Latest Posts
ରାଜ୍ୟ
ନାହାନ୍ତି ଅଧା ଡାକ୍ତର: ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା
ଜାତୀୟ ରାଜପଥକଡ଼ରେ ଥିବା ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନା ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଏହା ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି। ଶହେ ବର୍ଷର ଡାକ୍ତରଖାନା ହେଉଛି ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ମୟଙ୍କ
ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳର ଡକରା ମିଳିଛି।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ଗିରଫ: ୨ଟି ସ୍ଥାନରେ ୫ ଜଣ କରିଥିଲେ ଦୁଷ୍କର୍ମ
୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।
ମନୋରଞ୍ଜନ
ସେଲିବ୍ରିଟିଙ୍କ ରୋଷେଇଶାଳା: ହରିଙ୍କ ବାଡ଼ିଆ ଡାଲମା
ରୋଷେଇ ମଧ୍ୟ ଠିକ୍ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର।