Daily Archives

January 1, 2019

ମୋଦି ବଡ଼ ବଡ଼ କଥା କହୁଛନ୍ତି ଯାହାକି ବାସ୍ତବତାଠାରୁ ଦୂରରେ : କଂଗ୍ରେସ

ନୂଆଦିଲ୍ଲୀ : ଏଏନଆଇକୁ ମୋଦିଙ୍କ ସାକ୍ଷାତକାର ପରେ କଂଗ୍ରେସ ତୁରନ୍ତ ତାଙ୍କୁ ଟାର୍ଗେଟ କରିଛି । ଦଳର ମୁଖପାତ୍ର ରଣଦୀପ ସୁର୍ଯ୍ୟେବାଲା କହିଛନ୍ତି ଯେ ମୋଦି ଖାଲି ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ତାହା ବାସ୍ତବିକତାଠାରୁ ବେଶ ଦୂରରେ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବିମୁଦ୍ରାୟନ, ଜିଏସଟି…
ଅଧିକ ଖବର ଦେଖନ୍ତୁ...

୨୦୧୬ ସେପଟେମ୍ବର ୨୮ ତାରିଖ ରାତିରେ ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ ମୋଦି ! ଜାଣନ୍ତୁ କାହିଁକି, କ’ଣ ଥିଲା କାରଣ ?

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ସାକ୍ଷାତକାରରେ ସର୍ଜିକାଲ୍‌ ଷ୍ଟାଇକ୍‌ ନେଇ ଅନେକ ଅଜଣା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬ ସେପ୍‌ଟେମ୍ବର ୨୮ ତାରିଖ ଦିନ ଭାରତ-ପାକ୍‌ ନିୟନ୍ତ୍ରଣ ରେଖା ଭିତରକୁ ପଶି ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କାରବାରରେ ନୂଆ ସଉଦା ହେବ। ଆଜି ପରିବାରରେ ବଡ଼ ଖୁସି ଆସିପାରେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ। ବୃଷ: ଧୈର୍ଯ୍ୟ ଧରି ରହିଲେ…
ଅଧିକ ଖବର ଦେଖନ୍ତୁ...

ଆମ ସ୍ୱଭାବ ଜଙ୍ଗଲର ସିଧା ଗଛ ଭଳି ସରଳ କିମ୍ବା ଗୁଡ଼ ଭଳି ଖୁବ୍‌ ମିଠା ହେବା ଉଚିତ ନୁହେଁ ! ଜାଣନ୍ତୁ କାହିଁକି ଏପରି…

ସାଧାରଣତଃ ଆମେମାନେ ପିଲାବେଳୁ ଶୁଣିଆସିଛୁ କି ସଦାଚାର ମନୁଷ୍ୟର ସବୁଠାରୁ ବଡ ଗୁଣ ଅଟେ। ତେବେ ସଦାଚାରୀ ମଣିଷ ଜୀବନରେ ସବୁବେଳେ ସଫଳ ହୋଇଥାଏ। ହେଲେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି,ଅତ୍ୟନ୍ତ ସଦାଚାରୀ ହେବା ବି ମନୁଷ୍ୟ ଲାଗି ଅତ୍ୟନ୍ତ ଦୁଃଖର କାରଣ ହୋଇଥାଏ। ଏହି କାରଣକୁ…
ଅଧିକ ଖବର ଦେଖନ୍ତୁ...

