Latest Posts
ରାଜ୍ୟ
ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ: ନର୍ସିଂ କର୍ମଚାରୀ-ରାଜ୍ୟ ସରକାରଙ୍କ ଆଲୋଚନା ସଫଳ
ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘ ଭିତରେ ଗତ ୪ଦିନ ଧରି ଟଣାଓଟରା ଚାଲିଥିଲା। ଆଜି ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ସଂଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ସଂଘର ଯେଉଁ ଆଲୋଚନା ହୋଇଥିଲା ତାହା ସକାରାତ୍ମକ ରହିଛି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଖାସି ଟୁର୍ନାମେଣ୍ଟ ଖେଳିବାକୁ ଛତିଶଗଡ଼ ଯାଇଥିଲେ; ଟ୍ରକ୍ ଧକ୍କାରେ ଦୁଇ ଓଡ଼ିଆ ହକି ଖେଳାଳିଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ହୁଡ୍ଦଙ୍ଗ କେଳେଙ୍କାରିର ଲମ୍ବା ତାଲିକା: ଦୁଷ୍କର୍ମ ପୂର୍ବରୁ ବାର୍ ଭିତରେ ପୀଡ଼ିତାଙ୍କୁ ଅସଦାଚରଣ
ସ୍ଥାନୀୟ ପୁଲିସକୁ ହାତବାରିସିକରି ସବୁ ନିୟମର ଖୋଲା ଉଲ୍ଲଂଘନ କରୁଥିଲା ସିଭିଲ୍ଟାଉନସିପ୍ସ୍ଥ ‘ହୁଡ୍ଦଙ୍ଗ୍’ ବାର୍। ନାବାଳକ/ନାବଳିକାଙ୍କୁ ମଦ ଯୋଗାଉଥିଲା। ମହିଳାଙ୍କ ନୃତ୍ୟଗୀତ ପାଇଁ ଲେଡିଜ୍ ନାଇଟ୍ ଆୟୋଜନ କରୁଥିଲା। ଏମିତିକି ବିଳମ୍ବିତ ରାତି ୧/୨ଟା ଯାଏ ଅନାୟାସରେ ଚାଲିଥିଲା କାରବାର।
ମନୋରଞ୍ଜନ
ସେଲିବ୍ରିଟିଙ୍କ ରୋଷେଇଶାଳା: ହରିଙ୍କ ବାଡ଼ିଆ ଡାଲମା
ରୋଷେଇ ମଧ୍ୟ ଠିକ୍ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର।