Daily Archives

October 3, 2017

ଆଇଏଏସ୍‌ ସ୍ତରରେ ଅଦଳ ବଦଳ: ରଞ୍ଜନା ଚୋପ୍ରାଙ୍କୁ ସମବାୟ ବିଭାଗର ଦାୟିତ୍ୱ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ସ୍ତରରେ ମଙ୍ଗଳବାର ଅଦଳ ବଦଳ ହୋଇଛି। ରଞ୍ଜନା ଚୋପ୍ରାଙ୍କୁ କମିସନର/ସଚିବ, ସମବାୟ ବିଭାଗର ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ ନିରଞ୍ଜନ ସାହୁ। ସେହିପରି ପ୍ରଦୀପ୍ତ କୁମାର ମହାପାତ୍ର ସ୍କୁଲ ଓ ଗଣଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ନୂତନ ଅଫର: ୧୯୯ଟଙ୍କାରେ ଅସୀମିତ ଭଏସ୍‌ କଲ ସହିତ ୧ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଟେଲିକମ୍‌ କମ୍ପାନି ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛି। ଏହି କ୍ରମରେ ଭାରତୀ ଏୟାରଟେଲ ୧୯୯ଟଙ୍କାର ଏକ ଟାରିଫ ପ୍ଲାନ୍‌ର ଶୁଭାରମ୍ଭ କରିଛି। ଯେଉଁଥିରେ ଗ୍ରାହକ ୧ଜିବି ୪ଜି/୩ଜି/୨ଜି ଇଣ୍ଟରନେଟ ଡାଟା ସହିତ ଅସୀମିତ କଲ ସୁବିଧା ପାଇ ପାରିବେ।…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ ଜାରି ହୋଇପାରେ ନୂତନ ୧୦୦ଟଙ୍କିଆ ନୋଟ!

ନୂଆଦିଲ୍ଲୀ: ଗତବର୍ଷ କେନ୍ଦ୍ରସରକାର ଦୁର୍ନୀତି ଓ କଳାଧନ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବିମୁଦ୍ରାୟନର ନିଷ୍ପତ୍ତି ନେଇଥିଲେ। ୨୦୧୬ ନଭେମ୍ବର ୮ ମଧ୍ୟ ରାତିରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ ବୋଲି ଘୋଷଣା କରିଥିଲେ। ବିମୁଦ୍ରାୟନ ପରେ ୨୦୦୦ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

‘କେବିସି-୯’ ବିଜୟିନୀ ଅନାମିକାଙ୍କୁ ପୁରସ୍କାର ଅର୍ଥ ଖର୍ଚ୍ଚ କରିବାର ଉପାୟ ବତାଇଲେ ଅମିତାଭ

ମୁମ୍ବାଇ: ଜାମସେଦପୁରର ଅନାମିକା ମଜୁମଦାର ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ’ ‘କେବିସି-୯’ରେ ଭାଗ ନେଇ ବିଜୟିନୀ ହୋଇଥିଲେ। ଏହି କ୍ରମରେ ‘କେବିିସି-୯’କୁ ମିଳିଛି ପ୍ରଥମ କୋଟିପତି। ତେବେ ଅନାମିକା ଜଣେ ସମାଜସେବୀ ହେବା ସହିତ ନୃତ୍ୟଶିଳ୍ପୀ ମଧ୍ୟ। ସେ ବସ୍ତିରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ବିଶେଷ ସୂତ୍ରରୁ ମିିଳିଥିବା ସୂଚନା ଅନୁସାରେ ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରରୁ ନୂତନ ଦର ଲାଗୁ ହେବ। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହେବ। ସୂଚନାଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ସେଲଫି ନେବା ମହଙ୍ଗା ପଡ଼ିଲା: ଟ୍ରେନ୍‌ରେ କଟି ଗଲେ ତିନି ଛାତ୍ର

ବେଙ୍ଗାଲୁରୁ: ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‌ ହୋଇଗଲାଣି। ଏହି ସ୍ମାର୍ଟଫୋନ୍‌ ଜରିଆରେ ବିଭିନ୍ନ ଶୈଳୀରେ ସେଲଫି ନେଇ ସୋସିଆଲ ମଡିଆରେ ଛାଡ଼ିବା ଯେମିତି ଏକ ପ୍ରତିଯୋଗିତା ସାଜିଛି। ମଙ୍ଗଳବାର ରେଳଧାରଶରେ ସେଲଫି ନେଉଥିବା ସମୟରେ ଟ୍ରେନ୍‌ରେ କଟି ତିନିଜଣ ଛାତ୍ରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ମିରଟରେ ହେବ ନରେନ୍ଦ୍ର ମୋଦି ମନ୍ଦିର: ୫ ଏକର ଜମି ଉପରେ ପୂଜା ପାଇବ ୧୦୦ ଫୁଟ୍‌ର ମୂର୍ତ୍ତି

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଭବ୍ୟ ମନ୍ଦିର ମିରଟଠାରେ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକ ଓ ପ୍ରଶଂସକମାନେ ଏଠାକୁ ଆସିି ତାଙ୍କର ପୂଜାର୍ଚ୍ଚନା କରିପାରିବେ। ଏହି ମନ୍ଦିର ପ୍ରତିଷ୍ଠା କରୁଛନ୍ତି ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ଓ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପଡ଼ିଆରେ ବଜ୍ରପାତ, ୨ ବାଳକ ମୃତ

ମାଲକାନଗିରି: ପଡ଼ିଆ ବ୍ଲକର କମାରଗୁଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ଣରେ ବଜ୍ରପାତ ଘଟି ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦେବ କରାନଙ୍କ ୧୩ ବର୍ଷିଅ ପୁଅ ଜଗା କରନ ଓ ଚେନ୍ନାୟା ନାକାଙ୍କ ପୁଅ ରାହୁଲ ନାକା(୧୩) ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିବା…
ଅଧିକ ଖବର ଦେଖନ୍ତୁ...