Daily Archives

January 4, 2019

ତିହାର ଜେଲ୍‌ରେ ରହିବା ପାଇଁ ଛୋଟମୋଟ ଅପରାଧ କରିବାରେ ଲାଗିଛନ୍ତି ରାସ୍ତା କଡ଼ରେ ରହୁଥିବା ଲୋକେ, ବାଧ୍ୟ କରୁଛି ଶୀତ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ତିହାର ଜେଲ୍‌ ସବୁଠାରୁ ସୁରକ୍ଷିତ ହୋଇଥିବା ବେଳେ ଭାରତର ସବୁଠାରୁ ବଡ଼ ବଡ଼ ଅପରାଧିମାନଙ୍କୁ ଏଠାରେ ବନ୍ଦୀ କରି ରଖା ଯାଇଥାଏ । ଜେଲ୍‌ରେ ଥିବା ବ୍ୟବସ୍ଥା ପାଇଁ କେହି ସେଠାକୁ ଯିବା ପାଇଁ ରାଜି ହେଉ ନ ଥିବା ବେଳେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ତିହାର…
ଅଧିକ ଖବର ଦେଖନ୍ତୁ...

ଅଟୋ ଚାଳକଙ୍କୁ ଅନୁପମ୍‌ ଖେର୍‌ଙ୍କ ପ୍ରଶ୍ନ: କ’ଣ ପାଇଁ ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର ଦେଖିବାକୁ ଚାହୁଁଛ?…

ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ୍‌ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୟୁଟ୍ୟୁବ୍‌ରୁ ଟ୍ରେଲରକୁ ହଟାଇ ଦିଆଯିବା ସହ ଫିଲ୍ମକୁ ରିଲିଜ୍‌ ନ କରିବା ପାଇଁ ଅନେକ…
ଅଧିକ ଖବର ଦେଖନ୍ତୁ...

ସାହସର ସହ ୩୪ବର୍ଷୀୟ ଯୁବକଙ୍କୁ ପାଣିରେ ବୁଡ଼ିବାରୁ ବଞ୍ଚାଇଲେ ୧୧ବର୍ଷୀୟ ନାବାଳକ

ନୂଆଦିଲ୍ଲୀ : ଆମେରିକାରେ ଜଣେ ଭାରତୀୟ ନାବାଳକ ନିଜର ସାହସ ପାଇଁ ଜଣେ ୩୪ବର୍ଷୀୟ ଯୁବକଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସୁଇମିଙ୍ଗ ପୁଲ୍‌ ଚାରି ପାଖରେ ଅନେକ ଲୋକ ଥିବା ବେଳେ କେହି ବୁଡ଼ି ଯାଉଥିବା ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନ ଥିଲେ । କେହି କିଛି ଭାବିବା ପୂର୍ବରୁ ନାବାଳକ ସୁଇମିଙ୍ଗ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମା’କୁ ଜୀବନ୍ତ ଜାଳି ଦେଲା ମଦ୍ୟପ ପୁଅ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅ ମା’କୁ ଜୀଅନ୍ତା ଜାଳି ଦେଇଛି।  ମାଲକାନଗିରି ଜିଲ୍ଲା  ମୋଟୁ ଥାନା ଅନ୍ତର୍ଗତ ଏମପିଭି-୫୫ ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ତାପସ ମଣ୍ଡଳ ନାମକ ବ୍ୟକ୍ତି ପ୍ରତିଦିନ ମଦ ପିଇ ଘରକୁ ଆସି ପରିବାରର…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଦୂରଗାମୀ ଟ୍ରେନ୍‌ରେ ଲଗାଯିବ ଆରାମ ଦାୟକ କୋଚ୍‌,ସୂଚନା ଦେଲେ ରେଳମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ : ପୂର୍ବରୁ ଟ୍ରେନରେ ଯାତ୍ରୀମାନଙ୍କ ଖାଇବାର ମାନ ଠିକ୍‌ ରଖିବା ଠାରୁ ଆରମ୍ଭ କରି ସେମାନେ ଯାତ୍ରା ସମୟରେ କିପରି ସୁରକ୍ଷିତ ରହି ପାରିବେ ସେ ନେଇ ଅନେକ ସୁବିଧା ଭାରତୀୟ ରେଳ ତରଫରୁ କରାଯାଇଥିଲା । ଏବେ ଭାରତୀୟ ରେଳ ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ଅତ୍ୟାଧୁନିକ କୋଚ୍‌ର…
ଅଧିକ ଖବର ଦେଖନ୍ତୁ...

