ରାଜ୍ୟ
ମୋହନ ସରକାରକୁ ଶହେଦିନ ପୂରିଲା: ମୁଖ୍ୟମନ୍ତ୍ରୀ ଦେଲେ ରିପୋର୍ଟ କାର୍ଡ
ଦେଶର ବିକାଶ ତଥା ସମୃଦ୍ଧିର ରେଳରେ ଓଡ଼ିଶା ପ୍ରଥମ ବଗି ହେବ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ, ସବୁ କ୍ଷେତ୍ରରେ ଓଡ଼ିଶା ବିକଶିତ ରାଜ୍ୟରେ ପରିଗଣିତ ହେବ। ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ କରିବ।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ରବିଚନ୍ଦ୍ରନ ଅଶ୍ବିନଙ୍କ ଶତକ, ପ୍ରଥମ ଦିନରେ ଭାରତ ୩୩୯/୬
ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ରବିଚନ୍ଦ୍ରନ ଅଶ୍ବିନଙ୍କ ଶତକ ବଳରେ ୬ ଓ୍ବିକେଟ ହରାଇ ୩୩୯ ରନ କରିଛି ।
ରାଜନୀତି
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି....
ଅପରାଧ
ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲେ ପୁଲିସ ଅଧିକାରୀ
ସରକାରୀ ବନ୍ଧୁକରେ ସ୍ତ୍ରୀକୁ ହତ୍ୟା କରିବା ପରେ ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କଲେ ପୁଲିସ ଅଧିକାରୀ। ଘଟଣା ସାମ୍ନାକୁ ଆସିବା ପରେ ଖେଳି ଯାଇଛି ଆଲୋଡନ। ସ୍ବତନ୍ତ୍ର ଟିମ ଗଠନ କରି ପୁଲିସ କରୁଛି ଯାଞ୍ଚ।
ମନୋରଞ୍ଜନ
ଦି ଫ୍ୟାମିଲି ମ୍ୟାନ ସିଜିନ ୩ରେ ନଜର ଆସିପାରନ୍ତି ଏହି ଲୋକପ୍ରିୟ ଅଭିନେତା
ସଫଳ ଓଟିଟି ୱେବ୍ ସିରିଜ୍ ମଧ୍ୟରୁ 'ଦି ଫ୍ୟାମିଲି ମ୍ୟାନ୍'ର ନାଁ ରହିଛି | ଆଉ ଏବେ ଏହାର ତୃତୀୟ ସିଜିନ ଆସିବାକୁ ଯାଉଛି | ଏପରି ପରିସ୍ଥିତିରେ, ଆପଣଙ୍କ ଉତ୍କଣ୍ଠା ବଢାଇବାକୁ, ନିର୍ମାତାମାନେ ଏହି ସିରିଜରେ ଜଣେ ନୂତନ ତାରକା ଅନ୍ତର୍ଭୁକ୍ତ କରିଛନ୍ତି |