Daily Archives

September 2, 2018

ଆଲିଆ ଏବଂ କିଆରାଙ୍କ ପରେ ଏବେ ଏହି ଅଭିନେତ୍ରୀଙ୍କୁ ସିଦ୍ଧାର୍ଥ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଫିଲ୍ମ ଅପେକ୍ଷା ନିଜ ପ୍ରେମ ସଂପର୍କକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବରୁ ଆଲିଆ ଏବଂ ପରେ କିଆରାଙ୍କ ସହ ସିଦ୍ଧାର୍ଥଙ୍କ ପ୍ରେମ ସଂପର୍କ ଥିବା ଖବର ଆସିଥିବା ବେଳେ ଏବେ ସେ ଆଉ ଜଣେ ଅଭିନେତ୍ରୀଙ୍କୁ ଡ଼େଟ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ସହ ଡିନର ଡେଟ୍‌ରେ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନିଜ ପ୍ରେମିକାଙ୍କ ସହ ଡ଼ିନର ଡ଼େଟ୍‌ରେ ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ପରେ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ଏହି…
ଅଧିକ ଖବର ଦେଖନ୍ତୁ...

କୁଣ୍ଡଳିରେ ଜେଲ୍‌ ଦଣ୍ଡ ଭୋଗିବାକୁ ଥିବାରୁ ସେଥିରୁ ମୁକ୍ତି ପାଇଁ ଲକ୍ଷ୍ନୌ ବାସିନ୍ଦା କରୁଛନ୍ତି ଏପରି କାମ

ଲକ୍ଷ୍ନୌ: ଜେଲ୍‌ ଯିବା ନା ଶୁଣିଲେ ପ୍ରାୟ ସବୁ ଲୋକ ଡ଼ରିଥାନ୍ତି । କିନ୍ତୁ ଲକ୍ଷ୍ନୌର ବାସିନ୍ଦା ଜେଲ୍‌ରେ ଯାଇ ସମୟ କଟାଉ ଥିବାର ଦେଖିବାକୁ ମିଳୁଛି । ଲୋକମାନେ ଜେଲ୍‌ରେ ସମୟ କଟାଇବା ପାଇଁ ପ୍ରଶାସନକୁ ଅନୁମତି ମାଗିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଖବର ଶୁଣି ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି ଭଳି କରନ୍ତୁ ନିଜ ଦିନର ଆରମ୍ଭ, ସବୁଦିନ ରହିବେ ସୁସ୍ଥ…

ସକାଳ ସମୟ ଦିନର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଯାହର ଉପଯୋଗ ଠିକ୍‌ ଭାବରେ କଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ସକାଳର ଆରମ୍ଭ ଠିକ୍‌ ଭାବରେ କରିବା ଦ୍ୱାରା ସାରାଦିନ ଆପଣ ସୁସ୍ଥ ଅନୁଭବ କରିବା ସହ ଏହା ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିରିୟାନୀରୁ ପୋକ ବାହାରିବାରୁ ଇକିଆ କମ୍ପାନି ତଣ୍ଡ ଗଣିଲା ୧୧,୫୦୦ଟଙ୍କା

ନୂଆଦିଲ୍ଲୀ: ଭାରତରେ ନିଜର ପ୍ରଥମ ଷ୍ଟୋର ଖୋଲିବାର ମାସେ ପରେ ବିବାଦରେ ଫସିଛି ସ୍ୱିଡିସ୍‌ ହୋମ ଫର୍ଣ୍ଣିସିଙ୍ଗ ରିଟେଲର ଇକିଆ । ହାଇଦ୍ରାବାଦ୍‌ରେ ଥିବା ଷ୍ଟୋରରେ ଜଣେ ଗ୍ରାହକ ବିରିୟାନୀ ଖାଉଥିବା ବେଳେ ସେଥିରୁ ପୋକ ବାହାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହା ସହ ଏହାର ଏକ ଫଟୋ ଉଠାଇ ସେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ ମିଳିଥିଲା ସଲମାନ୍‌ ଖାନ୍‌ଙ୍କ ଫିଲ୍ମରେ କାମ କରିବାର ଅଫର, ହେଲେ ଏହି କାରଣ ପାଇଁ…

ମୁମ୍ବାଇ: କଂଗ୍ରେସ ସାଂସଦ ଶଶି ଥରୁର ନିଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ବଲିଉଡ୍‌ର ଜଣେ ବଡ଼ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମର ଅଫର ଦେଇଥିବା ନେଇ କହି ସେ ଏବେ ଚର୍ଚ୍ଚାର ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ସଲମାନ କାମ କରିବାକୁ ଥିବା ବେଳେ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ପାଇଖାନା ଟାଙ୍କିରେ ପଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ…

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଯିବାରୁ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଛୁଟି କଟାଇବାକୁ ଆସିଥିବା ଯବାନଙ୍କ ଲଜ୍ଜାଜନକ କାମ, ମନ୍ଦିର ନେବା ବାହାନାରେ ନାବାଳିକାକୁ କଲେ ଦୁଷ୍କର୍ମ

ସିିମଲା: ହିମାଚଳ ପ୍ରଦେଶର ହମୀରପୁରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମସ୍ତଙ୍କୁ ହତବାକ୍‌ କରିଛି । ଜଣେ ଦେଶଭକ୍ତ ହୋଇ ଦେଶକୁ ସୁରକ୍ଷା କରୁଥିବା ଯବାନ ଜଣେ ନାବାଳିକା ସହ ଦୁଷ୍କର୍ମ କିପରି କରି ପାରିବ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଊଙ୍କି ମାରିବା ଆରମ୍ଭ କରିଛି । ଅନ୍ର ପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ନିକ୍‌ଙ୍କ ପରିବାର ଉପରେ ପଡ଼ିଲା ବଡ଼ ବିପତ୍ତି,ଏହି କାରଣରୁ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ବିକିବାକୁ ପଡ଼ିବ…

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କ ସହ ନିର୍ବନ୍ଧ ହେବା ପରେ ଏବେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ଦୁହିଁଙ୍କ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି,…
ଅଧିକ ଖବର ଦେଖନ୍ତୁ...

ଭାରତ ବିପକ୍ଷରେ ଶୃଙ୍ଖଳା ଜିତିଲା ଇଂଲଣ୍ଡ, ୪ର୍ଥ ଟେଷ୍ଟରେ ୬୦ ରନ୍‌ରେ ଟିମ୍‌ ଇଣ୍ଡିଆ

ସାଉଥମ୍ପଟନ୍‌: ଭାରତ ବିପକ୍ଷରେ ଇଂଲଣ୍ଡ ୩ଟି ମୁକାବିଲା ଜିତି ଚଳିତ ଶୃଙ୍ଖଳାରେ ବିଜୟୀ ହୋଇଛି। ଭାରତ ୪ର୍ଥ ଟେଷ୍ଟରେ ଇଂଲଣ୍ଡ ଠାରୁ ୬୦ ରନ୍‌ରେ ପରାସ୍ତ ହୋଇଛି। ୨୪୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ଶେଷ ଇନିଂସ ବ୍ୟାଟିଂ କରିଥିବା ଭାରତ ସମସ୍ତ ଓ୍ଵିକେଟ୍‌ ହରାଇ ୧୮୪ ରନ ସଂଗ୍ରହ କରିଛି। ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...