୨୦୩୧ ସୁଦ୍ଧା ଦେଶରେ ୨୧ଟି ନୂଆ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରାଯିବ

ନୂଆଦିଲ୍ଲୀ : ୨୦୩୧ ସୁଦ୍ଧା ଭାରତ ମୋଟ ୧୫,୭୦୦ ମେଗାଓ୍ଵାଟ୍‌ କ୍ଷମତା ଥିବା ୨୧ଟି ନୂଆ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବ । ଏ ସଂପର୍କରେ ଆଣବିକ ଶକ୍ତି ବିଭାଗ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି । ବର୍ତ୍ତମାନ ଦେଶରେ ମୋଟ ନଅଟି ୯ଟି ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ନିର୍ମାଣର…
ଅଧିକ ଖବର ଦେଖନ୍ତୁ...

‘ଧନୁଯାତ୍ରା’ର ଲାଇଭ୍‌ ଦେଖିପାରିବେ ଦର୍ଶକ, ୱେବ୍‌ପୋର୍ଟାଲ ଲୋକାର୍ପିତ

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୋଷ୍ଟର ଏବଂ ୱେବ୍‌ସାଇଟ୍‌ (http://www.bargarhdhanuyatra.in)କୁ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଉନ୍ମୋଚନ କରିଛନ୍ତି। ଏହି ୱେବ୍‌ସାଇଟ୍‌ରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଧନୁଯାତ୍ରାର…
ଅଧିକ ଖବର ଦେଖନ୍ତୁ...

ନିଜ ବାଡ଼ିରେ ଓସ୍ତ ଗଛ ଥିଲେ ଏହି ସବୁ ଫାଇଦା ନିଶ୍ଚୟ ଉଠାନ୍ତୁ, ନଥିଲେ ଆଜି ହଁ ଲଗାନ୍ତୁ

ପୂର୍ବରୁ ଘର ନିକଟରେ ଓସ୍ତ ଗଛ ରଖିବା ପଛରେ ରହିଥିବା ଆୟୁର୍ବେଦ, ବୈଜ୍ଞାନିକ ଓ ପୁରାଣ କାରଣଗୁଡ଼ିକ ଆଲୋଚନା କରିସାରିଛେ। ଏହି ଗୋଟିଏ ଗଛରେ ଅନେକ ଫାଇଦା ଲୁଚି ରହିଛି। ଅନେକ ରୋଗର ଉପଶମ ଏହି ଗଛରେ ରହିଛି ବୋଲି ଡାକ୍ତରମାନେ କୁହନ୍ତି। ତେବେ, ଚାଲନ୍ତୁ ଜାଣିବା ନିଜ ବାଡ଼ିରେ କାହିଁକି ଓସ୍ତ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ପତ୍ନୀଙ୍କୁ ଗଣ ଦୁଷ୍କର୍ମ ପରେ ପଶ୍ଚିମବଙ୍ଗରେ ତୀବ୍ର ଉତ୍ତେଜନା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଖର୍ଦ୍ଦାରେ ଜନୈକ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ପତ୍ନୀଙ୍କୁ ୪ ଜଣ ମୁଖାପିନ୍ଧା ଅଜ୍ଞାତ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଏବେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ସଂପର୍କରେ ପୁଲିସ୍‌ରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ବନ୍ଧୁତା ହେବା ପରେ ହୋଟେଲ ରୁମ୍‌କୁ ଡ଼ାକି ଦୁଷ୍କର୍ମ କଲେ ପୀଡ଼ିତାଙ୍କ ବନ୍ଧୁ ଓ ତାଙ୍କ ଭାଇ, ପ୍ରସ୍ତୁତ…

ମୁଜାଫରନଗର : ଉତ୍ତରପ୍ରଦେଶର ଶମ୍‌ଲିରେ ଜଣେ ମହିଳା ଦୁଇ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ବ୍ଲାକ୍‌ମେଲ କରିବା ପାଇଁ ଦୁଇ ଭାଇ ପୀଡ଼ିତାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୋଗ ପାଇଁ…
ଅଧିକ ଖବର ଦେଖନ୍ତୁ...