Daily Archives

April 9, 2020

କ୍ୟାବିନେଟ୍‌ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ଦିନକୁ ୧ ହଜାର ସ୍ୱାବ୍‌ ପରୀକ୍ଷା ହେବ

ଝାରସୁଗୁଡା: ମହାମାରୀ  କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ‌ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏଠାରେ ସାମ୍ବାଦିକମାନଙ୍କୁ ରାଜ୍ୟରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

କ‌ରୋନାରେ କାର୍ତ୍ତିକ-ପ୍ରଫୁଲଙ୍କ କରୁଣ କାହାଣୀ: ହଜିଯାଇଛି ବୃତ୍ତି, ସରିଗଲାଣି ସଞ୍ଚିତ ଅର୍ଥ

ବାରିପଦା(ରାଜକିଶୋର ଦାଶ): ଛୋଟ ଜଳଖିଆ ଦୋକାନ କରି ନିଜ ସଂସାର ଚଳାନ୍ତି। ମାତ୍ର କରୋନା ଛଡ଼େଇ ନେଇଛି ବୃତ୍ତି। ଯେଉଁ କିଛି ସଞ୍ଚିତ ଅର୍ଥ ଥିଲା ତାହା ମଧ୍ୟ ସରିବାକୁ ବସିଲାଣି। ଏଭଳି ସମୟରେ ନିଜ ପରିବାର ପ୍ରତ‌ିପୋଷଣ ନେଇ ଚିନ୍ତାରେ ଅଛନ୍ତି କାର୍ତ୍ତିକ ଓ ପ୍ରଫୁଲ। ବାରିପଦାରେ ରହି…
ଅଧିକ ଖବର ଦେଖନ୍ତୁ...

କ୍ୟାନ୍ସର ନେଇଗଲା ସୁଗ୍ରୀବଙ୍କ ଜୀବନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାମାୟଣର ସବୁ କଳାକାର

ମୁମ୍ବାଇ: ଛୋଟ ପରଦାରେ ଇତିହାସ ସୃଷ୍ଟି କରିଥିବା ରାମାୟଣ ଧାରାବାହିକର ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କର ଦେହାନ୍ତ ହୋଇଯାଇଛି | ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରି ପ୍ରଭୁ ଶ୍ରୀରାମଙ୍କ ପାଖେପାଖେ ଥିବା ଶ୍ୟାମ ସୁନ୍ଦରଙ୍କର ପରଲୋକ ହୋଇଯାଇଛି | ଏହି ଖବର ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ପିଏମକେୟାର୍ସ ଫଣ୍ଡକୁ ୧୦ କୋଟି ଟଙ୍କାର ସହାୟତା ଦେଲେ ସତସଙ୍ଗର ଆଚାର୍ଯ୍ୟଦେବ

ଦେଓଘର : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି | ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କୋଭିଡ-୧୯କୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ୧୪୪ ନମୁନା ୧୨୨ ନେଗେଟିଭ୍, ଜିଲ୍ଲାକୁ ଆସିଛନ୍ତି ୯୫ ବିଦେଶ ଫେରନ୍ତା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଆଜିସୁଦ୍ଧା କରୋନା ପରୀକ୍ଷା ନିମନ୍ତେ ୧୪୪ଟି ସାମ୍ପଲ୍ ଯାଇଛି। ସେଗୁଡିକ ମଧ୍ୟରୁ ୧୨୨ଟିର ରିପୋର୍ଟ ହସ୍ତଗତ ହୋଇଛି। ସମସ୍ତ ୧୨୨ଟି ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାକୁ ବିଭିନ୍ନ ଦେଶରୁ ୯୫ ଜଣ ବିଦେଶ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ କଟକଣା ପାଇଁ ପ୍ରେମିକଙ୍କୁ ଭେଟିବାକୁ ୭୦ କିଲୋମିଟର ଚାଲି ଚାଲି ଗଲେ ପ୍ରେମିକା

ଆଗ୍ରା: କରୋନା ଭାଇରସର ଭୟ ଏବଂ ଲକଡାଉନ ମଧ୍ୟରେ ଉତ୍ତରପ୍ରଦେଶ ଶାହାଜାହାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୭୦ କିଲୋମିଟର ଚାଲି ଚାଲି ଯାଇ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ | କିନ୍ତୁ ପ୍ରେମିକର ପରିବାର ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଗୁଁ ମୃତ୍ୟୁ ହେଲେ ମିଳିବ ସମ୍ପୂର୍ଣ୍ଣ ବୀମା ଟଙ୍କା, ବୀମା ଦେବାକୁ ମନାକରିପାରିବେନି କମ୍ପାନୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଛି। ଲୋକଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ଅଛନ୍ତି। କରୋନା ଭୂତାଣୁ ସମ୍ବନ୍ଧରେ ବୀମା କମ୍ପାନୀମାନଙ୍କୁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, କରୋନା କାରଣରୁ ମୃତ୍ୟୁ ହେଲେ ବୀମା କମ୍ପାନୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ବଡ଼ ଡାକ୍ତରଖାନାର ଶିଶୁଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବାଲେଶ୍ବର : ଗୁରୁବାର ସଂଧ୍ୟାରେ ବାଲେଶ୍ବର ବଡ଼ ଡାକ୍ତରଖାନା‌ ପରିସରରେ ଥିବା ଶିଶୁଭବନରେ ଅଗ୍ନିକା‌ଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ, ସଂଧ୍ୟା ପ୍ରାୟ ସାଢ଼େ ୯ଟାରେ ଶିଶୁଭବନର ଉପରମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲିଟି ସେଣ୍ଟର(ଏନଆରସି)ରେ ହଠାତ୍‌ ନିଆଁ ଲାଗିଥିବା ଦେଖାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଦକ୍ଷିଣ କୋରିଆଠାରୁ ଏକଲକ୍ଷ ପରୀକ୍ଷଣ କିଟ କିଣିବ ବିଏମସି

ମୁମ୍ବାଇ: ଦେଶରେ କରୋନା ଭୂତାଣୁ (କୋଭିଡ -19) କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତେଲେଙ୍ଗାନାରୁ ଦେଶରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ବାବଦରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୧୧୩୫ କରୋନା ମାମଲା ପଞ୍ଜିକୃତ ହୋଇଛି ଯେଉଁଥିରେ ୭୨ ଜଣଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବିନା ମାସ୍କରେ ମିଳିବନି ପେଟ୍ରୋଲ, ଉତ୍କଳ ପେଟ୍ରୋଲିୟମ୍  ଡିଲର ସଂଘର ଘୋଷଣା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଥିବା ବେଳେ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଣିକି ବିନା ମାସ୍କରେ ପେଟ୍ରୋଲ ମିଳିବ ନାହିଁ । ଉତ୍କଳ ପେଟ୍ରୋଲିୟମ୍  ଡିଲର ସଂଘ ଏହି ନିଷ୍ପତ୍ତି ନେଇଛି । ସଂଘର ସାଧାରଣ ସଂପାଦକ କହିଛନ୍ତି, କରୋନାରୁ…
ଅଧିକ ଖବର ଦେଖନ୍ତୁ...