Daily Archives

October 3, 2017

ହନିପ୍ରୀତଙ୍କ ପ୍ରଶ୍ନ : ଦୁଷ୍କର୍ମର ଶିକାର ହୋଇଥିବା କୌଣସି ଯୁବତୀ ଏଯାବତ୍‌ ବାବାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କି?

ଚଣ୍ଡିଗଡ: ହରିୟାଣା ପୁଲିସ ମୋଷ୍ଟଓ୍ଵାଣ୍ଟେଡ ହନିପ୍ରୀତ ଇନସାଙ୍କୁ ମଙ୍ଗଳବାର ଗିରଫ କରିଛି। ହନିପ୍ରୀତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ମୋ ଉପରେ ଏମିତି ସବୁ ଅଭିଯୋଗ ଆସିଛି ଯାହାକୁ ନେଇ ମୁଁ ଭୟଭୀତ ହୋଇପଡ଼ିଛି। ବହୁ କଷ୍ଟରେ ସାହସ ଜୁଟାଇ ଗଣମାଧ୍ୟମର ସାମ୍ନା କରିଛି।…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର: କାଳିଆପାଣି ଥାନା ଅନ୍ତର୍ଗତ କୁସୁମୁଡ଼ିଆ ଜଙ୍ଗଳରେ ମଙ୍ଗଳବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକର ଗିରି ନଙ୍ଘନାଲି ଗ୍ରାମର ବିନୋଦ ଦେହୁରୀ(୩୦)। ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଝୁଲନ୍ତା ଶବକୁ ଦେଖିଥିଲେ। ସେମାନେ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ଆଶଙ୍କା: ସନ୍ଧ୍ୟା ୬ଟା ଯାଏଁ ୧୫ଟି ଜିଲ୍ଲାରେ ସତର୍କ ପାଇଁ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟା ଯାଏଁ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପାଣିପାଗ ବିଭାଗ ୧୫ଟି ଜିଲ୍ଲାର ଲୋକଙ୍କୁ ବଜ୍ରପାତ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ୧୫ଟି ଜିଲ୍ଲା ମଧ୍ୟରେ ରାୟଗଡ଼ା, କୋରାପୁଟ, ଗଜପତି, ପୁରୀ,…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ବିଜୟ ମାଲ୍ୟାଙ୍କୁ ମିଳିଲା ଜାମିନ

ଇଂଲଣ୍ଡ: ୯୦୦୦ କୋଟି ଟଙ୍କା ନେଇ ଭାରତରୁ ଫେରାର ଥିବା ମଦ ସମ୍ରାଟ ବିଜୟ ମାଲ୍ୟା ମଙ୍ଗଳବାର ମନି ଲଣ୍ଡରିଂ ମାମଲାରେ ଇଂଲଣ୍ଡରୁ ଗିରଫ ହେବାର କିଛି ସମୟ ପରେ ଜାମିନ ମିଳିଛି। ଭାରତର ବିଭିନ୍ନ ବ୍ୟାଙ୍କରେ ମାଲ୍ୟାଙ୍କ ନାମରେ ୯୦୦୦ କୋଟି ଟଙ୍କାରୁ ଅଧିକ ବକେୟା ରହିଛି। ୨୦୧୬ରୁ ଫେରାର ଥିବା…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ରାଜ୍ୟସ୍ତରୀୟ ସାରେଗାମାପା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନଠାରେ ‘ସମ୍ବାଦ’ର ୩୩ତମ ଜନ୍ମ ଉତ୍ସବ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟସ୍ତରୀୟ ସାରେଗାମାପା ପ୍ରତିଯୋଗିତା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟର ୮ଟି ସ୍ଥାନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରେ ସୁନାର କଳଶ ଚଢ଼ାଇ ଅମିତ ଶାହା ଶୁଭାରମ୍ଭ କଲେ ‘ଜନରକ୍ଷା ପଦଯାତ୍ରା’

କନ୍ନୁର(କେରଳ): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର କେରଳ ଗସ୍ତରେ ପହଞ୍ଚିଛନ୍ତି। ସେ ତାଲିପରମ୍ବାର ରାଜାରାଜେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାହାଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରାୟ ୩୦…
ଅଧିକ ଖବର ଦେଖନ୍ତୁ...

୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନକୁ ଉଲ୍ଲେଖନୀୟ ଯୋଗଦାନ ପାଇଁ ୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ୨୦୧୭ ଲାଗି ନୋବେଲ ପୁରସ୍କାର ମିଳିବ ବୋଲି ମଙ୍ଗଳବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ବିଶ୍ୱର ଏହି ଶୀର୍ଷ ପୁରସ୍ୱାର ଲାଗି ମକୋନୀତ ହେବାକୁ ଥିବା ତିନିଜଣ ପଦାର୍ଥ…
ଅଧିକ ଖବର ଦେଖନ୍ତୁ...

ହନିପ୍ରୀତ୍‌ କେଉଁ ସବୁ ଗୋପନୀୟ ସ୍ଥାନରେ ବିତାଇଥିଲେ ୩୮ଦିନର ଫେରାର୍‌ ଜୀବନ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌ସାଙ୍କୁ ଗିରଫ କରିଛି ହରିୟାଣା ପୁଲିସ। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଛି। ହନିପ୍ରୀତଙ୍କୁ ବୁଧବାର କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏଫ୍‌ ଶିବିର ଉପରକୁ ଆକ୍ରମଣ: ୩ ଆତଙ୍କୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଏଠାରେ ଥିବା ବିମାନବନ୍ଦର ନିକରେ ୧୮୨ ବାଟାଲିୟନ ସୀମା ସୁରକ୍ଷା ବଳ ଶିବିର ଉପରକୁ ମଙ୍ଗଳବାର ଭୋରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣା ପରେ ଯବାନମାନେ ବାଟାଲିୟନ ପରିସରକୁ ଘେରି ଯାଇଥିଲେ। ଭାରତୀୟ ଯବାନମାନେ ଥିବ ବେଳେ ୩ଜଣ…
ଅଧିକ ଖବର ଦେଖନ୍ତୁ...

ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ୩୮ଦିନର ଆତ୍ମଗୋପନ ପରେ ଚଣ୍ଡିଗଡ଼ରୁ ଗିିରଫ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାଙ୍କୁ ଗିରଫ କରିଛି ହରିୟାଣା ପୁଲିସ। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଛି। ହନିପ୍ରୀତଙ୍କୁ ବୁଧବାର କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...