Latest Posts
ରାଜ୍ୟ
ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ବଡ଼ବଡ଼ିଆଙ୍କୁ ବି ଛାଡ଼ନି
‘ଥାନାକୁ କୌଣସି ଅପରାଧୀ ନ୍ୟାୟ ପାଇଁ ଯାଇ ନଥାନ୍ତି। ଅପରାଧୀଙ୍କ ଦ୍ବାରା ପୀଡ଼ିତ ବ୍ୟକ୍ତି କିମ୍ବା କୌଣସି ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ହିଁ ପୁଲିସକୁ ନ୍ୟାୟ ମାଗିବା ପାଇଁ ଯାଇଥାନ୍ତି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଖାସି ଟୁର୍ନାମେଣ୍ଟ ଖେଳିବାକୁ ଛତିଶଗଡ଼ ଯାଇଥିଲେ; ଟ୍ରକ୍ ଧକ୍କାରେ ଦୁଇ ଓଡ଼ିଆ ହକି ଖେଳାଳିଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ଟ୍ରେଡିଂ ଆପ୍ରେ ଉଡ଼ାଇ ନେଇଥିଲେ ୯୦ ଲକ୍ଷ
ନକଲି ଟ୍ରେଡିଂ ଆପ୍ରେ ଫସାଇ ଖଣ୍ଡଗିରି ଅଞ୍ଚଳର ଜଣେ ଡାକ୍ତରଙ୍କଠାରୁ ୯୦ ଲକ୍ଷ ଟଙ୍କା ଉଡ଼ାଇନେଇଥିବା ୨ ସାଇବର ଠକ ଧରାପଡ଼ିଛନ୍ତି। ଭୁବନେଶ୍ବର ସାଇବର ଥାନା ପୁଲିସ ୨ ଠକଙ୍କୁ ରାଜସ୍ଥାନରୁ ଉଠାଇଆଣିଛି।
ମନୋରଞ୍ଜନ
ସେଲିବ୍ରିଟିଙ୍କ ରୋଷେଇଶାଳା: ହରିଙ୍କ ବାଡ଼ିଆ ଡାଲମା
ରୋଷେଇ ମଧ୍ୟ ଠିକ୍ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର।