ପରଙ୍କୁ ଡେଟିଂ କରିବାରୁ ନେଇ ନିର୍ବଦ୍ଧ ପର୍ଯ୍ୟନ୍ତ। ନିକଟ ଅତୀତରେ ଦୀପିକାଙ୍କ ସହ ସଂପର୍କକୁ ନେଇ ରଣବୀର ସ୍ପଷ୍ଟ କରିଥିଲେ ବି ଦୀପିକାଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...