Latest Posts
ରାଜ୍ୟ
ଆଜିଠୁ କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଶିବିରରେ ପହଞ୍ଚିଲେ ହବିଷିଆଳି
ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳଚହଳରେ ଭରି ଉଠିଛି। ସେପଟେ ଗୁରୁବାରଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ...
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଏଚ୍ଆଇଏଲ୍ର ଲେଉଟାଣି: ଆକର୍ଷଣରେ ଓଡ଼ିଶା ଦଳ
ସାତ ବର୍ଷର ବ୍ୟବଧାନ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଖେଳାଳି ନିଲାମ ଶେଷ ହୋଇଛି। ଏବେ ଦଳୀୟ ସନ୍ତୁଳନ, ରଣନୀତି ପ୍ରସ୍ତୁତି ଓ ତାଳମେଳ ଉପରେ ଅଧିକାରୀ, ପ୍ରଶିକ୍ଷକ ଓ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି।
ରାଜନୀତି
ବାରବାଟୀ-କଟକ ବିଜେଡିରେ ପୁଣି କନ୍ଦଳ
ବାରବାଟୀ-କଟକ ବିଜେଡି ପକ୍ଷରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଓ ତାଙ୍କୁ ସମର୍ଥନ କରି ଆସୁଥିବା ଅନେକ କର୍ପୋରେଟରଙ୍କ ଅନୁପସ୍ଥିତି ଦଳ ଭିତରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ପୁଣି ଥରେ ପଦାରେ ପକାଇ ଦେଇଛି।
ଅପରାଧ
ପୁଣି ୨ ବିମାନରେ ବୋମା ଆତଙ୍କ
ଭାରତରେ ନାଗରିକ ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଆସୁଥିବା ମିଛ କଲ୍, ସୋସିଆଲ ମିଡିଆ ପୋଷ୍ଟ୍ ଓ ଧମକପୂର୍ଣ୍ଣ ଇ-ମେଲ୍ ଯୋଗୁଁ ଜଟିଳ ସ୍ଥିତି ଉପୁଜୁଛି। କତକାଲି ୭ଟି ବିମାନରେ ବୋମା ରଖାଯାଇଥିବା ଧମକ ମିଳିଥିବା ବେଳେ ଆଜି ପୁଣିଥରେ ୨ଟି ବିମାନକୁ ବୋମା ଧମକ ମିଳିଛି।
ମନୋରଞ୍ଜନ
ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର
ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।