Daily Archives

April 26, 2019

ବାଙ୍ଗିରିପୋଷି ଆସନ: ଚାଙ୍ଗୁ ନାଚ କରି ଭୋଟ ଭିକ୍ଷା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର ସରଗରମ ହୋଇ ଉଠିଛି। ନିର୍ବାଚନ ମଣ୍ଡଳୀରେ ୧୧ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟକୁ ଆସନ୍ତା ୨୯ ତାରିଖ ଭୋଟର ବାଛିବେ। ସବୁଠାରୁ ମଜାଦାର କଥା ହେଲା ସମସ୍ତ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌କୁ ୪୬ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ଚେନ୍ନାଇ: ଇଣ୍ଡିଆନ ପ୍ରିମିିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୪୬ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ୱିତୀୟ ପାଳିରେ ୧୫୬ ରନ୍‌ର ଲକ୍ଷ୍ୟକୁ ପିଛାକରି ଚେନ୍ନାଇ ୧୭.୪ ଓଭରରେ ୧୦୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି । ଫଳରେ…
ଅଧିକ ଖବର ଦେଖନ୍ତୁ...

କଲମ୍ବୋ ବିସ୍ଫୋରଣ ଘଟଣା : ଭୁଲରେ ଅମେରିକୀୟ କାର୍ଯ୍ୟକର୍ତ୍ତାଙ୍କୁ ସନ୍ଦିଗ୍ଧ ବୋଲି କହି ଫଟୋ ଜାରି କଲା ଶ୍ରୀଲଙ୍କା…

କଲମ୍ବୋ : ଏପ୍ରିଲ ୨୧ରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଏକାଧିକ ଲୋକ ପ୍ରାଣ ହରାଇଥିଲେ । ଗୋଟିଏ ଦିନରେ ୮ଥର ବିସ୍ଫୋରଣ ହେବା ପରେ ସାରା କଲମ୍ବୋ ସହର ଦୋହଲି ଯାଇଥିଲା । ପରେ ଆଉ ଏକ ବିସ୍ଫୋରଣ ହୋଇଥିବା ବେଳେ ସର୍ବମୋଟ ୩୬୦ଜଣ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଖରା ଦିନେ ଏଭଳି ନିଅନ୍ତୁ ଆଖିର ଯତ୍ନ, ଏ ସବୁ ଭୁଲ ଆପଣଙ୍କ ଆଖିକୁ କରିପାରେ ଖରାପ

ସୂର୍ଯ୍ୟକିରଣ କେବଳ ତ୍ୱଚା ନୁହେଁ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ । ଖରାରେ ଅଧିକ ସମୟ ରହିବା ଦ୍ୱାରା ଆଖିରେ ଆଲର୍ଜି ସମସ୍ୟା ଦେଖା ଯାଇଥାଏ । ଆଖି ଜଳିବା, ପୋଡ଼ିବା, ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଖରା ଦିନେ ନିଜ ଆଖିର ଯତ୍ନ ନେବା ପାଇଁ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କାର୍‌ ଛାଡ଼ି ଅଟୋରେ ଜିମ୍‌ ପହଞ୍ଚିଲେ ସାରା ଅଲ୍ଲୀ ଖାନ୍‌, ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଅନେକ ସମୟରେ ବଲିଉଡ୍‌ରେ ନୂଆ କରି ପାଦ ରଖିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଜୀବନ  ଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ସାଧାରଣ ପୋଷାକ ସହ ସାଧାରଣ ଜୀବନ ବଞ୍ଚିବାକୁ ଭଲ ପାଉଥିବା ସାରା ଏବେ କାର୍‌ ଛାଡ଼ି ଅଟୋରେ ଯାତ୍ରା କରୁଥିବା ଦେଖା ଯାଇଛି । ଗ୍ରୀଷ୍ମର ଉତ୍ତାପକୁ ଖାତିର…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା: ଅମରଙ୍କ ଲାଗି ପ୍ରଚାର କଲେ ସୌମ୍ୟରଂଜନ

ଚଣ୍ଡିଖୋଲ: ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ ନରେନ୍ଦ୍ର ମୋଦୀ। ଗତ ୫ ବର୍ଷ ମଧ୍ୟରେ ସେ ଦେଇଥିବା କୌଣସି ପ୍ରତିଶ୍ରୁତିକୁ ପୂରଣ କରି ନାହାନ୍ତି। ଯାଜପୁର ଜିଲ୍ଲାର ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅମର ଶତପଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରା‌ୟ ୧୫୮୩୪୫.୧୧୩ ବକ୍ଟ ଲିଟର ମଦ ସହ ୩ କୋଟିରୁ…

ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୩୨୭ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫ ହଜାର ୦୫୬ ଜଣଙ୍କୁ ଅଟକ ରଖାଯାଇଛି। ୫ ହଜାର ୫୧୯…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପ୍ରବେଶ କରିବା ପରେ ସନ୍ନି ଦେଓଲଙ୍କୁ ଅମ୍ରିନ୍ଦର ସିଂହଙ୍କ କଟାକ୍ଷ : ସେ ଫିଲ୍ମର ଯବାନ, କିନ୍ତୁ ମୁଁ ଅସଲ…

ଚଣ୍ଡିଗଡ଼ : ଲୋକସଭା ନିର୍ବାଚନର ପର୍ଯ୍ୟାୟ ବଢ଼ି ଚାଲିଥିବା ବେଳେ ଦଳର ନେତାମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ବଢ଼ି ଚାଲିଛି । ପଞ୍ଜାବ କଥା କହିବାକୁ ଗଲେ, ଏଠାରେ ବିଜେପି ଗୁରୁଦାସପୁରରୁ ସନ୍ନି ନେଓଲଙ୍କୁ ଲୋକସଭା ନିର୍ବାଚନ ଲଢ଼ାଇବାକୁ ଯାଉଛି । ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ସ୍ପାଇସ୍‌ଜେଟ୍‌କୁ ଚାକିରି ମାଗିବା ପାଇଁ ଯାଇଥିବା ବେଳେ ଅସମ୍ମାନିତ ହେଲେ ଜେଟ୍‌ ପାଇଲଟ୍‌

ନୂଆଦିଲ୍ଲୀ : କିଛି ଦିନ ତଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ରେ ତାଲା ପଡ଼ିଥିଲା । ୮,୦୦୦କୋଟି ଟଙ୍କାର ଋଣ ଶୁଝି ନ ପାରିବାରୁ କମ୍ପାନିକୁ ଦେବାଳିଆ ଘୋଷଣା କରାଯିବା ସହ ବନ୍ଦ କରି ଦିଆ ଯାଇଥିଲା । ଜେଟ୍‌ ବନ୍ଦ ହେବା ସହ ଏକା ସାଙ୍ଗରେ ୧୬,୦୦୦କର୍ମଚାରୀ ବେରୋଜଗାର…
ଅଧିକ ଖବର ଦେଖନ୍ତୁ...

ବିଜେପି ଓ କଂଗ୍ରେସ ବୁଥ କ୍ୟାପଚରିଂ କରିପାରନ୍ତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡା ବିଧାନସଭା ଆସନରେ ବିଜୟ ଧ୍ୱଜା ଉଡାଇବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ବୁଥ କ୍ୟାପଚରିଂ କରିପାରନ୍ତି ଆଶଙ୍କା କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଶୁକ୍ରବାର ଫେରାଦ ହେଇଛି। କେନ୍ଦ୍ରାପଡା ଲୋକସଭା ଆସନ ଉପରେ ପୂରା ରାଜ୍ୟର ଫୋକସ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...