ଉଭୟ ଭାରତୀୟ ସେନା ଓ ନୌସେନା ପାଇଁ ପ୍ରିଡେଟର ଡ୍ରୋନ କିଣିବ ଭାରତ

ନୂଆଦିଲ୍ଲୀ : ଆମେରିକାରୁ ଯଥାଶୀଘ୍ର ବିଶ୍ୱର ସବୁଠୁ ଶକ୍ତିଶାଳୀ ପ୍ରିଡେଟର ଡ୍ରୋନ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ନୌସେନା ପାଇଁ କିଣିବାକୁ ଯୋଜନା କରୁଥିବାବେଳେ ଏବେ ସେନା ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇଛି । ସେଥିପାଇଁ ଭାରତ ନୌସେନା ଓ ସେନା ପାଇଁ ୧୦ ଟି ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଭାରତ ବିପକ୍ଷରେ ପେଟ୍‌ କମ୍ବିନସ୍‌, ଷ୍ଟାର୍କସ୍‌ ଓ ହେଜଲଉଡ଼ଙ୍କୁ ୩ ଦିନିକିଆରେ ବିଶ୍ରାମ ଦେଇପାରେ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଆଗାମୀ ମେ’ ମାସରେ ଆୟୋଜିତ ଆଇସିସି ବିଶ୍ୱକପ ପୂର୍ବରୁ ନିଜର ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ଦେବାକୁ ଯୋଜନା କରୁଛି। କ୍ରିକେଟ ଅଷ୍ଟ୍ରେଲିଆ ନିଜର ଖେଳାଳିମାନଙ୍କୁ ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ନିବୃତ୍ତ ରହିବା ପାଇଁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗଗତ ସମାନତା ଅଧିକାର ପାଇଁ ଲକ୍ଷାଧିକ ମହିଳା ଗଢ଼ିଲେ ୬୨୦ କିଲୋମିଟର ଦୀର୍ଘ ‘ମାନବ ଶୃଙ୍ଖଳ’

ତିରୁବନନ୍ତପୁରମ: ସମସ୍ତ ବୟସର ମହିଳାମାନଙ୍କୁ ଚେନ୍ନାଇରେ ଥିବା ଅୟପ୍ପା ଭଗବାନଙ୍କ ମନ୍ଦିର ସାବରିମାଲାରେ ପ୍ରବେଶ କରିବା ପାଇଁ ସୁପ୍ରିମ କୋର୍ଟ ପ୍ରଥମରୁ ହିଁ ଅନୁମତି ଦେଇ ସାରିଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ପରେ ବି ଏହି ସମସ୍ୟାର ସମାଧାନ ଏଯାବତ୍‌ ହୋଇପାରି ନାହିଁ। ବିକ୍ଷୋଭକାରୀମାନେ…
ଅଧିକ ଖବର ଦେଖନ୍ତୁ...

ମୋଦି କଣ ପୁରୀରୁ ନିର୍ବାଚନ ଲଢିବେ ? କଣ କହୁଛନ୍ତି ମୋଦି, ଜାଣନ୍ତୁ 

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ଓଡ଼ିଶାର ପୁରୀରୁ ନିର୍ବାଚନ ଲଢିବେ ? ଏହି ପ୍ରଶ୍ନ ବିଗତ କିଛି ମାସ ଧରି ଓଡ଼ିଶାର ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଏସଂପର୍କରେ ଆଜି ଖୋଦ ପ୍ରଧାନମନ୍ତ୍ରୀ ମୁହଁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ସଂପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଯାଇଥିଲେ, ନଦୀରେ ବୁଡ଼ି ମହିଳା ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପିପଳପଦର ଅଂଳଚରେ ସୋମବାର ନଦୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମଣ୍ଡଳଗୁଡ଼ା ଗ୍ରାମର କୈଳାଶ ମିଣିଆଙ୍କ ସ୍ତ୍ରୀ ଚେଂଚୁ ମିଣିଆକା (୩୫) ନିଜର ଜଣେ ସଂପର୍କୀୟଙ୍କ ମୃତ୍ୟୁ ଖବର ଶୁଣି କାରାଝୋଲା ଗ୍ରାମକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ଜିଏସଟି ଆଦାୟ ୯୪,୭୨୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ : ଗତ ଡିସେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ଆଦାୟ ସାମାନ୍ୟ ହ୍ରାସ ପାଇ ୯୪,୭୨୬ କୋଟି ଟଙ୍କାରେ ପହଞ୍ଚିଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୧୬,୪୪୨ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୨,୪୫୯ କୋଟି ଟଙ୍କା, ଆଇଜିଏସଟି ୪୭,୯୩୬ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏଥିରେ ୭୮୮୮କୋଟି…
ଅଧିକ ଖବର ଦେଖନ୍ତୁ...